Browsing Category

ସ୍ପେଶାଲ୍ ରିପୋର୍ଟ

ଆରପାରିରେ ଦକ୍ଷିଣ ଭାରତ ରାଜନୀତିର ପିତାମହ । ଅପରାଜେୟ ନେତା କରୁଣାନିଧିଙ୍କ କାହାଣୀ

ଦକ୍ଷିଣ ଭାରତର ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଡିଏମକେ ସୁପ୍ରିମୋ ଏମ୍. କରୁଣାନିଧିଙ୍କ ଦେହାନ୍ତ ହୋଇଛି । ୯୪ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ଦକ୍ଷିଣ ଭାରତ ରାଜନୀତିର ପିତାମହ । ସେ ଚେନ୍ନାଇର କାବେରୀ ହସପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଇହଧାମ…
Read More...

କରୁଣାନିଧି, ମୃତ୍ୟୁ ପର୍ଯ୍ୟନ୍ତ ହାରିନଥିବା ନେତାଙ୍କ କଥା ।

ତାମିଲନାଡୁର ପୂର୍ବ ମୂଖ୍ୟମନ୍ତ୍ରୀ ଏବଂ ଡିଏମକେ ପ୍ରମୁଖ ଏମ. କରୁଣାନିଧି ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । କରୁଣାନିଧି ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ । ତାମିଲ ସିନେମାରେ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ପାଦ ଦେଇଥିଲେ । ରାଜନୀତିରେ ପାଦ ଦେବା ପରେ ସେ…
Read More...

ଏଣିକି ନଷ୍ଟ ହେବନାହିଁ ଖାଦ୍ୟ ପଦାର୍ଥର ଗୋଟିଏ ବି ଦାନା ! ବୈଜ୍ଞାନିକ ମାନେ ବାହାର କଲେ ଏକ ନୂଆ ପ୍ୟାକିଂ ବ୍ୟବସ୍ଥା ।

ଦୁନିଆରେ ଏପରି ଅନେକ ଦେଶ ରହିଛି ଯେଉଁଠାରେ ଲୋକମାନେ ଟିକିଏ ଖାଦ୍ୟ ପାଇଁ ଏବେ ବି ଡହଳ ବିକଳ ହେଉଛନ୍ତି । କିନ୍ତୁ ଅପର ପକ୍ଷରେ ଦେଖିବାକୁ ଗଲେ ଧନି ଦେଶ ଗୁଡିକରେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଦ୍ୟକୁ ପ୍ୟାକିଂ କରିବା ସମୟରେ ବହୁତ ପରିମାଣରେ ଖାଦ୍ୟ ନଷ୍ଟ ହୋଇଥାଏ । ତେଣୁ ଏହାକୁ…
Read More...

ଖେଳୁ ଖେଳୁ କୋଟିପତି ବନିଗଲା ୬ ବର୍ଷୀୟ ବାଳକ : ଭିଡିଓ ଜରିଆରେ ରୋଜଗାର କରୁଛି କୋଟି କୋଟି ଟଙ୍କା

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଖେଳନା ସହିତ ଖେଳିବାର ସଉକ ରଖନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଶିଶୁ ଏମିତି, ଯିଏ ଖେଳୁ ଖେଳୁ କୋଟିପତି ବନିଯାଇଛି । କେବଳ ଏହା ହିଁ ନୁହେଁ ୱାଲମାର୍ଟ ଭଳି କମ୍ପାନୀ ମଧ୍ୟ ଏହି ଶିଶୁର ଫ୍ୟାନ ହୋଇଯାଇଛି । ଏହି ଶିଶୁର ନାମ ହେଉଛି ରେୟାନ୍ । ରେୟାନ୍ ଗତ ବର୍ଷ…
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଆରମ୍ଭ ହେଲା ଫ୍ଲିପକାର୍ଟ ସେଲ୍ ! ଗ୍ରାହକ ଉଠାଇପାରିବେ ଅନେକ ସୁବିଧା

ଆଉ କିଛି ଦିନ ପରେ ସ୍ୱାଧୀନତା ଦିବସ । ସେଥିପାଇଁ ସାରା ଦେଶରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତର ଇକମର୍ସ ସାଇଟ ଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେଲ ଆରମ୍ଭ କରିଦେଇଛନ୍ତି । ସେଲ ଯୋଗୁଁ ସୁଲଭ ମୂଲ୍ୟରେ ସାମଗ୍ରୀ କିଣିପାରବେ । ଆଉ…
Read More...

୩ ଘଣ୍ଟାରେ ମନ୍ଦିର ପାଇଁ ମିଳିଲା ୧୫୦ କୋଟି ଟଙ୍କା, ଜାଣନ୍ତୁ କିଭଳି ହେଲା ସମ୍ଭବ ।

ପୁଣିଥରେ ଗୁଜରାଟର ପଟିଦାର ସମୁଦାୟଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିନ୍ତୁ ଏବେ ସଂରକ୍ଷଣ ପାଇଁ ନୁହେଁ ବରଂ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁଜରାଟର ପଟିଦାରଙ୍କ ବିଶ୍ୱ ଉମିଆ ଫାଉଣ୍ଡେସନ ମନ୍ଦିର ଓ କମ୍ୟୁନିଟି କମପ୍ଲେକ୍ସ ନିର୍ମାଣ ପାଇଁ ମାତ୍ର ୩ ଘଣ୍ଟା ମଧ୍ୟରେ ୧୫୦…
Read More...

ଲୋକଙ୍କ ମଧ୍ୟରେ ଆଜି ବି ରହିଛି ଅନ୍ଧ ବିଶ୍ୱାସ ! ପୁଅକୁ ସୁସ୍ଥ କରିବାକୁ ଯାଇ ଝିଅକୁ ମାରି ପୋତିଦେଲେ ବାପା ମା’ ।

ଅନ୍ଧ ବିଶ୍ୱାସକୁ ନେଇ ଲୋକମାନେ ଅନେକ ପୂଜା ପାଠ କରୁଥିବା କଥାତ ଆପଣ ନିଶ୍ଚିତ ଶୁଣିଥିବେ । ଲୋକମାନେ ଏବେବି ତନ୍ତ୍ର ମନ୍ତ୍ର ଉପରେ ବିଶ୍ୱାସ ରଖୁଛନ୍ତି । ଯଦି କାହକୁ ସନ୍ତାନ ପ୍ରାପ୍ତି ହେଉନାହିଁ ତେବେ ସେମାନେ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ବାବାଙ୍କ ପାଖକୁ ଯାଇଥାନ୍ତି ତ ଆଉ କିଏ ତାର…
Read More...

ଭାରତର ବିଷକନ୍ୟା : ବିଷାକ୍ତ ସାପକୁ ସାଥୀ କରିଛି କୁନି ଝିଅ କାଜୋଲ

ସାପକୁ ସମସ୍ତଙ୍କ ଡର । କଥାରେ ଅଛି ବିଷଧର ସାପକୁ କ୍ଷୀର ପିଆଇଲେ ମଧ୍ୟ ସେ ଦିନେ ନା ଦିନେ ଚୋଟ ମାରିବ । ସେଥିପାଇଁ ଘର ଆଖପାଖରେ ସାପ ନଜର ଆସିଲେ ସମସ୍ତେ ମାରିଦିଅନ୍ତି । କିନ୍ତୁ ବିଷଧର ସାପ ସହ ଖେଳିବା କଥା କେବେ ଶୁଣିଛନ୍ତି । ସାପକୁ ନ଼ଡରି ସାପତାକୁ ସହ ଖେଳିବା କଥା କହିଲେ ଯେକେହି…
Read More...

ଦୁଇ ମତ୍ସ୍ୟଜୀବିଙ୍କ ଭାଗ୍ୟ ବଦଳାଇଦେଲା ମାଛ : ଗୋଟିଏ ମାଛ ବିକ୍ରି କରି ବନିଲେ ଲକ୍ଷପତି

ଯଦି ଆପଣଙ୍କୁ କୈାଣସି ଏକ ମାଛର ମୂଲ୍ୟ ପଚରାଯାଏ ତେବେ ଆପଣ ଅଧିକରୁ ଅଧିକ ହଜାରରେ ଦାମ କହିବେ । ମହାରାଷ୍ଟ୍ରର ପାଲଘରରେ ଏକ ମାଛର ମୂଲ୍ୟ ଏତେ ଯେ, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠି ଗୋଟିଏ ମାଛ ସାଢ଼େ ପାଂଚ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ପାଲଘରରେ ଘୋଲ ମାଛର ରେକର୍ଡ ମୂଲ୍ୟ…
Read More...

ବୈଜ୍ଞାନିକଙ୍କ ହାତରେ ବଡ ସଫଳତା ! ନଷ୍ଟ ହେବ ନାହିଁ ଖାଦ୍ୟ,ଖାଦ୍ୟକୁ ଅଧିକ ସମୟ ସତେଜ ରଖିବା ପାଇଁ ବୈଜ୍ଞାନିକମାନେ…

ଦୁନିଆରେ ଏଭଳି ବହୁତ ସ୍ଥାନ ଅଛି ଯେଉଁଠାର ଲୋକମାନେ ଦୁଇଓଳା ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ଏବଂ ଅନ୍ୟ ପକ୍ଷେ ବୈଭବ ସଂପନ୍ନ ଦେଶମାନଙ୍କରେ ଲୋକମାନେ ଖାଦ୍ୟର ଅନାଦର କରିବାରେ ଲାଗିପଡିଛନ୍ତି । ଯାହା ଫଳରେ ଭୋକିଲା ପେଟକୁ ଦାନା ମିଳୁନି ଏବଂ ପୁରିଲା ପେଟ ଖାଦ୍ୟର ମୂଲ୍ୟ ନବୁଝିବା ଭଳି…
Read More...