Browsing Category

ସ୍ପେଶାଲ୍ ରିପୋର୍ଟ

“ମୋ ସ୍ୱାମୀଙ୍କୁ ବଡ ଅଫିସର କୁକୁରକୁ ଗାଧୋଇବା ସହ ପାଇଖାନା ସଫା କରିବାକୁ ବାଧ୍ୟ କରୁଛନ୍ତି” , କହିଲେ ଯବାନଙ୍କ ପତ୍ନୀ…

କିଛି ମାସ ତଳେ ବିଏସଏଫ୍ ଯବାନ ତେଜ୍ ବାହାଦୁର୍ ଯାଦବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଝଡ ଭଳି ଭାଇରାଲ୍ ହୋଇଥିଲା । ବିଏସଏଫର ଖାଦ୍ୟପେୟକୁ ନେଇ ସେ ଚାଞ୍ଚଲ୍ୟ କରି ଦେଲା ଭଳି କଥା କହିଥିଲେ । ଏହାପରେ ଧିରେ ଧିରେ କିଛି ଯବାନ ସେନାର ତ୍ରୁଟିକୁ ନେଇ ମୁହଁ ଖୋଲିବା ଆରମ୍ଭ କରିଥିଲେ ।…
Read More...

ମୋଦିଙ୍କ ସ୍ୱପ୍ନ ଯୋଗୀ କରୁଛନ୍ତି ସାକାର ! କମ୍ପ୍ୟୁଟର୍ ଧରି ଲାଗିପଡ଼ିଛନ୍ତି ରାଜ୍ୟ ବିକାଶରେ, ୟୁପିରେ ପାଠଶାଳା ବସ…

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ । ଯୋଗୀ ଚଲାଉଛନ୍ତି କମ୍ପ୍ୟୁଟର୍ । କମ୍ପ୍ୟୁଟର୍ ସାମ୍ନାରେ ଯୋଗୀ ଆଦିତ୍ୟନାଥ  । ହାତରେ ମାଉସ୍ ପୁଣି କିବୋର୍ଡରେ କରୁଛନ୍ତି ଟାଇପ୍  । ୟୁପି ମୁଖ୍ୟମନ୍ତ୍ରୀଙ୍କ ଅନେକ ଅନ୍ଦାଜ୍ ଆପଣ ଦେଖିଥିବେ ତେବେ କମ୍ପ୍ୟୁଟର୍ ଚଲାଇବା…
Read More...

ଯୁଦ୍ଧ ପାଇଁ ସେନାର ନୂଆ ରଣନୀତି ! ଗଠନ କରିବ ଇଂଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍, ପାକିସ୍ତାନ ଚାଲେଞ୍ଜର ମୁକାବିଲା…

କନକ ବ୍ୟୁରୋ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ଗଠନ କରିବ ଇଂଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍ ଆଇବିଜି । ଏ ସମ୍ପର୍କରେ ଭାରତୀୟ ସେନା ପ୍ରତିରକ୍ଷା ମନ୍ତ୍ରାଳୟକୁ ଆଗାମୀ ଯୋଜନା ପଠାଇଥିବାର ଜଣାପଡ଼ିଛି  । ଏହି ଆଇବିଜି ପାଇଁ ସେନା ୨ ସପ୍ତାହ ଧରି ଯୁଦ୍ଧାଭ୍ୟାସ କରିବାର…
Read More...

ଗ୍ରାହକଙ୍କୁ ଖାଇବା ବାଢୁଛି ରୋବଟ୍ ! ଉପଭୋକ୍ତାଙ୍କ ପସନ୍ଦ ମୁତାବକ ଖାଦ୍ୟ ପରଷୁଛନ୍ତି ରୋବଟ୍ ପରିଚାରିକା ।

କନକ ବ୍ୟୁରୋ : ବିଦେଶରେ ରୋବଟ୍ ୱେଟର୍ ଖାଦ୍ୟ ପରିବେଷଣ କରିବା ଆପଣ ଦେଖିଥିବେ ତେବେ ଏଭଳି ନିଆରା ଅନୁଭୂତି ହାଇଦ୍ରାବାଦରେ ବି ମିଳିବ  । ହାଇଦ୍ରାବାଦରେ ଏବେ ଆରମ୍ଭ ହୋଇଛି ଚେନ୍ନାଇ ରୋବୋ କିଚେନର ଏକ ଶାଖା  । ଏହି ରେଷ୍ଟୁରାଂଟରେ ରୋବଟ୍ କରୁଛନ୍ତି ଖାଦ୍ୟ ପରିବେଷଣ  । ରୋବଟ୍ ପରିଚାରିକା…
Read More...

ରାହୁଲ ଗାନ୍ଧିଙ୍କ ଜୀବନୀ ନେଇ ଆସୁଛି ଚଳଚ୍ଚିତ୍ର ! ରିଲିଜ୍ ହେଲା ଫିଲ୍ମର ପ୍ରଥମ ଟିଜର ।

କନକ ବ୍ୟୁରୋ : ନିର୍ବାଚନୀ ବର୍ଷରେ ରାଜନୈତିକ ପ୍ରଚାର ପ୍ରସାର କରିବା କିଛି ନୂଆ କଥା ନୁହେଁ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଶୀର୍ଷ ନେତାମାନଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ମଧ୍ୟ ଜନସାଧାରଣଙ୍କ ସାମ୍ନାକୁ ଆସିଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ‘ଦି…
Read More...

କାଲି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-ଟ୍ୱେଣ୍ଟି ! ନିର୍ଣ୍ଣାୟକ ଲଢେଇରେ କିଏ ମାରିବ ବାଜି ? ଇତିହାସ ରଚିବ କି ଟିମ୍…

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଏବେ ୧-୧ରେ ବରାବର ରହିଛି । ଯେଉଁଥିପାଇଁ କାଲିର ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ଟି-୨୦ ମ୍ୟାଚରେ…
Read More...

ରଖେ ହରି ତ ମାରେ କିଏ : ୧୪ ଘଣ୍ଟା ପରେ ବରଫପାହାଡ଼ ତଳୁ ଜୀବନ୍ତ ବାହାରିଲେ ପୋଲିସ ଅଧିକାରୀ

ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲାର ଜବାହାର ସୁଡ଼ଙ୍ଗ ପାଖରେ ଗୁରୁବାର ଦିନ ପ୍ରବଳ ବରଫପାତ ହୋଇଥିଲା । ଆଉ ଏଥିରେ ଅନେକ ପୋଲିସ ଅଧିକାରୀ ବରଫସ୍ଖଳନ ଯୋଗୁଁ ତଳେ ଦବି ହୋଇଯାଇଥିଲେ । ସେଠାରେ ବରଫର ଏକ ପାହାଡ଼ ପୋଲିସ ପୋଷ୍ଟ ଉପରେ ଖସିପଡ଼ିଥିଲା । ଯାହାଦ୍ୱାରା ୬ ପୋଲିସକର୍ମୀ, ୨ ଫାୟାର ବ୍ରିଗେଡ଼୍…
Read More...

ପଦବୀ ସଂଖ୍ୟା ୪,୪୧୦, ଆବେଦନ କଲେ ୮ଲକ୍ଷ !

ମହାରାଷ୍ଟ୍ରରେ ୪,୪୧୦ ପଦବୀ ପାଇଁ ମୋଟ୍ ୭.୮ ଲକ୍ଷ ଜଣ ଆବେଦନ କରିଛନ୍ତି । ଯେଉଁ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି ତାହା ତୃତୀୟ ଓ ଚତୁର୍ଥ ଶ୍ରେଣୀର । ସୂଚନା ଅନୁସାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀର ପଦବୀ ପାଇଁ ଡିଗ୍ରିଧାରୀ ପିଲାମାନେ ମଧ୍ୟ ଆବେଦନ କରିଛନ୍ତି । ଫରେଷ୍ଟ ଗାର୍ଡ଼,…
Read More...

ବିବାହର ୩ମିନିଟ୍ ପରେ ବିଚ୍ଛେଦ  : ବର ଏମତି କିଛି କାମ କଲେ କି ରାଗରେ ଛାଡପତ୍ର ଦେଇଦେଲେ ବଧୂ

କୁଏତରେ ଜଣେ ନବବଧୂ ବିବାହ କରିବାର ପାଖାପାଖି ୩ ମିନିଟ୍ ପରେ ହିଁ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଏହା ଦୁନିଆର ସବୁଠାରୁ କମ୍ ସମୟ ଚାଲିଥିବା ବିବାହ କୁହାଯାଉଛି । ପ୍ରକୃତରେ କୁଏତ୍ ସିଟିର ଗୋଟିଏ କୋର୍ଟରେ ବିବାହ ପାଇଁ ବର ଓ ବଧୂ ପହଂଚିଥିଲେ । ଏହି ସମୟରେ ନବବଧୂ ତଳେ ଖସିପଡିଲେ । ସେ…
Read More...

୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ଅଭିଯୁକ୍ତ , ସର୍ବସମ୍ମୁଖରେ ଗୁଳି କରି ହତ୍ୟା କଲେ ଆର୍ମି ଯବାନ !

ୟମନ୍ ରେ ଏକ ଛୋଟ ଝିଅକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ପୀଡିତାକୁ ହତ୍ୟା କରିଥିଲେ । ଏହି ମାମଲାରେ ଦୋଷୀମାନଙ୍କୁ ସର୍ବସମ୍ମୁଖରେ ଗୁଳି ମାରିବା ସହ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି ଘଟଣାରେ ଦୋଷୀ ଥିବା ଜଣେ ମହିଳାଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡାଦେଶ ସଜା ଶୁଣାଯାଇଥିଲା କିନ୍ତୁ ସେ…
Read More...