Browsing Category

ସ୍ପେଶାଲ୍ ରିପୋର୍ଟ

ଘର କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର : ଏସବିଆଇ ୩୦ ଲକ୍ଷ ପର୍ଯ୍ୟନ୍ତ ହୋମ ଲୋନ କଲା ଶସ୍ତା । ନିମ୍ନ ଓ ମଧ୍ୟମ ଆୟ…

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଘର କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର ଦେଇଛି । ଏସବିଆଇ ୩୦ ଲକ୍ଷ ଟଙ୍କାର ହୋମ ଲୋନ୍ ଉପରେ ସୁଧ ଦରରେ ୦.୦୫% ହ୍ରାସ କରିଛି । ଷ୍ଟେଟବ୍ୟାଙ୍କର ଏହି ନିର୍ଣ୍ଣୟରେ ସର୍ବନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଫାଇଦା ମିଳିବ । ବ୍ୟାଙ୍କ ଏହି ନିଷ୍ପତ୍ତି…
Read More...

ସାବଧାନ୍ ! ଏଣିକି ବିନା ପ୍ଲାର୍ଟଫର୍ମ ଟିକେଟରେ ଧରା ପଡିଲେ ଜରିମାନା ସାଙ୍ଗକୁ ଦେବାକୁ ପଡିବ ଦୁଇଗୁଣା ଯାତ୍ରା ଭଡା

ବିନା ପ୍ଲାର୍ଟଫର୍ମ ଟିକେଟରେ ରେଳ ଷ୍ଟେସନରେ ପ୍ରବେଶ କରିବା ଆପଣଙ୍କୁ ଏଣିକି ମହଙ୍ଗା ପଡିପାରେ । ଯଦି ଆପଣ ରେଲୱେ ଷ୍ଟେସନମାନଙ୍କରେ ବିନା ପ୍ଲାର୍ଟଫର୍ମ ଟିକେଟରେ ଧରା ପଡନ୍ତି ତେବେ ଆପଣଙ୍କ ପକେଟରୁ ମୋଟା ଅଙ୍କର ଟଙ୍କା ଯିବା ତ ନିଶ୍ଚତ, ଏଥିସହିତ ହିଁ ଯଦି ସେହି ସମୟରେ କୌଣସି ଟ୍ରେନ ଆସି…
Read More...

୨୭ ବର୍ଷର ନିୟମ ପରିବର୍ତ୍ତନ କଲେ ମୋଦି ସରକାର ! ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ଆଶ୍ୱସ୍ତି

କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ କର୍ମଚାରୀଙ୍କ ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶରେ ଦେଉଥିବା ତଥ୍ୟ ପ୍ରଦାନର ସୀମାକୁ ବୃଦ୍ଧି କରିଦିଆଯାଇଛି । ଏବେ ଏହା ବୃଦ୍ଧି ପାଇ ଛଅ ମାସରେ କର୍ମଚାରୀଙ୍କ ମୂଳ ବେତନ ସହ ସମାନ ହେବ । ଗତ…
Read More...

ଗଙ୍ଗା ସଫେଇ ପାଇଁ ‘ଜିଓ’ ବଢାଇଲା ହାତ ! ନମାମୀ ଗଙ୍ଗେ ସହ ଜଡିତ ହେଲା ରିଲାଏନ୍ସ ଜିଓ ।

ଗଙ୍ଗା ସଫେଇଳୁ ନେଇ କେନ୍ଦ୍ର ସରକାରଙ୍କ ଜରିଆରେ ଖୁବ୍ ପ୍ରୟାସ କରାଯାଉଛି । ଅନ୍ୟ ପକ୍ଷରେ ଗଙ୍ଗା ସଫେଇ ପାଇଁ ରିଲାଏନ୍ସ ଜିଓ ତରଫରୁ ମଧ୍ୟ ଗୋଟିଏ ଷ୍ଟେପ୍ ବଢାଯାଇଛି । ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଗଙ୍ଗା ସଫେଇ ଅଭିଯାନରେ ଜଡିତ ହୋଇଛି । ରିଲାଏନ୍ସ ଗଙ୍ଗା…
Read More...

ଲଂଚ ହେଲା ପିଏମ କିଷାନ୍ ଯୋଜନାର ୱେବସାଇଟ୍ ! ଘରେ ବସି ଜାଣିପାରିବେ ଆପଣଙ୍କୁ ମିଳିବ କି ନାହିଁ ୬,୦୦୦ ଟଙ୍କା ?

କନକ ବ୍ୟୁରୋ : ମୋଦି ସରକାର ଲୋକସଭା ନିର୍ବାଚନ ପୂର୍ବରୁ କୃଷକଙ୍କୁ ଆକର୍ଷିତ କରିବା ପାଇଁ ଅନ୍ତରୀଣ ବଜେଟରେ ୬୦୦୦ଟଙ୍କା ପ୍ରଦାନ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଗତ ଗୁରୁବାର ଦିନ ଏକ ପୋର୍ଟାଲ ଲଂଚ କରିଛନ୍ତି । http://pmkisan.nic.in  ପୋର୍ଟାଲରେ…
Read More...

ଅଚଳ ନୁହେଁ କୌଣସି ବି କଏନ ! ଆରବିଆଇର କଡା ନିର୍ଦ୍ଦେଶ, ଏଣିକି ଖୁଚୁରା ନେବାକୁ ମନା କଲେ ହେବ ସାତ ବର୍ଷ କାଳ ଜେଲ୍

ବିମୁଦ୍ରାକରଣକୁ ନେଇ ପାଖାପାଖି ୨ ବର୍ଷ ବିତିଗଲାଣି, ହେଲେ ଆଜି ବି ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଉଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି । ତେବେଏଭଳି ପରିସ୍ଥିତିରେ ସାଧାରଣ…
Read More...

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଏକ ଔଷଧ ଯାହା ୪ ଘଣ୍ଟାରେ ସମ୍ପୁର୍ଣ୍ଣ ରୁପେ ଶେଷ କରିଦିଏ ଷ୍ଟୋନ୍ ସମସ୍ୟା !…

ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ୍ ହୋଇଥାଏ । କେବେ କିଛି ଭିଡିଓ ତ କେବେ କିଛି ଫଟୋ । ଏବେ କିନ୍ତୁ ଭାଇରାଲ୍ ହେଉଛି ଏକ ମେଡିସିନ୍  । ମାତ୍ର ୪ ଘଣ୍ଟା ସମୟରେ କୌଣସି ପ୍ରକାରର ଷ୍ଟୋନ୍ କୁ ଶରୀରରୁ ବାହାର କରିବାକୁ କହୁଥିବା ଏହି ଔଷଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।…
Read More...

ସୋସିଆଲ୍ ମିଡିଆରେ ହଙ୍ଗାମା ! ପ୍ରିୟଙ୍କା ଗାନ୍ଧିଙ୍କୁ ତେମୁର ଅଲ୍ଲୀ ଖାନ୍ ଙ୍କ ସହ ତୁଳନା କଲେ ବିଜେପି ସାଂସଦ ।

ସୋସିଆଲ୍ ମିଡିଆରେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ କରୀନା କପୁର ଖାନ୍ ଙ୍କ ପୁଅ ତେମୁର ଅଲ୍ଲୀ ଖାନ୍ ସବୁବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି । ଏବେ ସୋସିଆଲ୍ ମିଡିଆରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ତେମୁର ଅଲ୍ଲୀ ଖାନ୍ ଙ୍କ ସହ ତୁଳନା ହୋଇଥିବା କଥା ଭାଇରାଲ୍ ହେଉଛି ।…
Read More...

ଶବକୁ ଦାହ କରାଯାଏ ନାହିଁ, ଏମିତି କରାଯାଏ ନାଗା ସାଧୁଙ୍କ ଅନ୍ତ୍ୟେଷ୍ଟି କ୍ରିୟା । ଜାଣନ୍ତୁ

ନାଗା ସାଧୁମାନଙ୍କର ଜୀବନ ବେଶ୍ ରହସ୍ୟମୟ। ଏହି କାରଣରୁ ସେମାନଙ୍କ ଜୀବନଶୈଳୀ ସଂପର୍କରେ ଜାଣିବାକୁ ଲୋକଙ୍କର ଆଗ୍ରହ ଥାଏ। ଲୋକେ ଜାଣିବାକୁ ଚାହାଁନ୍ତି କି ନାଗାସାଧୁମାନେ କେଉଁଠାରୁ ଆସନ୍ତି ଓ କେଉଁଠାକୁ ଯାଆନ୍ତି? ଏବେ ପ୍ରୟାଗରାଜରେ ନାଗାସାଧୁମାନଙ୍କର ଦେଖିବାକୁ ମିଳିଛି। ଏବେ ଆମେ…
Read More...

ବିଳାସପୂର୍ଣ୍ଣ ଜୀବନ ପରିତ୍ୟାଗ କରି ବୈରାଗ୍ୟ ଆଡକୁ ମନ ବଳାଇଲେ ଏହି ୧୬ ବର୍ଷୀୟା ଝିଅ ! ବଡ ଭଉଣୀଙ୍କ ଠାରୁ…

ନିକଟ ଅତୀତରେ ଭୋଗବିଳାଶ ଜୀବନ ତ୍ୟାଗ କରି ବୈରାଗ୍ୟ ପଥକୁ ଆପଣେଇଥିବା ଅନେକ ବ୍ୟକ୍ତିଙ୍କ ବିଷୟରେ ଆମେ ଆଲୋଚନା କରିସାରିଛେ। ସେହି ପଥରେ ପାଦ ରଖି ଆଉ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି ୧୬ ବର୍ଷୀୟା ତନୟା। ସେ ଏତେ କମ୍ ବର୍ଷ ବୟସରୁ ସଂସାର ପ୍ରତି ମୋହମାୟା ତ୍ୟାଗ କରି ଜୈନ ଧର୍ମକୁ…
Read More...