Browsing Category

ସ୍ପେଶାଲ୍ ରିପୋର୍ଟ

ପାର୍କିଂ ନିଷେଦ୍ଧ ସ୍ଥାନରେ କାର ପାର୍କ କଲେ ମେୟର, ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ

ଦିନକୁ ଦିନ ଦେଶରେ ଭୁଶୁଡ଼ି ପଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା । ଆଉ ଏହାର ପ୍ରମୁଖ କାରଣ ବେଆଇନ୍ ପାର୍କି । ଆଜିକାଲି ଦେଖିବା ପାଇଁ ମିଳୁଛି ଲୋକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ୍ ପାର୍କିଂ କରୁଛନ୍ତି । ଯଦ୍ୱାରା ଟ୍ରାଫିକ୍ ଜାମ ହେଉଛି । କଲେଜ ପଢ଼ୁଆ ପିଲାମାନେ ତଥା ଖାସ୍ କରି ବଡ଼ ବଡ଼ିଆମାନେ…
Read More...

ଟ୍ରମ୍ପଙ୍କୁ ଭେଟିବେ କିମ୍ ଜୋଙ୍ଗ ! ଆସନ୍ତା ୨୭ ଓ ୨୮ରେ ଭିଏତନାମରେ ହେବ ଶିଖର ବୈଠକ, ପରମାଣୁ ନିରସ୍ତ୍ରୀକରଣ ଓ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗଙ୍କ ମଧ୍ୟରେ ପୁଣି ହେବ ଭେଟ । ଗତ ବର୍ଷ ଜୁନରେ ପ୍ରଥମ ଶିଖର ସମ୍ମିଳନୀ ହୋଇଥିବା ବେଳେ ଫେବ୍ରୁୟାରୀ ୨୭ ଓ ୨୮ରେ ହେବାକୁ ଥିବା ଦ୍ୱିତୀୟ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ଏହି ବୈଠକରେ…
Read More...

୨୦୧୯ ପାଇଁ କଂଗ୍ରେସର ରଣନୀତି ! କିଏ କେଉଁଠୁ ହେବେ ପ୍ରାର୍ଥୀ, ଖୁବଶିଘ୍ର ହୋଇପାରେ ଘୋଷଣା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି କଂଗ୍ରେସ । ନୂଆ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧି ଯୋଗ ଦେବା ପରେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟକୁ ନିଜ କବଜାକୁ ନେବାରେ ସଫଳ ହୋଇଛି କଂଗ୍ରେସ । ଏହା ସହ କଂଗ୍ରେସ ନେତା କର୍ମୀଙ୍କ ମନରେ ମଧ୍ୟ ନୂଆ ଆଶା ଓ…
Read More...

ପୁଲିସକର୍ମୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହକୁ ୬ ଦିନ ଏବଂ ଦୈନିକ ମାତ୍ର ୮ ଘଂଟା ଲାଗିବ ଡ୍ୟୁଟି

ଝାଡଖଣ୍ଡ ସୁରକ୍ଷାକର୍ମୀ ତଥା ପୁଲିସକର୍ମୀମାନେ ଏଣିକି ସପ୍ତାହରେ ୬ଦିନ ଏବଂ ୨୪ ଘଂଟା ପରିବର୍ତ୍ତେ ମାତ୍ର ୮ ଘଂଟା କାମ କରିବେ । ଡିଜିପି ଡିକେ ପାଣ୍ଡେ ଏସମ୍ବନ୍ଧିତ ଏକ ନିର୍ଦ୍ଦେଶାନାମା ମଧ୍ୟ ଜିଲ୍ଲାର ସମସ୍ତ ପୁଲିସ୍ କାର୍ଯ୍ୟାଳୟକୁ ଜାରି କରିଦିଆଯାଇଛିା ଡିଜିପିଙ୍କର ଏହି ନିର୍ଦ୍ଦେଶକୁ…
Read More...

ଏ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଅରବିନ୍ଦ ମୋଦି । ଯିଏକି ଆଜିବି ଆବର୍ଜନା ବିକି ଚଳାଉଛନ୍ତି ପରିବାର

ନରେନ୍ଦ୍ର ମୋଦି, ଯିଏକି ବର୍ତ୍ତମାନ ଦେଶର ସବୁଠାରୁ ବଡ ଆସନରେ ତଥା ପ୍ରଧାନମନ୍ତ୍ରୀ ପଦବୀରେ ଅଛନ୍ତି । ବଡ ବଙ୍ଗଳାରେ ରହୁଛନ୍ତି । ମୋଦିଙ୍କର ଗୋଟିଏ ମାତ୍ର ଇସାରାରେ ହିଁ ତାଙ୍କର ସବୁ କାମ ହୋଇପାରୁଛି । ସେହିପରି ଯଦି କୌଣସି ବ୍ୟକ୍ତି ନେତା ବନିଯାଏ ତେବେ ତାଙ୍କର ଜୀବନର ସବୁ କଷ୍ଟ ସବୁ…
Read More...

ମାର୍ଚ୍ଚ ପହିଲାରୁ ବନ୍ଦ ହୋଇପାରେ ୧ ଲକ୍ଷରୁ ଅଧିକ ଏଟିଏମ ! ମହଙ୍ଗା ହେବ ଦେଣନେଣ କାରବାର

ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ସାରା ଦେଶରେ ପାଖାପାଖି ବନ୍ଦ ହୋଇପାରେ ଅଧାରୁ ଅଧିକ ଏଟିଏମ ।  ଆଉ ଏହି ଦାବି କରିଛି ସାରାଦେଶରେ ସମସ୍ତ ବ୍ୟାଙ୍କ ଏବଂ ହ୍ୱାଇଟ୍ ଲେବୁଲ  ଏଟିଏମକୁ ସଂଚାଳିତ କରୁଥିବା ସଂସ୍ଥା CONFEDERATION OF ATM INDUSTRY (CATMi ) ।  CATMiଏଭଳି ପରିସ୍ଥିତିରୁ…
Read More...

ଚେନ୍ନାଇରେ ଆରମ୍ଭ ହେଲା ଦେଶର ପ୍ରଥମ ‘ରୋବୋଟ୍ ରେସ୍ତୋରାଁ’ : କେବଳ ୱେଟର ନୁହଁ, ରିସେପସନିଷ୍ଟ ମଧ୍ୟ ରୋବୋଟ୍

ଟେକନୋଲୋଜି ପାଇଁ ପ୍ରସିଦ୍ଧ ସହର ଚେନ୍ନାଇରେ ଦେଶର ପ୍ରଥମ ରୋବୋଟ୍ ରେସ୍ତୋରାଁ ଖୋଲିଛି ଏବଂ ଏହାର ସଫଳତା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଚେନ୍ନାଇରୁ ଆରମ୍ଭ ହୋଇଥିବା ଏହା ଧିରେ ଧିରେ ବ୍ୟାପକ ହେଉଛି । ପ୍ରଥମେ ଏହାର ଏକ ବ୍ରାଂଚ କୋୟଂବଟୁରରେ ଓ ଏବେ ଦ୍ୱିତୀୟଟି ମୁଗଲିୱକ୍କମ ପରୋରରେ…
Read More...

ରକ୍ତ ଦେଇ ଜୀବନ ବଂଚାଇଲେ ଯବାନ ! ସେନାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଆହତ ମାଓନେତାକୁ ରକ୍ତ ଦେଇ ନୂଆ ଜୀବନ ଦେଲେ…

ମାଓଦମନ କରିବା ପାଇଁ ବିଭିନ୍ନ ମାଓପ୍ରବଣ ଅଂଚଳରେ ଯବାନଙ୍କୁ ନିୟୋଜିତ କରାଯାଇଥାଏ । ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି । ଏହିକ୍ରମରେ ଝାଡଖଣ୍ଡରେ ନିୟୋଜିତ ହୋଇଥିବା ସିଆରପିଏଫର ଯବାନ ମଣିଷପଣିଆର ପରିଚୟ ଦେଇ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ।…
Read More...

ବଜାରକୁ ଆସିବ ଜିଓ ସ୍ମାର୍ଟଫୋନ ! ଦାମ ମାତ୍ର ସାଢେ ୪ ହଜାର ଟଙ୍କାରୁ ବି ବହୁତ କମ୍, ଜାଣନ୍ତୁ କେବେ ହେବ ଲଂଚ

ଭାରତ ବିଶ୍ୱର ସବୁଠାରୁ ବଡ ମୋବାଇଲ ବଜାର ଭାବେ ଜଣାଶୁଣା ଆଉ ଏହି କାରଣରୁ ଏଠାରେ ଆପଣ ବିଭିନ୍ନ ପ୍ରକାରରର ଏବଂ ବିଭିନ୍ନ ଧରଣର ସ୍ମାର୍ଟଫୋନ ଦେଖିପାରିବେ । ତେବେ ଟେଲିକମ ବଜାରରେ ଶସ୍ତା ଅଫର ଲଂଚ କରି ନୂଆ ଯୁଗ ସୃଷ୍ଟି କରିଥିବା  ରିଲାଏନ୍ସ ଜିଓ, ଉଭୟ ଜିଓ ଫୋନ ଓ ଜିଓଫୋନ୨ ଜରିଆରେ ଭାରତରେ…
Read More...

ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ଶୁଖାଉଥିଲେ ଚୁଟି, ଶୁଖିବା ପୂର୍ବରୁ ଚୁଟିରେ ଜମିଗଲା ବରଫ । ଦେଖନ୍ତୁ ଭିଡିଓ 

ଆମେରିକାରେ କିଛି ସ୍ଥାନରେ ଥଣ୍ଡା ଆତଙ୍କ ଖେଳାଇଛି । ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ପର୍ଯ୍ୟନ୍ତ ପହଂଚିଯାଇଛି । ଚାରିଆଡେ ବରଫର ମୋଟା ଚାଦର ଜମିଯାଇଛି । ଏମିତିରେ ସାମାନ୍ୟ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଇଛି । ସୋସିଆଲ ମିଡିଆରେ ଜଣେ  ଆମେରିକୀୟ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି,…
Read More...