Browsing Category

ସ୍ପେଶାଲ୍ ରିପୋର୍ଟ

ସ୍ୱାମୀକୁ ମାରି ଜଙ୍ଗଲରେ ଜାଳିଦେଲେ । ପ୍ରେମିକ ମୁହଁରେ ଏସିଡ ପକାଇ ପ୍ଲାଷ୍ଟିକ ସର୍ଜରୀ କରି ଦେଲେ ସ୍ୱାମୀର ପରିଚୟ ।…

ପ୍ରଥମେ ପ୍ରେମିକା ସହ ମିଶି ସ୍ୱାମୀକୁ ମାରିଦେଲେ । ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ପ୍ରେମିକଙ୍କ ଚେହେରାରେ ପରିବର୍ତ୍ତନ ଆଣି ତାକୁ ନିଜ ସ୍ୱାମୀର ପରିଚୟ ଦେଲେ । ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ କିମ୍ବା ଏହା କୌଣସି ଫିଲ୍ମର କାହାଣୀ ନୁହେଁ ସଂପୂର୍ଣ୍ଣ ସତ ଘଟଣା। ଏଭଳି ଅମାନବୀୟ ଘଟଣା…
Read More...

ମାତ୍ର ୧ ଟଙ୍କାରେ କରନ୍ତୁ ବିମାନ ଯାତ୍ରା ! ଜାଣନ୍ତୁ କେଉଁ ଏୟାରଲାଇନ୍ ଦେଉଛି ଏଭଳି ସୁବିଧା

ଦେଶର ସର୍ବ ପ୍ରଥମ ଶସ୍ତା ଘରୋଇ ବିମାନ ‘ଏୟାର ଡେକ୍କାନ’ ଗୁରୁବାର ତଥା ଆଜିଠାରୁ ନିଜର ସେକେଣ୍ଡ ଇନ୍ସିଂ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ କଂପାନୀ ଏକ ବିଶେଷ ଅଫର ମଧ୍ୟ ରଖିଛି । ତେବେ ଏହି ଅଫର ଆଧାରରେ ଡେକ୍କାନ କିଛି ଲୋକଙ୍କୁ ମାତ୍ର ୧ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ଦେଉଛି…
Read More...

ପିଏଫ ଆକାଉଂଟରୁ ପୁରା ଟଙ୍କା ଉଠାନ୍ତୁ ନାହିଁ । ସତର୍କ କଲା ଇପିଏଫଓ !

କର୍ମଚାରୀଙ୍କ ପାଇଁ ଭବିଷ୍ୟତ ପାଇଁ ସୁରକ୍ଷିତ ଭାବେ ଟଙ୍କା ସେଭିଂ କରିବାର ମାଧ୍ୟମହେଉଛି ପିଏଫ । କିନ୍ତୁ ଅନେକ ସମୟରେ ଆମେ ଯେତେବେଳେ ଚାକିରି ଛାନ୍ତି କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାକିରି ବଦଳାଇଥାନ୍ତି ସେତେବେଳେ ଟଙ୍କା ଉଠାଇଦେଇଥାନ୍ତି । କିନ୍ତୁ କର୍ମଚାରୀ ଭବିଷ୍ୟ…
Read More...

ଘରେ ବସି ଅର୍ଥ କମାଇବାକୁ ଚାହୁଁଛନ୍ତି କି ? ଆରମ୍ଭ କରନ୍ତୁ ଏହି ବ୍ୟବସାୟ

ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତ ଏକ ସୁବର୍ଣ୍ଣ ସୁଯୋଗ ଆପଣଙ୍କୁ ଅପେକ୍ଷା କରିଛି । ଏହା ଡିଷ୍ଟ୍ରିବ୍ୟୁଟରସିପର ଏକ ବ୍ୟବସାୟ ଅଟେ । ଭାରତର ସବୁଠୁ ବଡ ଇ-କମର୍ସ କଂପାନୀ ଦେଶର ସବୁ ସହରରେ ନିଜର ଡିଷ୍ଟ୍ରିବ୍ୟୁଟର ଚାହୁଁଛନ୍ତି । ଏହି କଂପାନୀ ପ୍ରତି ସପ୍ତାହରେ ୧୫୦ ରୁ…
Read More...

ଇତିହାସ ରଚିଲେ ରୋହିତ । ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଭାବେ ତିନିଥର କଲେ ଦ୍ୱିଶତକ

ପ୍ରଥମେ ସତର୍କତାର ସହ ଖେଳିଲେ ପରବର୍ରତୀ ସମୟରେ ସିଂହଳି ବୋଲରଙ୍କ ଉପରେ ବର୍ଷିଲେ ହିଟମ୍ୟାନ ରୋହିତ ଶର୍ମା । ରୋହିତ ଶର୍ମା । ଭାରତୀୟ କ୍ରିକେଟର ଏକ ପରିଚିତ ନାଁ । ପିଲାଠୁ ବୁଢା ସମସ୍ତେ ତାଙ୍କ ବ୍ୟାଟିଂ ଯାଦୁରେ ପାଗଳ । ପଡିଆରେ ତାଙ୍କୁ ଅପେକ୍ଷା କରିଥାନ୍ତି ସମସ୍ତେ । ଭାରତୀୟ ଦଳର…
Read More...

ହୁସିଆର ! ଟାଇପିଂ ରେକର୍ଡ କରୁଛି ଏଚପି ଲାପଟପ , ଚୋରି ହୋଇପାରେ ଆପଣଙ୍କ ପାସୱାର୍ଡ

ଯଦି ଆପଣ ବି ଏଚପିର ଲାପଟପ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଆପଣଙ୍କର ଲାପଟପରେ ଯାହାବି ଟାଇପ୍ କରୁଛନ୍ତି ସେ ସବୁକୁ ରେକର୍ଡ କରାଯାଉଛି । ତେବେ ଏକଥା ଆମେ କହୁଁ ନାହୁଁ ବରଂ ଏହାର ଖୁଲାସା କରିଛନ୍ତି ରିସର୍ଚର ମାଇକେଲ ମାଇଂ । ମାଇକେଲଙ୍କ ରିପୋର୍ଟ ଅନୁସାରେ,…
Read More...

ଜାଣନ୍ତୁ , କେଉଁ ୧୪ଟି ସେବା ? ଯାହାର ବଢାଯାଇନି ଆଧାର ଲିଙ୍କ୍ ଡେଡଲାଇନ୍

କେନ୍ଦ୍ର ସରକାର ଗତ ୮ ତାରିଖରେ ପାନ ସହ ଆଧାର ଲିଙ୍କ୍ କରିବାର ସମୟସୀମାକୁ ବଢାଇ ଦେଇଛନ୍ତି । କିନ୍ତୁ ବାକି ସେବାଗୁଡିକୁ ଆଧାର ସହ ସଂଯୋଗ କରିବାର ଡେଡଲାଇନରେ କୌଣସି ବି ପରିବର୍ତ୍ତନ ଆଣିନାହାଁନ୍ତି । ୟୁଆଇଡି ବିଭିନ୍ନ ସେବା ଏବଂ ଯୋଜନାକୁ ଆଧାର ସହିତ ଲିଙ୍କ କରିବାର ତାରିଖରେ କୌଣସି…
Read More...

ମୁହୂର୍ତ୍ତକ ମଧ୍ୟରେ ଜାଣନ୍ତୁ ଆପଣଙ୍କର ପିଏଫ ବାଲାନ୍ସ ! ମିସଡ କଲ ସମେତ ଆପଣାନ୍ତୁ ୪ଟି ସରଳ ଉପାୟ

ଯଦି ଆପଣ ଚାକିରିଆ ତେବେ ଭବିଷ୍ୟ ନିଧି (ପିଏଫ)ଖାତାରେ ପ୍ରତି ମାସ ଆପଣଙ୍କ ଦରମାର ଗୋଟିଏ ଭାଗ ନିଶ୍ଚୟ ରୂପେ କଟୁଥିବ । ତେବେ ପିଏଫ ଆଧାରରେ ପ୍ରତି ମାସ କେତେ ଟଙ୍କା ଆପଣଙ୍କ ଦରମାରୁ କଟୁଛି ଏସଂପର୍କରେ ଆପଣ ସହଜରେ ଜାଣିପାରିବେ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ତଥା ଇପିଏଫଓ ଏଥିପାଇଁ…
Read More...

ଏମଆରପିରୁ ଅଧିକ ଦାମରେ ମିନେରାଲ ୱାଟର ବିକିଲେ ଦୋକାନୀ ଯିବେ ଜେଲ ! ଦେବାକୁ ପଡିବ ଜରିମାନା

ଏଣିକି ମହଙ୍ଗା ପଡିପାରେ ମିନେରାଲ ୱାଟରକୁ ନିର୍ଦ୍ଧାରିତ ଏମଆରପିଠାରୁ ଅଧିକ ଦାମରେ ବିକ୍ରୀ କରିବା । ରେଷ୍ଟୁରାଂଟ, ହୋଟେଲ, ମଲ୍ଟିପ୍ଲେକ୍ସ ଆଦିର ମ୍ୟାନେଜମେଂଟଙ୍କ ବିରୋଧରେ ନା ଖାଲି ଜରିମାନା ଲାଗୁ କରାଯିବ ବରଂ ତାଙ୍କୁ ଦଣ୍ଡବିଧାନ ମଧ୍ୟ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଏକଥା…
Read More...

ସାବାଡ଼ ହେବେ ରାଜନେତା ! ଲୋକପ୍ରତିନିଧିଙ୍କ ଅପରାଧିକ ମାମଲା ଶୀଘ୍ର ଶେଷ କରିବାକୁ ତିଆରି ହେବ ସ୍ୱତନ୍ତ୍ର କୋର୍ଟ

ଏଣିକି ରକ୍ଷା ପାଇବେନି ଅପରାଧି ସାଂସଦ ଓ ବିଧାୟକ । ଲୋକପ୍ରତିନିଧିଙ୍କ ଅପରାଧିକ ମାମଲା ଶୀଘ୍ର ଶେଷ କରିବାକୁ ତିଆରି ହେବ ସ୍ୱତନ୍ତ୍ର କୋର୍ଟ । ସାଂସଦ ଓ ବିଧାୟକ ତଥା ଅନ୍ୟ ଲୋକପ୍ରତିନିଧିଙ୍କ ବିରୋଧରେ ଲମ୍ବା ସମୟ ଧରି ଚାଲିଥିବା ମାମଲାର ଶୀଘ୍ର ବିଚାର ପାଇଁ ୧୨ଟି ସ୍ୱତନ୍ତ୍ର କୋର୍ଟ…
Read More...