Browsing Category

ସ୍ପେଶାଲ୍ ରିପୋର୍ଟ

ଯୁକ୍ତ୨ ପରୀକ୍ଷାରେ ମୋବାଇଲ ବ୍ୟବହାର ଉପରେ କଟକଣା ! ଛାତ୍ରଛାତ୍ରୀଙ୍କ ସମେତ କୌଣସି ବି କର୍ମଚାରୀ ରଖିପାରିବେନି…

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବାତିଲ୍ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ…
Read More...

ପ୍ରଥମଥର ପାଇଁ କନ୍ୟାଦାନ କରିବା ପାଇଁ ଅମଙ୍ଗିଲେ ପିତା ! କହିଲେ , ମୋ ଝିଅ କୌଣସି ପ୍ରୋପର୍ଟି ନୁହେଁ ଯେ ତାକୁ ଦାନ…

ହିନ୍ଦୁଧର୍ମରେ କନ୍ୟାଦାନ ପ୍ରଥା ବହୁପୂର୍ବରୁ ଚାଲିଆସିଛି । ସମାଜର ରୀତିନୀତିକୁ ଆଖିଆଗରେ ରଖି କୁହାଯାଏ ଯେ କନ୍ୟାଦାନ କରିବା ଜଣେ ପିତାଙ୍କ ପାଇଁ ଖୁବ୍ ଭାବୁକ କଲା ଭଳି ମୁହୂର୍ତ୍ତ ଥାଏ । କିନ୍ତୁ ପଶ୍ଚିମବଙ୍ଗ ଜଣେ ପିତା କନ୍ୟାର କନ୍ୟାଦାନ ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।…
Read More...

କୌଣସି ଦୋକାନୀ କିମ୍ବା ସପିଂ ମଲ୍ କ୍ୟାରି ବ୍ୟାଗ୍ ପାଇଁ ଅତିରିକ୍ତ ଟଙ୍କା ମାଗୁଛନ୍ତି କି ? ତେବେ ଏଠାରେ କରନ୍ତୁ…

ସୂଚନା ମୁତାବକ, ଚଣ୍ଡିଗଡସ୍ଥିତ ‘ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ’ ପକ୍ଷରୁ ଗ୍ରାହକଙ୍କଠାରୁ ବ୍ୟାଗ ପାଇଁ ୫ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଦୋକାନୀ ବିରୋଧରେ ୧୩ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି । ଗ୍ରାହକ ଜଣକ ଏକ ଦୋକାନରୁ କିଛି ଜିନିଷ କିଣିଥିଲେ । ଏହି ସମୟରେ ବ୍ୟାଗ…
Read More...

ଟଏଲେଟ ଠାରୁ ଅଧିକ ମଇଳା ଆପଣ ବ୍ୟବହାର କରୁଥିବା ଏହି ସବୁ ଜିନିଷ ।

ଶୌଚାଳୟରେ ବ୍ୟବହାର କରାଯାଉଥିବା ପ୍ୟାନକୁ ଲୋକମାନେ ସାଧାରଣତଃ ସବୁଠାରୁ ଅପରିଷ୍କାର ବୋଲି ଭାବନ୍ତି । ସେଥିରେ ଅଧିକ ବ୍ୟାକ୍ଟେରିଆ ଥାଏ ବୋଲି ଲୋକମାନଙ୍କ ଧାରଣା ରହିଛି । ଯାହାପାଇଁ ଲୋକମାନେ ପ୍ରତିଦିନ ଶୌଚାଳୟ ପ୍ୟାନକୁ ଭଲ ଭାବରେ ସଫା କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି?…
Read More...

ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ! ଯାଜପୁରର ପଥର କଟାଳିଙ୍କ ପୁଅ ହେଲେ ନାସା ବୈଜ୍ଞାନିକ

ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ।  ଏକଥା ପ୍ରମାଣିତ ହୋଇଛି ଯାଜପୁରର ଜଣେ ପଥରକଟାଳିଙ୍କ ପୁଅଙ୍କ କ୍ଷେତ୍ରରେ । ବାପା ସିନା ପଥର କାଟି ପରିବାର ଚଳାଉଥିଲେ, ହେଲେ ଦୃଢ଼ମନା ପୁଅ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନାସାର ବୈଜ୍ଞାନିକ…
Read More...

ଟଙ୍କା ରୋଜଗାରର ମାଧ୍ୟମ ପାଲଟୁଛି ୟୁଟ୍ୟୁବ୍ ! ଏଭଳି ଉପାୟରେ ଗୁଗୁଲ୍ ଦେଉଛି ଟ୍ରେନିଙ୍ଗ୍ ।

୨୦୧୬ ମସିହାରେ ଜିଓ ତରଫରୁ ଇଣ୍ଟରନେଟର ମାଗଣା ସେବା ଆରମ୍ଭ ହୋଇଥିଲା ଏବଂ ଲୋକ ଏହାର ବ୍ୟବହାର ରୋଜଗାର କରିବା ପାଇଁ ଲଗାଇଲେ । କେହି ୱେବସାଇଟ୍ ତିଆରି କରି ତ ଆଉ କେହି ୟୁଟ୍ୟୁବରେ ଆକାଉଣ୍ଟ୍ କରି ରୋଜଗାର କଲେ । ବର୍ତ୍ତମାନ ଗୁଗୁଲ୍ ତରଫରୁ ମଧ୍ୟ ଟଙ୍କା କମାଇବା ପାଇଁ ଆପଣଙ୍କୁ ନୂଆ ତରିକା…
Read More...

ପାଣିପାଗର ଲୁଚକାଳି ଖେଳ ! କେଉଁଠି ପଡୁଛି ବରଫ ତ ଆଉ କେଉଁଠି ହେଉଛି ବର୍ଷା, ଜାଣନ୍ତୁ ଦେଶରେ କିଭଳି ବଦଳିଛି ପ୍ରକୃତିର…

କନକ ବ୍ୟୁରୋ : ପାଣିପାଗର ଲୁଚକାଳି ଖେଳ । ଶୀତ ଶେଷ ଆଡକୁ ପାହାଡିଆ ଅଂଚଳରେ ତୁଷାର ପାତ ଜୋରଦାର ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜାମ୍ମୁ କାଶ୍ମୀରରେ ତୁଷାରପାତ ଜନ ଜୀବନକୁ ପ୍ରଭାବିତ କରିଛି । ଅପରପକ୍ଷରେ ୟୁପି ଓ…
Read More...

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ! ଏୟାର୍ ଇଣ୍ଡିଆ ୱାନକୁ ମିଳିବ…

କନକ ବ୍ୟୁରୋ : ଭାରତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ଦେବାକୁ ରାଜି ହୋଇଛି ଆମେରିକା  । ଏହି ମିସାଇଲ୍ ସିଷ୍ଟମ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବ୍ୟବହାର କରୁଥିବା ଏୟାର୍ ଇଣ୍ଡିଆ ୱାନ୍ ବିମାନରେ ଲଗାଯିବ  । ଏଥିପାଇଁ ଭାରତକୁ ୨ଟି…
Read More...

ମମତା ବାନାର୍ଜି ପଶ୍ଚିମବଙ୍ଗର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ! ଜାଣନ୍ତୁ କାହିଁକି ଦିଦିଙ୍କୁ ପ୍ରଂଶସାରେ ପୋତିଲେ ଧନୀ ନମ୍ବର…

ନିକଟରେ ସିବିଆଇ ଏବଂ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଜଣେ…
Read More...

ଏଲଆଇସି ଗ୍ରାହଙ୍କ ପାଇଁ ଜରୁରୀ ସୂଚନା । ମାର୍ଚ୍ଚ ୧ ପୂର୍ବରୁ କରାଇ ନିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ ।

ଏଲଆଇସିର ଏବେ ନୂଆ ରୁପ ହେବାକୁ ଯାଉଛି । ଅର୍ଥାତ୍ ଏଲଆଇସି ଏବେ ଡିଜିଟାଲ୍ ହେବାକୁ ଯାଉଛି । କମ୍ପାନୀ ୧ ମାର୍ଚ୍ଚ ୨୦୧୯ ରୁ ଅଟୋମେଟେଡ୍ ଏସଏମଏସ୍ ଜରିଆରେ ପଲିସି ହୋଲ୍ଡର୍ସଙ୍କୁ ପ୍ରିମିୟମ୍ ସହ ଜଡିତ ଥିବା ବିବରଣୀ ଦେବାକୁ ଯାଉଛି । ପ୍ରିମିୟମ୍ ହେବା ପରେ ରିମାଇଣ୍ଡର ମଧ୍ୟ ଏସଏମଏସ୍…
Read More...