Browsing Category

ସ୍ପେଶାଲ୍ ରିପୋର୍ଟ

ଦୂର ହେବ ସମସ୍ୟା : ଜୁଲାଇ ପହିଲାରୁ ଜନତାଙ୍କୁ ମିଳିବ ଆଧାର ଉପରେ ଏକ ବହୁତ ବଡ ସୁବିଧା

ଭାରତୀୟ ବରିଷ୍ଠ ପରିଚୟ ପ୍ରାଧିକରଣ ତଥା ୟୁଆଇଡିଏଆଇ ତରଫରୁ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଆଧାର କାର୍ଡକୁ ନେଇ ଏକ ନୂଆ ପ୍ରକ୍ରିୟା । ଯେଉଁଥିରେ ଆଧାର କାର୍ଡ ବନାଇବା ପାଇଁ ଲୋକଙ୍କର ଫିଙ୍ଗର ପ୍ରିଂଟ ନୁହେଁ ବରଂ ଚେହେରା ଦେଖି ପ୍ରସ୍ତୁତ କରାଯିବ । ଏଥିସହିତ ହିଁ ଆଖି କିମ୍ବା ଟିପ…
Read More...

ସ୍ମାର୍ଟଫୋନ ଚାର୍ଜ କରିବା ସମୟରେ ଅତ୍ୟଧିକ ଗରମ ହୋଇଯାଉଛି କି ? ତେବେ ଆପଣାନ୍ତୁ ଏହି ଉପାୟ । ମୋବାଇଲ ରହିବ ସୁରକ୍ଷିତ

ଆଜିକାଲିର ସ୍ମାର୍ଟ ଫୋନରେ ଦମଦାର ବ୍ୟାଟେରୀ ବ୍ୟବହାର ହେଉଛି, ଯାହାର ଲାଇଫ ଅଧିକ ଥାଏ । ନିକଟରେ କିଛି ବର୍ଷରେ କମ୍ପାନୀଗୁଡିକ ନନ ରିମୁଭେବଲ ବ୍ୟାଟେରୀ ଥିବା ସ୍ମାର୍ଟ ଫୋନ ଲଂଚ କରିଛନ୍ତି କାରଣ ରିମୁଭେବଲ ବ୍ୟାଟେରୀ ଥିବା ସ୍ମାର୍ଟ ଫୋନରେ ସିମ କାର୍ଡ ବା ଏସଡି କାର୍ଡ ଲଗାଇବା ପାଇଁ…
Read More...

କିପରି ସଂଚୟ ଓ ରୋଜଗାର କରିବେ ଟଙ୍କା ? ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଲାଭଜନକ ଅଟେ ଏହି ୫ଟି କଥା

ଆପଣ ଭାବୁଥିବେ କି ସ୍କୁଲ ଏବଂ କଲେଜରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ପଇସାକୁ ନେଇ ଚିନ୍ତା କରିବା କଣ ଦରକାର କାରଣ ସେମାନଙ୍କର ପକେଟ୍ ମନି ଘରଲୋକଙ୍କଠାରୁ ମିଳିଯାଉଥିବ । ହେଲେ ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ପାଇଁ ଯେତେ ଜଲଦି ହୋଇପାରିବ ଏନେଇ କୌଣସି ବନ୍ଦୋବସ୍ତ କରିବା…
Read More...

୫ଟି ଉପାୟରେ ଗ୍ରାହକଙ୍କୁ ଠକିଥାନ୍ତି ପେଟ୍ରୋଲ ପମ୍ପର କର୍ମୀ ! ଜାଣି ରଖନ୍ତୁ, ନଚେତ୍ ଆପଣ ବି ହୋଇପାରନ୍ତି ଠକାମୀର…

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦାମ ଅହେତୂକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିଛି । ତେବେ ଜନତାଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ନିୟମ କାନୁନ ଜାରି କରାଯିବା ସତ୍ୱେ ବି ବଜାରରେ ପେଟ୍ରୋଲ ଏବଂ ଡିଜେଲକୁ ଚଢା ଦରରେ…
Read More...

ନିର୍ବନ୍ଧ ଆଗରୁ ଏକାଠି ଦେଖାଦେଲେ ଆକାଶ ଓ ଶ୍ଳୋକା : ଅମ୍ବାନି ପରିବାର ସହ ବୁଲିଲେ ସିଦ୍ଧି ବିନାୟକ ମନ୍ଦିର

ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ଅମ୍ବାନି ପରିବାର । ଦେଶର ସବୁଠାରୁ ଧନି ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପରିବାର ରାମନବମୀରେ ସିଦ୍ଧି ବିନାୟକ ମନ୍ଦିର ପହଂଚିବା ପରେ ଘେରି ଯାଇଥିଲା ଗଣମାଧ୍ୟମ କ୍ୟାମେରା । କାରଣ ଅମ୍ବାନି ପରିବାର ସହ ଥିଲେ ଶ୍ଲୋକା ମେହଟା । ମୁକେଶଙ୍କ…
Read More...

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର ! ୨୫ଟି ଶତାବ୍ଦୀ ଟ୍ରେନର ଭଡା କମାଇବ ରେଳବିଭାଗ

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଶତାବ୍ଦୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡା କମ କରିବାକୁ ଯୋଜନା କରିଛି ରେଳ ମନ୍ତ୍ରଣାଳୟ । ଯେଉଁ ଯାତ୍ରୀ କମ ଦୂରତା ଯିବା ପାଇଁ ଟ୍ରେନ ବଦଳରେ ସଡକ ପଥରେ ଯାତ୍ରା କରୁଛନ୍ତି ସେଭଳି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରେଳବିଭାଗ ଏକ…
Read More...

ଟ୍ରେନରେ ବାଜିଥାଏ ୧୧ପ୍ରକାର ହର୍ଣ୍ଣ! ଜାଣନ୍ତୁ କେଉଁ ହର୍ଣ୍ଣର କାମ କଣ ।

ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରନ୍ତି, ଆପଣ ଶୁଣିଥିବେ କି ଟ୍ରେନରୁ ବାରମ୍ବାର ହର୍ଣ୍ଣ ଶବ୍ଦ ଆସିଥାଏ । ଏହା ସହ ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ମଧ୍ୟ ହର୍ଣ୍ଣ ବଜା ଯାଇଥାଏ । କେବେ ଆପଣ ଭାବିଛନ୍ତି ଏପରି ହର୍ଣ୍ଣ କାହିଁକି ବାଜିଥାଏ ? ଯଦି ଜାଣିନାହାଁନ୍ତି , ତେବେ ଆମେ ଆପଣଙ୍କୁ…
Read More...

ଗାଈର ଅଜବ କାହାଣୀ ! ଗୀତ ଶୁଣିଲେ ଦେଉଛି ୨୦ ପ୍ରତିଶତ ଅଧିକ କ୍ଷୀର ।

ସଙ୍ଗୀତ କେବଳ ମଣିଷ ଜୀବନରେ ଶାନ୍ତି ଭରି ଦେଇଥାଏ ତାହା ନୁହେଁ ଗାଈ ମାନଙ୍କ ଠାରେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ସଙ୍ଗୀତରୁ ଗାଈମାନଙ୍କ କ୍ଷୀର ଉତ୍ପାଦନର କ୍ଷମତାରେ ବହୁଳ ମାତ୍ରାରେ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି । ରାଜସ୍ଥାନ ସୀକର ଜିଲ୍ଲାର ନୀମକାଥାନା…
Read More...

ଏଚଆଇଭି ଆଗରେ ହାରିଗଲା ପ୍ରେମ । ବିୟୁଟି କୁଇନ୍ ଗର୍ଲଫ୍ରେଣ୍ଡ ନେଇଗଲା ବୟଫ୍ରେଣ୍ଡର ଜୀବନ ।

ପ୍ରେମ ସମ୍ପର୍କରେ ବାଧକ ସାଜିଲା ଏଚଆଇଭି । ମିସ କେନିୟା ହେବାର ସ୍ୱପ୍ନ ଦେଖୁଥିବା ମଡେଲ ରୁଥ କମାଣ୍ଡେ ନିଜ ବୟଫ୍ରେଣ୍ଡର ହତ୍ୟା କରିଥିବା ଅଭିଯୋଗରେ ଆଜି ନୈରୋବି ର ଲେଙ୍ଗାଟା ଜେଲରେ ବନ୍ଦୀ ଅଛନ୍ତି । କିନ୍ତୁ ଜେଲରେ ହିଁ ତାଙ୍କୁ ବିୟୁଟି କୁଇନ୍ ପ୍ରତିଯୋଗିତା ଜିତିବାର ସୁଯୋଗ ମିଳିଛି ।…
Read More...

କେବେ ଓଡ଼ିଆ ବୁଝିବ ଗୁଗୁଲ ? ଦେଶର ୯ଟି ଭାଷା ପରେ ଓଡ଼ିଆ ଭାଷାରେ ଅନୁବାଦ ପାଇଁ ଅପେକ୍ଷା

କନକ ବ୍ୟୁରୋ : ଗୁଗୁଲରେ କେବେ ମିଳିବ ଓଡ଼ିଆରେ ଅନୁବାଦର ସୁବିଧା? ଓଡ଼ିଆରେ କୁହାଯାଉଥିବା କଥାକୁ କେବେ ବୁଝିବ ଗୁଗୁଲ୍? ଆମେରିକାର ମଲଟି ନେସନାଲ କମ୍ପାନୀ ଗୁଗୁଲ୍ ଭାରତର ୯ଟି ଭାଷାରେ ଅନୁବାଦ ସୁବିଧା ଯୋଗାଇ ଦେଉଥିବା ବେଳେ ୪ କୋଟି ଲୋକଙ୍କ ଭାଷା ଓଡ଼ିଆକୁ କାହିଁକି ସାମିଲ କରିନାହିଁ ସେ ନେଇ…
Read More...