Browsing Category

ସ୍ପେଶାଲ୍ ରିପୋର୍ଟ

ସାଇ ବନାମ ଶଙ୍କରାଚାର୍ଯ୍ୟ

ଦ୍ୱାରକାପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଅତୀତରେ ଗଙ୍ଗା ନଦୀ ପ୍ରଦୁଷଣ  ସମ୍ପ୍ରଦାୟ  ଭିତିରେ ପୋଷାକ ବ୍ୟବସ୍ଥାର ପ୍ରଚଳନ, ଗୋ-ସମ୍ପଦର ସୁରକ୍ଷା, ଜାମ୍ମୁ-କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ, ଦେଶରେ ବଢୁଥିବା…
Read More...

୪୦୦ ବର୍ଷ ପରେ

ଭାଙ୍ଗିଲା ପ୍ରାୟ ୪୦୦ ବର୍ଷର ପରମ୍ପରା । ବହୁ ଦିନରୁ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଏଥର ମହିଳା ଭକ୍ତମାନେ ପାଇବେ ସିଧାସଳଖ ଶନି ଦେବତାଙ୍କ ଆଶିର୍ବାଦ । ମନ୍ଦିର ବାହାରେ ରହି ଶନି ଦେତାଙ୍କର ଆଶିଷ ଭିକ୍ଷା କରୁଥିବା ମହିଳାମାନେ ଏଥର ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା…
Read More...

ମିସେସ୍ ପାୱାରଫୁଲ୍

ଫୋର୍ବସ୍ ମାଗାଜିନ୍ ଦ୍ୱାରା ପ୍ରକାଶ ପାଇଛି ପାୱାରଫୁଲ୍ ମହିଳା ବ୍ୟବସାୟୀଙ୍କ ତାଲିକା । ଭାରତର ଏଇ ବ୍ୟବସାୟୀ ତାଲିକାରେ ଏକ ନମ୍ବର ସ୍ଥାନରେ ଅଛନ୍ତି ନିତା ଅମ୍ବାନି । ରିଲାଏନ୍ସର କମ୍ପାନୀର ଅଧ୍ୟକ୍ଷା ନିତା ଏବେ ଏସିଆ ମହାଦେଶର ପାୱାରଫୁଲ୍ ବିଜନେସ୍ ଉଇମ୍ୟାନ୍ ଭାବେ ସ୍ଥାନ ପାଇଛନ୍ତି…
Read More...

ପ୍ରଧାନମନ୍ତ୍ରୀରୁ ପ୍ରଫେସର୍

ମନମୋହନ ସିଂହ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ । କଂଗ୍ରେସର ଜଣେ ପୁରୁଖା ନେତା । ସୋନିଆ ଗାନ୍ଧିଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତିତ୍ୱ । ପ୍ରଥମେ ଫାଇନାନ୍ସ ମିନିଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ ମନମୋହନ ସିଂ । ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପରେ ଭାରତର  …
Read More...

ଦେଶକୁ ବଲାଙ୍ଗୀରରୁ ବାର୍ତା

ସାରା ଦେଶକୁ ବାର୍ତା ଦେଉଛନ୍ତି ବଲାଙ୍ଗୀରର ଜଣେ ମୁସଲମାନ୍ ଝିଅ । ଚାରିଆଡେ ଅସହିଷ୍ଣୁତା ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଅନ୍ୟ ଧର୍ମକୁ କେମିତି ସମ୍ମାନ ଦିଆଯାଏ ତାର ଉଦାହରଣ ପାଲଟିଛନ୍ତି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଫିର୍ଦୋଶ ବାନୋ । ଫିର୍ଦୋଶ ଖୁବ୍ ସୁନ୍ଦର ଭାବରେ ଆବୃତି…
Read More...

ବିଦାୟ ବାଳିକାବଧୂ

ବାଲିକା ବଧୁର ଆନନ୍ଦୀଙ୍କ ଆତ୍ମହତ୍ୟା । ଲୋକପ୍ରିୟ ଟେଲି ସିରିଏଲ ଅଭିନେତ୍ରୀ ପ୍ରତୁ୍ୟଷା ବାନାର୍ଜୀ ଆତ୍ମହତ୍ୟା କରିଛନ୍ତି  । ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ଲୋକପ୍ରିୟ ଧାରାବାହିକ ବାଲିକା ବଧୁରେ ଆନନ୍ଦି ଭୁମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ପୁରୁଷ ବନ୍ଧୁ…
Read More...

ପାଣି ଭିତରେ ପ୍ରତିବାଦ

ଦୁଇ ମାସ ପରେ ହରପାର୍ବତୀଙ୍କ ବିବାହ, ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ । ଏକାମ୍ର ଭୁବନେଶ୍ୱରର କେଦାରଗୌରୀ ମନ୍ଦିରରେ ଏନେଇ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୁଏ । ଯେଉଁଥିରେ ମନ୍ଦିରର ତିନୋଟି ପୁଷ୍କରିଣୀର ଜଳ ଠାକୁରଙ୍କ କାମ ରେ ଲାଗେ । ହେଲେ ଏହି ତିନୋଟି ପୁଷ୍କରିଣୀ ଏବେ ପ୍ରଦୂଷିତ…
Read More...

ସୁପର୍ ସିକ୍ସରେ ସୋନିକା

ସୁନ୍ଦରୀ ପ୍ରତିଯୋଗିତା ଜରିଆରେ ସହଜରେ ମିଳିଯାଏ ବଲିଉଡ ଏଂଟ୍ରି  । ହାତ ମୁଠାକୁ ଆସିଯାଏ ନାଁ ଓ ସୋହରତ୍  । ପ୍ରତିଯୋଗିତାରେ ମୁକୁଟ ମିଳିଗଲେ ଲାଇନ୍ ଲାଗେ ନାମୀ ନିଦେ୍ର୍ଦଶକ ଓ ପ୍ରଯୋଜକଙ୍କର  । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି ଅତୀତରେ  । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହୁଅନ୍ତୁ…
Read More...

ଫ୍ଲାସ୍ ବ୍ୟାକ୍

ଏକ କଳଙ୍କିତ କାହାଣୀର ମୃତ୍ୟୁ ହୋଇ ସାରିଥିଲା, ଆଜି ଦିଆଗଲା ସମାଧି । ସରକାରୀ ବୁଲଟ୍ରୋଜର ମାଡରେ ଆଜି ମାଟିରେ ମିଶି ଯାଇଛି ତ୍ରାହି ଅଚ୍ୟୁତ ଆଶ୍ରମ । ତେବେ ସୁର ସାମ୍ରାଜ୍ୟର କଳା କାହାଣୀ କେମିତି ଆସିଥିଲା ସାମ୍ନାକୁ । ଦଶନ୍ଧି ଦଶନ୍ଧି ଧରି କୁହୁକ ପୋଥିର କିମିଆରେ କେମିତି ଲୁଟ୍ କରି…
Read More...

ଦେଖନ୍ତୁ ସ୍ୱସ୍ଥ୍ୟମନ୍ତ୍ରୀ

ରାଜ୍ୟରେ କେମିତି ଚାଲିଛି ୧୦୮ ଆମ୍ବୁଲାନ୍ସ ସେବା ! ଉପାନ୍ତ ଅଂଚଳର ରୋଗୀଙ୍କୁ ଘରୁ ଆଣି ହସ୍ପିଟାଲରେ ମାଗଣାରେ ପହଂଚାଇବା ପାଇଁ ସରକାରଙ୍କ ଏହି ଯୋଜନାର କେତେ ଲାଭ ପାଉଛନ୍ତି ଲୋକ । ତାର କେତୋଟି ଉଦାହରଣ ଆପଣଙ୍କ ସାମ୍ନାରେ ରଖିବାକୁ ପ୍ରୟାସ କରିଛି କନକ ନୁ୍ୟଜ । ଏଭଳି ଅଭାବନୀୟ ଚିତ୍ର…
Read More...