Browsing Category

ସ୍ପେଶାଲ୍ ରିପୋର୍ଟ

ବଜାରରେ ଉପଲବ୍ଧ ହେବ ସ୍ମାର୍ଟ ଅଳିଆକୁଣ୍ଡ ! ଏଣିକି ଅଳିଆ ପକାଇବା ହେବ ସହଜ, ଦୁର୍ଗନ୍ଧକୁ ରଖିବ ଦୂର ।

ବିକଶିତ ହୋଇଛି ସ୍ମାର୍ଟ ଅଳିଆକୁଣ୍ଡ ବା ସ୍ମାର୍ଟ ଡଷ୍ଟବିନ୍ । ଚୀନର ପ୍ରସିଦ୍ଧ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଜିଓମି ପକ୍ଷରୁ ଏହାକୁ ବିକଶିତ କରାଯାଇଛି । ଏହା ସ୍ୱୟଂଚାଳିତ ଏବଂ ଅତି ଶକ୍ତିଶାଳୀ ସେନସର ଦ୍ୱାରା ପରିଚାଳିତ ଅଟେ । ଏହାର ଢାଙ୍କୁଣି ବାୟୁନିରୋଧୀ ହୋଇଥିବାରୁ ପରିବେଶ ଦୁର୍ଗନ୍ଧ…
Read More...

ଆଜି ଜାପାନରେ ପାଳିତ ହେଉଛି ହିରୋସୀମା ଦିବସ । ୭୩ ବର୍ଷ ପୂର୍ବେ ଆମେରିକା ଜାପାନ ଉପରେ କରିଥିଲା ପରମାଣୁ ବୋମା ଆକ୍ରମଣ

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଉପରେ ହୋଇଥିବା ପରମାଣୁ ଆକ୍ରମଣକୁ ଆଜି ପୁରିଛି ୭୩ ବର୍ଷ । ୧୯୪୫ ମସିହା ଅଗଷ୍ଟ ୬ରେ ରାତି ୮ଟାରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା । ହିରୋସିମାରେ ପରମାଣୁ ବୋମା ପଡିଲା ପରେ ସେଠାରେ ତତ୍କାଳ ୩୦ ପ୍ରତିଶତ ଲୋକ ପ୍ରାଣତ୍ୟାଗ…
Read More...

ଡାକ୍ତରଙ୍କ ଅଦ୍ଭୁତ କାରନାମା : ଦିନରେ ଦେଖୁଥିଲେ ରୋଗୀ ଓ ରାତିରେ କରୁଥିଲେ ଚୋରି

ଗୁଜରାଟର ଅହମଦାବାଦରେ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି । ଏଠି ଜଣେ ଡାକ୍ତର ଧରାପଡିଛନ୍ତି । ସେ ଦିନରେ ରୋଗୀ ଦେଖୁଥିଲେ ଓ ରାତିରେ ଚୋରି କରୁଥିଲେ । ଏହି କାମ ଗତ ୪ ବର୍ଷ ଧରି ଚାଲୁଥିଲା । ଏହି ସମୟରେ ସେ ୩୫୦ରୁ ବି ଅଧିକ କାର ଚୋରି କରି ବିକ୍ରିି କରିସାରିଛନ୍ତି । ସେ କାର…
Read More...

ଜିଓ ଫୋନ-ଟୁ ପାଇବାକୁ ଚାହୁଁଛନ୍ତି କି? ତେବେ ଏଭଳି କରନ୍ତୁ ଆବେଦନ, ବଜାରକୁ ଆସିବା ପୂର୍ବରୁ ଘରେ ଆସି ଦେଇଯିବେ…

ରିଲାଏନ୍ସ ଜିଓର ମନସୁନ ଅଫରର ଶୁଭାରମ୍ଭ କିଛି ଦିନ ହେଲା ହୋଇସାରିଛି ଏବଂ ଏଥିସହିତ ୫୦୧ ଟଙ୍କିଆ ଜିଓ ଫୋନ ପାଇଁ କଂପାନୀର କଣ କଣ ସର୍ତ୍ତ ରହିଛି ତାହା ମଧ୍ୟ ସାମ୍ନାକୁ ଆସିଛି । ଜିଓ ମନସୁନ ଅଫର ସହିତ କଂପାନୀ ୯୯ ଟଙ୍କିଆର ଏକ ପ୍ଲାନ ମଧ୍ୟ ଲଂଚ କରିଛି । ଯାହାକି ଜିଓ ଫୋନ ପାଇଁ ସ୍ୱତନ୍ତ୍ର…
Read More...

ଆଉ ଚୋରି ହେବନି ଗାଡି ! ଆସିଲା ହାଇଟେକ୍ ଲକ, ଗାଡିକୁ କେହି ଛୁଇଁବା କ୍ଷଣି ମୋବାଇଲକୁ ଚାଲିଆସିବ ନୋଟିଫିକେସନ

ବାଇକ୍ ଚୋରି ରୋକିବ ହାଇଟେକ୍ ଲକ୍ । ବଜାରକୁ ଆସିଲା ଏକ ଏଭଳି ଲକ୍ ଯେଉଁଥିରେ ବ୍ୟବହାର କରାଯାଇଛି ଅନେକ ଆଡଭାନ୍ସ ଫିଚର୍ସ । ଏହି ଲକ୍ ଜରିଆରେ ଆପଣ ଆପଣଙ୍କର ଗାଡିକୁ ଚୋରମାନଙ୍କ କବଳରୁ ରକ୍ଷା କରିପାରିବେ । ଏହି ଲକର ମୁଖ୍ୟ ଆକର୍ଷଣ ହେଉଛି ଯେ, ଏହି ଲକଟିକୁ ଆପଣ ଆପଣଙ୍କ ମୋବାଇଲ ଫୋନରୁ…
Read More...

କେବଳ ଗୋଟିଏ କଲରେ ମିଳିପାରେ ଡିଏଲ ! ହାତରୁ ଖର୍ଚ୍ଚ ହେବ ମାତ୍ର ୫୦ ଟଙ୍କା, ଜାଣନ୍ତୁ ବିନା କୌଣସି ଟେନସନରେ ଘରେ ବସି…

ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ଟେନସନ ନେବାକୁ ପଡିବ ନାହିଁ । କାରଣ ଏହି କାମକୁ ଆପଣ ଅତି ସହଜରେ ନିଜ ଘରେ ବସି ମଧ୍ୟ କରିପାରିବେ । ବଡ କଥା ହେଲା ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିବ ନାହିଁ ବରଂ ମାତ୍ର ୫୦ ଟଙ୍କାରେ ଆପଣ…
Read More...

କେତେ ବାସ୍ତବ ସରକାରୀ ଯୋଜନା ? ଅବ୍ୟବସ୍ଥା ଘେରରେ ପଦାରେ ପଡିଲା ଦାରିଦ୍ରତା, ବଳଦ ବଦଳରେ ଲଙ୍ଗଳ ଟାଣିଲେ ଦୁଇ ପୁଅ ।

ଚାଷ ପାଇଁ କେନ୍ଦ୍ର ସରକାର ଯୋଜନା ପରେ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହି ଯୋଜନାମାନ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଫିଲ୍ମ ଜଗତର ମିଛ କାହାଣୀ ବେଳେବେଳେ ବାସ୍ତବ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ । ହିନ୍ଦୀ ଫିଲ୍ମ ମଦର ଇଣ୍ଡିଆ ଭଳି ବିହାର…
Read More...

ହଜିଗଲା ମାନବିକତା, କେହି ବଢାଇଲେନି ସହାୟତାର ହାତ ! ଟଙ୍କା ଅଭାବରୁ ପୁଅର ଶବକୁ ଟ୍ରଲିରେ ନେଲେ ମା’ ।

କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ, ବରଂ ସୁନ୍ଦରଗଡ଼ ସହରର ଓ୍ଵାର୍ଡ଼ ନଂ-୧୬ରେ ମହାପ୍ରୟାଣ ଗାଡ଼ି ପାଇଁ ଟଙ୍କା ଦେଇନପାରି ଜଣେ ଦରିଦ୍ର ବିଧବା ମା’ ନିଜ ପୁଅର ଶବକୁ ଟ୍ରଲିରେ ନେବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଥିଲା ଗତ ଜୁଲାଇ ୩୦ ତାରିଖରେ । ଆଜି ଏହି ଲଜ୍ଜାଜନକ ଘଟଣାର ଭିଡ଼ିଓ…
Read More...

ଭାରତୀୟ ବୈଜ୍ଞାନିକଙ୍କ ବଡ ସଫଳତା ! ନିର୍ମାଣ କଲେ ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପର ମୁଖ୍ୟ ଯନ୍ତ୍ରାଂଶ ।

ନ୍ୟାସନାଲ ସେଣ୍ଟର ଫର୍ ରେଡିଓ ଏଷ୍ଟ୍ରୋଫିଜିକ୍ସ (ଏନସିଆରଏ) ନେତୃତ୍ୱରେ ଭାରତୀୟ ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ୍ ପ୍ରକଳ୍ପ ‘ଏସକେଏ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି । ଏସକେଏ ପାଇଁ କାମ କରୁଥିବା ମୋଟ ୧୨ ଜଣ ଅନ୍ତର୍ଜାତୀୟ…
Read More...

ବର୍ଷକ ମଧ୍ୟରେ ଯାଇଛି ୨୦୧ଜଣ ନକ୍ସଲଙ୍କର ଜୀବନ ! ନିଜ କ୍ୟାଡରମାନଙ୍କ ମୃତ୍ୟୁର ହିସାବ ଦେଲା ନକ୍ସଲବାହିନୀ ।

ଗତମାସ ୨୮ତାରିଖରୁ ଆରମ୍ଭ ହୋଇଥିଲା ନକ୍ସଲଙ୍କ ସହିଦ ସପ୍ତାହ । ସପ୍ତାହେ ଧରି ମାଲକାନଗିରି ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ବିଭିନ୍ନ ଗ୍ରାମରେ ନିହତ ନକ୍ସଲଙ୍କୁ ମନେ ପକାଇଥିଲେ । ତେବେ, ନକ୍ସଲଙ୍କ ଗୋଟିଏ ପୋଷ୍ଟର ସମସ୍ତଙ୍କୁ ଚକିତ କରିଛି । ଏହି ପୋଷ୍ଟରରେ ସଂଗଠନ ନିଜ…
Read More...