Browsing Category

ସ୍ପେଶାଲ୍ ରିପୋର୍ଟ

ମାତ୍ର ୨୯୯ ଟଙ୍କା ଖର୍ଚ୍ଚ କରି ଗାଡିରେ ଲଗାନ୍ତୁ ଏହି କିଟ୍ ! କାଚ ଭାଙ୍ଗି ଗାଡି ଭିତରକୁ ପଶିଲେ ମଧ୍ୟ ଷ୍ଟାର୍ଟ ହେବ…

ଗାଡି ନୂଆ ହେଉ କି ପୁରୁଣା,କମ୍ ଦାମୀ ହେଉ କିମ୍ବା ଦାମିକିଆ ପ୍ରଥମେ ଏହାର ସେଫ୍ଟି ଦେଖିବା ନିହାତି ଆବଶ୍ୟକ । ତେବେ ଏହି ସମୟରେ ଦେଣରେ ଚୋରୀ ମାମଲା ଖୁବ୍ ଅଧିକ ବଢିଯାଇଛି । ଚଳିତ ବର୍ଷ ଚଣ୍ଡିଗଡ ପୋଲିସ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ଏକ ରେକର୍ଡରୁ ଜଣାପଡିଥିଲା ଯେ ୯୨୦ ଗାଡି ଚୋରୀ…
Read More...

ଭାରତକୁ ବାଏ ବାଏ କହିପାରେ ହ୍ୱାଟସଆପ୍ ! କମ୍ପାନୀ ପାଖରେ ନାହିଁ ସମାଧାନର କୌଣସି ବାଟ ।

ଲୋକମାନଙ୍କ ଦୈନନ୍ଦୀନ ଜୀବନର ଏକ ଅଂଶ ପାଲଟିଯାଇଥିବା ବିଶ୍ୱର ଏକ ନମ୍ବର ମୋବାଇଲ୍ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ପ୍ରତି ଭାରତରେ ବିପଦ ସୃଷ୍ଟି ହୋଇଛି । ଭାରତ ସରକାର ଜାରି କରିବାକୁ ଯାଉଥିବା ଏକ ନୂଆ ନିୟମ କଂପାନିକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି । ଯଦି ସେହି ନିୟମ ଲାଗୁ ହେବ ତେବେ…
Read More...

ଆଜି ହେଉଛି ଗୋଲାପ ଦିବସ ! ବିଭିନ୍ନ ରଙ୍ଗର ଗୋଲାପ ଫୁଲର କିଛି ଅକୁହା କଥା ଆସନ୍ତୁ ଜାଣିବା !

ଭାଲେଣ୍ଟାଇନ୍ ଦିବସର ପ୍ରଥମ ପର୍ବ ଆଜିଠୁ ଆରମ୍ଭ ହୋଇଛି । ଆଜିର ଦିନଟିକୁ "ରୋଜ-ଡେ' ଭାବରେ ସବୁ ପ୍ରେମିକ ପ୍ରେମିକା ପାଳନ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଆଉ ଗୋଟିଏ କଥା ଉପରେବି…
Read More...

ବୁଲାକୁକୁରକୁ ପ୍ରତିଦିନ ରୁଟି ଖାଇବାକୁ ଦେଉଥିଲେ ଯୁବତୀ , ରୁଟି ବଦଳରେ ଯୁବତୀଙ୍କ ଇଜ୍ଜତ ବଞ୍ଚାଇ ଋଣ ସୁଝିଦେଲା କୁକୁର…

ରାଜସ୍ଥାନର ଏକ ବୁଲାକୁକୁର ଯୋଗୁଁ ଜଣେ ଯୁବତୀଙ୍କ ଇଜ୍ଜତ ଯାଉ ଯାଉ ବଞ୍ôଚଯାଇଛି । ରବିବାର ଦ୍ୱିପ୍ରହର ସମୟରେ ଏଠାରେ ଜଣେ ଅସାମାଜିକ ଲୋକ ଖରାପ ଉଦେ୍ଧଶ୍ୟରେ ଜଣେ ଯୁବତୀଙ୍କ ଘରକୁ ପ୍ରବେଶ କରିଥିଲେ । ଯୁବତୀ ଜଣକ ବିଶ୍ରାମ କରୁଥିବା ସମୟରେ ଦୁର୍ବୃତ୍ତ ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ…
Read More...

ତରଳିଯିବ ହିମାଳୟର ଦୁଇ ତୃତୀୟାଂଶ ବରଫ । ସୃଷ୍ଟି ହେବ ଭୟଙ୍କର ସ୍ଥିତି, ପାଣି ଟୋପାଏ ପାଇଁ ଡହକବିକଳ ହେବେ ଲୋକେ

ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରିତ ନହେଲେ ଆଗାମୀ ସମୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ମାନବସମାଜ ପାଇଁ ଘୋର ବିପଦ ଆଣିବ ଜଳବାୟୁ ପରିବର୍ତ୍ତନ । ବର୍ତ୍ତମାନ ସମୟରେ ହିମାଳୟ ଉପରେ ଜଳବାୟୁ ପରିବର୍ତ୍ତନର ଅଧିକ ପ୍ରଭାବ ପଡ଼ୁଛି । ହିମାଳୟର ହିନ୍ଦୁକୁଶ ପର୍ବତମାଳା ଉପରେ ହୋଇଥିବା ଏକ…
Read More...

ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ୱାମୀଙ୍କୁ ହାଣିଦେଲେ ଘରଲୋକ ! କିଛିମାସର ଦୁଃଖ ପରେ ଏବେ ଅମୃତାଙ୍କ କୋଳକୁ…

ତେଲେଙ୍ଗାନାରେ ଅନର୍ କିଲିଙ୍ଗ୍ ର ଏକ ଖବର କିଛି ମାସ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା । ୨୩ ବର୍ଷୀୟ ପ୍ରଣୟ କୁମାର ଏବଂ ୨୧ ବର୍ଷୀୟା ଅମୃତାଙ୍କ ସ୍କୁଲରୁ ଆରମ୍ଭ ହୋଇଥିବା ବନ୍ଧୁତା ପରେ ପ୍ରେମ ଏବଂ ବିବାହର ରୂପ ନେଇଥିଲା  । କିନ୍ତୁ ଜାତିଗତ ଭେଦଭାବକୁ ନେଇ ଏହି ବିବାହକୁ ଅମୃତାଙ୍କ…
Read More...

ବଲିଉଡ୍ ଅଭିନେତାଙ୍କ ରାଜନୀତି ଗଣିତଜ୍ଞାନ ! କହିଲେ , ମୋଦି/ଦିଦି = ମୋଦି , ହିସାବ ବରାବର୍ ।

ପଶ୍ଚିମବଙ୍ଗରେ ଶାରଦା ଚିଟଫଣ୍ଡ ଘୋଟାଲାକୁ ନେଇ ସିବିଆଇ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରିଆକ୍ସନ୍ ପରେ ଆରମ୍ଭ ହୋଇଥିବା ଡ୍ରାମା ଏବେ ଶୀତଳ ପଡିଥିବା ବେଳେ ଏହି ବିଷୟକୁ ନେଇ ତୃଣମୂଳ କଂଗ୍ରେସ ଏବଂ ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ବଳବତ୍ତର ରହିଛି । ଏଭଳି ସ୍ଥିତିରେ ବଲିଉଡ୍…
Read More...

ପାର୍କିଂ ନିଷେଦ୍ଧ ସ୍ଥାନରେ କାର ପାର୍କ କଲେ ମେୟର, ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ

ଦିନକୁ ଦିନ ଦେଶରେ ଭୁଶୁଡ଼ି ପଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା । ଆଉ ଏହାର ପ୍ରମୁଖ କାରଣ ବେଆଇନ୍ ପାର୍କି । ଆଜିକାଲି ଦେଖିବା ପାଇଁ ମିଳୁଛି ଲୋକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ୍ ପାର୍କିଂ କରୁଛନ୍ତି । ଯଦ୍ୱାରା ଟ୍ରାଫିକ୍ ଜାମ ହେଉଛି । କଲେଜ ପଢ଼ୁଆ ପିଲାମାନେ ତଥା ଖାସ୍ କରି ବଡ଼ ବଡ଼ିଆମାନେ…
Read More...

ଟ୍ରମ୍ପଙ୍କୁ ଭେଟିବେ କିମ୍ ଜୋଙ୍ଗ ! ଆସନ୍ତା ୨୭ ଓ ୨୮ରେ ଭିଏତନାମରେ ହେବ ଶିଖର ବୈଠକ, ପରମାଣୁ ନିରସ୍ତ୍ରୀକରଣ ଓ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗଙ୍କ ମଧ୍ୟରେ ପୁଣି ହେବ ଭେଟ । ଗତ ବର୍ଷ ଜୁନରେ ପ୍ରଥମ ଶିଖର ସମ୍ମିଳନୀ ହୋଇଥିବା ବେଳେ ଫେବ୍ରୁୟାରୀ ୨୭ ଓ ୨୮ରେ ହେବାକୁ ଥିବା ଦ୍ୱିତୀୟ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ଏହି ବୈଠକରେ…
Read More...

୨୦୧୯ ପାଇଁ କଂଗ୍ରେସର ରଣନୀତି ! କିଏ କେଉଁଠୁ ହେବେ ପ୍ରାର୍ଥୀ, ଖୁବଶିଘ୍ର ହୋଇପାରେ ଘୋଷଣା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି କଂଗ୍ରେସ । ନୂଆ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧି ଯୋଗ ଦେବା ପରେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟକୁ ନିଜ କବଜାକୁ ନେବାରେ ସଫଳ ହୋଇଛି କଂଗ୍ରେସ । ଏହା ସହ କଂଗ୍ରେସ ନେତା କର୍ମୀଙ୍କ ମନରେ ମଧ୍ୟ ନୂଆ ଆଶା ଓ…
Read More...