Browsing Category

ସ୍ପେଶାଲ୍ ରିପୋର୍ଟ

ଟାଇଗରଙ୍କ ଟାଇଗର୍

ବର୍ତମାନ ଚର୍ଚ୍ଚାରେ ଟାଇଗର୍ ଶ୍ରଫ୍ । ବାଗୀ ଫିଲ୍ମରେ ତାଙ୍କ ଫ୍ଲେକ୍ସିବଲ୍ ବଡ଼ି ଓ ଡେୟାର୍ ଡେଭିଲ୍ ଆକ୍ସନ୍ ଚକିତ କରିଛି ସିନେପ୍ରେମୀ ଓ ସମୀକ୍ଷକଙ୍କୁ । ଟାଇଗରଙ୍କ ଜବରଦସ୍ତ ଆକ୍ସନ୍ ଫିଲ୍ମକୁ ଦେଇଛି ଅସମ୍ଭବ ଲୋକପ୍ରିୟତା । ବ୍ୟାବସାୟିକ ଭାବେ ବାଗୀ ଫିଲ୍ମ ହୋଇଛି ସଫଳ । ତେବେ ବାଗୀ…
Read More...

ବିଦ୍ରୋହୀ ମୁଦ୍ରାରେ ବୋହୂ

ନ୍ୟାୟ ପାଇଁ ବୋହୂର ବିଦ୍ରୋହ । ସ୍ତ୍ରୀ ଅଧିକାର ଦାବିରେ ସଂଗ୍ରାମ । ଯୌତୁକ ଯୁଇରେ ଜଳିବା ଅପେକ୍ଷା ଶାଶୁଘରକୁ ଫେରିବା ନିଷ୍ପତି । ଆଉ ଆଜି ତାଲା ଭାଂଗି ଶାଶୁଘରକୁ ଜୋରଜବରଦସ୍ତ ପଶିଲେ ବୋହୂ । ତେବେ କିଏ ଏହି ବିଦ୍ରୋହୀ ବୋହୂ ! ୨୦୧୩ରେ ଅସ୍ତରଙ୍ଗ ନାନପୁରର ବିଶ୍ୱରଂଜନଙ୍କୁ ବିବାହ…
Read More...

ନବୀନଙ୍କ ଫେସବୁକ୍ ଏକାଉଂଟକୁ ନେଇ ସସପେନ୍ସ : ଲାଇକ୍ ନକରି ଫଲୋଅର୍ସରେ ଆସୁଛି ନାଁ

ସୋସିଆଲ ନେଟୱାର୍କିଂ ସାଇଟ୍ ଫେସବୁକରେ ଆସିଲେ ନବୀନ । ୩ ମେ’ରେ ତିଆରି ହେଲା ପେଜ୍, ଆଉ ଦୁଇ ଦିନ ଭିତରେ ପାଖାପାଖି ୫୦ ହଜାର ୟୁଜର ନବୀନଙ୍କ ପେଜକୁ ଲାଇକ କଲେଣି । ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତାକୁ ଦେଖିଲେ ସଂଖ୍ୟା ସେତେ ଅଧିକ ନୁହେଁ । ହେଲେ ଅଭିଯୋଗ ଆସିଛି ଯେ,…
Read More...

୧୦ ଟଙ୍କାରେ ପାଣି ଗରାଏ

ଯାଜପୁର : ପାଣି ଗରାକୁ ୧୦ ଟଂକା । ସେଥିପାଇଁ ପୁଣି ଲମ୍ବା ଲାଇନ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିି ଯାଜପୁର ସୁକିନ୍ଦା ଖଣି ଉପକଣ୍ଠରେ ଥିବା ଦାମୋଦରପୁର ଗାଁର । ଯେଉଁଠି ଟଂକାରେ ବିକ୍ରି ହୁଏ ପାଣି । ଗାଁକୁ ଟ୍ୟାଙ୍କର ଆସିଲେ ଲୋକଙ୍କ ଭିଡ ଲାଗେ । ୧୦ଟଙ୍କାରେ ଘରକୁ ଗରାଏ ଲେଖା ପାଣି…
Read More...

ମନୋଜଙ୍କ ମନ କଥା

ମାଆ ମୁଁ ମରି ଯିବି, ଆଉ ବଂଚିବାକୁ ଇଚ୍ଛା ନାହିଁ, ମୁଁ କପି କରିବା ପିଲା ନୁହେଁ .. ଅନାଥ ମୁକବଧିର,  ଗରିବ ଘର ପିଲା,.. ମୋର ସମସ୍ୟା ଆସିଲେ କେହି ବୁଝିବେ ନାହିଁ, କପି ମୁଁ ଦେଖି ନ ଥିଲି କି, କିଏ କପି ଫିଙ୍ଗିଥିଲା ମଧ୍ୟ ଜାଣି ନ ଥିଲି , ସେମାନେ ମୋର ଆଡମିଟ କାର୍ଡ ନେଇ ଗଲେ, ଠାରରେ…
Read More...

ଓଡିଶା ପାୱାରଲିଷ୍ଟ ୨୦୧୬

ଓଡିଶାରେ ପ୍ରଥମ ଥର ପାଇଁ ଆସିଲା ୧୦ ଜଣ କ୍ଷମତାଶାଳୀଙ୍କ ତାଲିକା । ଯେଉଁମାନେ ବିଭିନ୍ନ ସ୍ତରରେ ଶାସନକଳ କିମ୍ବା ଜନମତକୁ ପ୍ରଭାବିତ କରିବାର କ୍ଷମତାରଖନ୍ତି । ରାଜନେତା, ପ୍ରଶାସକ, ଗଣମାଧ୍ୟମ ମାଲିକ, ଶିଳ୍ପପତି ଏଭଳି ବିଭିନ୍ନ ବର୍ଗରେ ୧୦ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଆସିଛି ଏହି…
Read More...

ଅନ୍ଧାରୀ ଇଲାକାରେ ଆଲୁଅ

ଅନ୍ଧାରୀ ଇଲାକାରେ ବିଜୁଳି ଆଲୁଅ । ଆଶାର ନୂଆଁ କିରଣ ନେଇ ଆସିଛି ବିଦ୍ୟୁତ୍ ସଂଯୋଗ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସମ୍ବଲପୁର ଜିଲ୍ଲା ଚାଷ ମରୁଡ଼ି ଗାଁରେ ଲାଗିଛି ସୋଲାର୍ ଲାଇଟ୍ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ବତୀଘର ପକ୍ଷରୁ ଗାଁରେ ଲାଗିଛି ଏହି ସୋଲାର୍ ଲାଇଟ୍ । ପ୍ରତ୍ୟେକ ଘରକୁ ଦୁଇଟି…
Read More...

ବିଶ୍ୱ ଶ୍ରମିକ ଦିବସରେ ବିଡମ୍ବନା, ପଂଜୀକରଣ ପାଇଁ ଦେବାକୁ ପଡୁଛି ହାତଗୁଂଜା

ଫୁଲବାଣୀ :  ଆଜି ଶ୍ରମିକ ଦିବସ ପାଳୁଛି ସାରା ବିଶ୍ୱ । ଶ୍ରମିକଙ୍କ ପାଇଁ ବିଭିନ୍ନ ସମୟରେ ହେଉଛି ବେଶ୍ ମନଲୋଭା ଯୋଜନା । ହେଲେ ଶ୍ରମିକକୁ ଶ୍ରମିକ ବୋଲି ପରିଚୟ ଦେବାକୁ ପଡୁଛି ମୂଲ୍ୟ । ଶ୍ରମିକ ପଂଜିକରଣ ନାଁରେ ଲୋକଙ୍କଠାରୁ ଆଦାୟ ହେଉଛି ଟଙ୍କା । ଶ୍ରମିକ ଭାବେ ପଂଜିକୃତ ହେବା ଏବଂ…
Read More...

ବୁର୍ଲା ବଡ ମେଡିକାଲରେ ପାଣିର ବିଶ୍ୱଯୁଦ୍ଧ : ସାଲାଇନରେ ହାତ ଧୋଉଛନ୍ତି ଡାକ୍ତର

ସମ୍ବଲପୁର ବ୍ୟୁରୋ,କନକ ନ୍ୟୁଜ୍ : ନାଁ ବଡ ମେଡିକାଲ, କିନ୍ତୁ ମୌଳିକ ଭିତିଭୂମିର ଅଭାବ । ଏକ୍ସ-ରେ, ସିଟି ସ୍କାନ ପରି ମେସିନ ନାହିଁ । ସବୁଠୁ ବଡଦୁର୍ଭାଗ୍ୟର କଥା ହେଉଛି, ଏଠି ପାଣିର ବି ରହିଛି ଅଭାବ । ଡାକ୍ତରଙ୍କ ହାତ ଧୋଇବାକୁ ପାଣି ଟୋପାଏ ନାହିଁ । ତେଣୁ ସାଲାଇନରେ ହାତ ଧୋଉଛନ୍ତି…
Read More...

୭ ବର୍ଷର ପ୍ରବଚିକା

୭ ବର୍ଷ ବୟସରେ ମୁଖସ୍ତ ଶ୍ରୀମଦ ଭଗବତ ଗୀତାର ପ୍ରତିଟି ଶ୍ଲୋକ । ସଂଖ୍ୟାଧିକ ଶ୍ରୋତାଙ୍କ ଆଗରେ ବସି ପ୍ରବଚନ ବି ଦେଉଛନ୍ତି । ପ୍ରତିଟି ଶ୍ଳୋକର ମର୍ମ ବୁଝାଇବାବେଳେ ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି ଜନତା । ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା କୁନି ପ୍ରବଚିକା ଭାବନା ପାଣ୍ଡେ ଛତିିଶଗଡରୁ ଆସି…
Read More...