Browsing Category

ସ୍ପେଶାଲ୍ ରିପୋର୍ଟ

ମୋବାଇଲ ସିମରେ ‘U’ ଲେଖାଅଛି କି ? ଜାଣନ୍ତୁ କଣ ପାଇବେ ଫାଇଦା

ଏବେ ଭାରତର ଅଧିକାଂଶ ଲୋକଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି । ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । କିନ୍ତୁ ଅଧିକାଂଶ ଲୋକ ମୋବାଇଲ ଫୋନରେ ପଡୁଥିବା ସିମ ବିଷୟରେ ଅଜ୍ଞ । ସାଧାରଣତଃ ଆମେ ବ୍ୟବହାର କରୁଥିବା ସିମରେ ୧୯…
Read More...

ମାଇକ୍ରୋୱେଭରେ ମୁଣ୍ଡ ପୁରାଇ ମଜାକ୍ କରିବା ପଡିଲା ମହଙ୍ଗା ! ବିପଦରୁ ବର୍ତ୍ତିଗଲେ ଯୁବକ

ବେଳେବେଳେ ଏମିତି ଦେଖାଯାଏ କି ଅନେକ ଲୋକ କିଛି ଭିନ୍ନ କରିବାକୁ ଯାଇ ଅସୁବିଧାରେ ପଡିଥାନ୍ତି । ଆଉ ମଧ୍ୟ ମଜାକ୍ ମଜାକରେ କରୁଥିବା ପ୍ରୟାସ ତାଙ୍କର ବଡ ବିପଦ ହୋଇଥାଏ । ଏଭଳି ଏକ ଘଟଣା ନିକଟରେ ବ୍ରିଟେନରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କର ଅଜବ କାଣ୍ଡ ମହଙ୍ଗା ସାବ୍ୟସ୍ତ ହୋଇଛି ।…
Read More...

ଶୈଳେନ୍ଦ୍ରଙ୍କର କମ୍ ବୟସରେ ଉନ୍ନତ ଚିନ୍ତା ! ବାଲ୍ୟବିବାହ ଓ ଶିଶୁ ଶ୍ରମିକ ରୋକିବାରେ ଉଠାଇଛନ୍ତି ପଦକ୍ଷେପ

କୁହାଯାଏ ଯାହାର ମନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ଥାଏ । ବୟସ ବି ସେଠି ହାର୍ ମାନେ । ଯାହା ଅନ୍ୟମାନଙ୍କ ପାଇଁ ଭାବନାର ବାହାରେ ଥାଏ । ଏମିତି କିଛି କାମ କିଛି ବ୍ୟକ୍ତି କରିଥାନ୍ତି । ଏମିତି ଜଣେ ହେଲେ ୧୭ ବର୍ଷିୟ ଶୈଳେନ୍ଦ୍ର ସିଂହ । ନିଜର ବୟସ ତୁଳନାରେ ସେ କିନ୍ତୁ କରୁଛନ୍ତି ମହତ…
Read More...

ଆପଣଙ୍କ ଫୋନ ଚାର୍ଜ ହେବା ପାଇଁ ଅଧିକ ସମୟ ଲାଗୁଛି କି ! ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସ୍ମାଟଫୋନର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହି ଫୋନ ଅନେକ କାମକୁ ସହଜ କରିଦେଇଛି । ଏଥିପାଇଁ ଭଲ ବ୍ୟାଟେରୀ ବ୍ୟାକଅପର ଆବଶ୍ୟକତା ରହିଛି । ଆଉ ଏହାକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଭଲ ବ୍ୟାଟେରୀ ବ୍ୟାକଅପ ଥିବା ଫୋନ ବଜାରକୁ ଛାଡୁଛନ୍ତି । ଯଦି ଆପଣଙ୍କ…
Read More...

ବିିନା ଗ୍ୟାରେଣ୍ଟିରେ ଋଣ ଦେଉଛନ୍ତି ସରକାର ! ଆରମ୍ଭ କରନ୍ତୁ ନିଜର ବ୍ୟବସାୟ

ଆଜିକାଲି ଚାକିରି କରିବା ଅପେକ୍ଷା ବ୍ୟବସାୟ କରିବା ଅଧିକ ଲାଭପ୍ରଦ ସାବ୍ୟସ୍ତ ହେଉଛି । ତେବେ ବ୍ୟବସାୟ ଆରମ୍ଭ କରିବା ସମୟରେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସେ । କାରଣ ବ୍ୟବସାୟ କରିବା ପୂର୍ବରୁ ମୋଟା ଅଙ୍କର ଟଙ୍କା ଦରକାର ପଡ଼େ । ତେବେ ଆପଣ ଯଦି ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି, ଆଉ…
Read More...

ବୈଜ୍ଞାନିକ ଚାକିରି ହେଲା ତୁଚ୍ଛ ! ମୋଟା ଅଙ୍କର ଦରମା ଛାଡ଼ି ଗାଁରେ କଲେ ଛେଳି ପାଳନ, ମାସକୁ ଆୟ ପ୍ରାୟ ୧୦ ଲକ୍ଷ

ଭାରତରେ ପାଠ ପଢ଼ି ସାରିବା ପରେ ଲୋକମାନେ ଅଧିକ ରୋଜଗାର ପାଇଁ ବାହାରକୁ ଚାଲି ଯାଆନ୍ତି । କେବଳ ଯେ ରୋଜଗାର କରନ୍ତି ତା’ନୁହେଁ ସେଠାରେ ଘରଦ୍ୱାର କରି ରହିଯିବାର ଅନେକ ଉଦାହରଣ ମଧ୍ୟ ଦେଖିବା ପାଇଁ ମିଳୁଛି । ଆଜିକା ସମୟରେ ପ୍ରାୟ ସମୟରେ ଏପରି କିଛି ଦେଖିବା ପାଇଁ ମିଳୁଛି । ତେବେ ସବୁଲୋକ…
Read More...

କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ! ବିଡିଏ ପକ୍ଷରୁ ଯୋଜନା ପ୍ରସ୍ତୁତି

କନକ ବ୍ୟୁରୋ : ଆମ ସମାଜ କିନ୍ନରଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖେ । କେବଳ ସମାଜ ପାଇଁ ହିଁ ହାତରେ ଢ଼ୋଲ ଧରି ନିଜ ସମୂଦାୟ ସହ ଘର ଘର ଯାଇ ଶୁଭକାମନା ଜଣାଇବା ପାଇଁ ବାଧ୍ୟ ହୁଅନ୍ତି ଏମାନେ । ନିଜ ଇଚ୍ଛାରେ ବଞ୍ଚିବା ପାଇଁ ଚାହିଁଲେ ମଧ୍ୟ ବଞ୍ଚିପାରୁନାନ୍ତି । ଏମାନେ ସମାଜରେ ନିଜର ସ୍ୱତନ୍ତ୍ର…
Read More...

୬ବର୍ଷ ଯାଏ ହୋଇଥିଲେ ଅସଫଳ ! ଏହାପରେ ୨ଟଙ୍କାରେ ଇଂଟରନେଟ୍ ବିକ୍ରି କରିବାର ଆସିଲା ଉପାୟ , ଜିଓକୁ ଦେଲେ କଡ଼ା ଟକ୍କର

ଆପଣ କେବେ ଭାବିଛନ୍ତି କୌଣସି ଚା’ ଦୋକାନରେ ଇଂଟରନେଟ୍ କିଣିବା ପାଇଁ । ପୁଣି ଏହା ୨ଟଙ୍କାରେ । କିଛି ଦିନ ପୂର୍ବରୁ ଏହି ଭାବନା କେବେ ବି ମନରେ ଆସିନଥିବ । କିନ୍ତୁ ବେଙ୍ଗାଲୁରୁର ୱାୟରଲେସ୍ ନେଟୱର୍କ ଷ୍ଟାର୍ଟଅପ୍ ୱାଇଫାଇ ଡବବା ଏପରି ସୁବିଧା ଆରମ୍ଭ କରି ଚର୍ଚ୍ଚିତ ପାଲଟିଛନ୍ତି । ଶସ୍ତା…
Read More...

ବିବାହ ପରେ ବିସିସିଆଇ ଜାରି କଲା ବିରାଟ ଅନୁଷ୍କାଙ୍କ ମୁମ୍ବାଇ ଫ୍ଲାଟର ଫଟୋ : ୩୪ କୋଟିରେ କିଣିଲେ ବିଳାସପୂର୍ଣ୍ଣ ଘର

କନକ ବ୍ୟୁରୋ : ଲଭ ବାର୍ଡରୁ ଏବେ ମ୍ୟାରେଡ୍ କପଲ ହୋଇଛନ୍ତି ମୋଷ୍ଟ ପପୁଲାର ସେଲିବ୍ରିଟି ବିରାଟ କୋହଲୀ ଓ ଅନୁଷ୍କା ଶର୍ମା । ସବୁ  ଗସିପକୁ ପଛରେ ପକାଇ ସବୁଦିନ ପାଇଁ ଅନୁଷ୍କାଙ୍କ ହାତ ଧରିଛନ୍ତି ବିରାଟ । ଇଟାଲୀରେ ହୋଇଥିବା ଏମାନଙ୍କ ବିବାହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ଥିବାବେଳେ…
Read More...

ଗିନିଜ୍ ବୁକ ଅଫ ୱାଲ୍ଡ ରେକର୍ଡରେ ସାମିଲ ହେଲେ ଆଉ ଜଣେ ଓଡିଆ! ପାଟିରେ ସର୍ବାଧିକ ସଂଖ୍ୟାର ଷ୍ଟ୍ର ଭର୍ତ୍ତି କରି…

ପୁଣି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି ଆଉ ଜଣେ ଓଡିଆ । ଗଞ୍ଜାମ ପୋଲସରାର ମନୋଜ କୁମାର ମହାରଣା ପାଟିରେ ସର୍ବାଧିକ ସଂଖ୍ୟାର ଷ୍ଟ୍ର ବା ପାଇପ ଭର୍ତ୍ତି କରି ଏହି ରେକର୍ଡ କରିଛନ୍ତି । ସର୍ବାଧିକ ୪୫୯ଟି ଷ୍ଟ୍ର ନିଜ ପାଟିରେ ବର୍ତ୍ତି କରିଥିଲେ ମନୋଜ । ଏହା ସହ ତାକୁ…
Read More...