Browsing Category

ସ୍ପେଶାଲ୍ ରିପୋର୍ଟ

ଗାଈର ଅଜବ କାହାଣୀ ! ଗୀତ ଶୁଣିଲେ ଦେଉଛି ୨୦ ପ୍ରତିଶତ ଅଧିକ କ୍ଷୀର ।

ସଙ୍ଗୀତ କେବଳ ମଣିଷ ଜୀବନରେ ଶାନ୍ତି ଭରି ଦେଇଥାଏ ତାହା ନୁହେଁ ଗାଈ ମାନଙ୍କ ଠାରେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ସଙ୍ଗୀତରୁ ଗାଈମାନଙ୍କ କ୍ଷୀର ଉତ୍ପାଦନର କ୍ଷମତାରେ ବହୁଳ ମାତ୍ରାରେ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି । ରାଜସ୍ଥାନ ସୀକର ଜିଲ୍ଲାର ନୀମକାଥାନା…
Read More...

ଏଚଆଇଭି ଆଗରେ ହାରିଗଲା ପ୍ରେମ । ବିୟୁଟି କୁଇନ୍ ଗର୍ଲଫ୍ରେଣ୍ଡ ନେଇଗଲା ବୟଫ୍ରେଣ୍ଡର ଜୀବନ ।

ପ୍ରେମ ସମ୍ପର୍କରେ ବାଧକ ସାଜିଲା ଏଚଆଇଭି । ମିସ କେନିୟା ହେବାର ସ୍ୱପ୍ନ ଦେଖୁଥିବା ମଡେଲ ରୁଥ କମାଣ୍ଡେ ନିଜ ବୟଫ୍ରେଣ୍ଡର ହତ୍ୟା କରିଥିବା ଅଭିଯୋଗରେ ଆଜି ନୈରୋବି ର ଲେଙ୍ଗାଟା ଜେଲରେ ବନ୍ଦୀ ଅଛନ୍ତି । କିନ୍ତୁ ଜେଲରେ ହିଁ ତାଙ୍କୁ ବିୟୁଟି କୁଇନ୍ ପ୍ରତିଯୋଗିତା ଜିତିବାର ସୁଯୋଗ ମିଳିଛି ।…
Read More...

କେବେ ଓଡ଼ିଆ ବୁଝିବ ଗୁଗୁଲ ? ଦେଶର ୯ଟି ଭାଷା ପରେ ଓଡ଼ିଆ ଭାଷାରେ ଅନୁବାଦ ପାଇଁ ଅପେକ୍ଷା

କନକ ବ୍ୟୁରୋ : ଗୁଗୁଲରେ କେବେ ମିଳିବ ଓଡ଼ିଆରେ ଅନୁବାଦର ସୁବିଧା? ଓଡ଼ିଆରେ କୁହାଯାଉଥିବା କଥାକୁ କେବେ ବୁଝିବ ଗୁଗୁଲ୍? ଆମେରିକାର ମଲଟି ନେସନାଲ କମ୍ପାନୀ ଗୁଗୁଲ୍ ଭାରତର ୯ଟି ଭାଷାରେ ଅନୁବାଦ ସୁବିଧା ଯୋଗାଇ ଦେଉଥିବା ବେଳେ ୪ କୋଟି ଲୋକଙ୍କ ଭାଷା ଓଡ଼ିଆକୁ କାହିଁକି ସାମିଲ କରିନାହିଁ ସେ ନେଇ…
Read More...

ଫେସବୁକର ନିର୍ମାତା ହେଉଛନ୍ତି ଜଣେ ଭାରତୀୟ ! ହେଲେ ଆଇଡିଆ ଚୋରାଇଥିଲେ ଜୁକରବର୍ଗ

ଯଦି ଆପଣଙ୍କୁ କୁହାଯାଏ ପ୍ରତିଦିନ ବ୍ୟବହାର କରୁଥିବା ଫେସବୁକ ଆପର ନିର୍ମାତା ଜଣେ ଭାରତୀୟ କ’ଣ ଆପଣ ବିଶ୍ୱାସ କରିବେ? ହଁ ଆଜ୍ଞା ବିିଶ୍ୱାସ ଆସୁନଥିଲେ ବି କଥାଟି ସତ । ଦିବ୍ୟ ନରେନ୍ଦ୍ର ନାମକ ଏହି ଯୁବକ ଜଣକ ହେଉଛନ୍ତି ଫେସବୁକ ଆପର ଅସଲି ନିର୍ମାତା । ସେ ନିଜ ଦୁଇ ସାଥିଙ୍କ ସହ ଏହି ଆପକୁ…
Read More...

ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଆପଣଙ୍କ ଗାଡି ରୋଜଗାର କରିପାରିବ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୂରା…

ଯଦି ଆପଣ ପ୍ରତି ମାସରେ କିଛି ଅଧିକ ରୋଜଗାର କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଆପଣଙ୍କ ପାଖରେ ଏକମାତ୍ର କାର ଥିବା ଜରୁରୀ । ଅର୍ଥାତ ସରକାର ପ୍ରାଇଭେଟ କାରକୁ ଓଲା ଓ ଉବର ପ୍ଳାଟଫର୍ମରେରେ ବ୍ୟବହାର କରିବାକୁ ନେଇ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏମିତିରେ ଥରେ ଯଦି ଆପଣଙ୍କ କାର…
Read More...

ଜନତାଙ୍କ ଉପରେ ସରକାରଙ୍କ ଜୁଲୁମ୍ ! ଏପ୍ରିଲ ପହିଲାରୁ ଆକାଶ ଛୁଆଁ ହେବ ଗ୍ୟାସର ଦର

ଆଗାମୀ ସପ୍ତାହରୁ ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ପୂର୍ବାପେକ୍ଷା ଦୁଇଗୁଣା ବଢାଇ ପାରନ୍ତି ସରକାର । ତେବେ ଗ୍ୟାସ ଦର ବୃଦ୍ଧି ପାଇବା ଦ୍ୱାରା ସିଏନଜି, ପିଏନଜି, ବିଜୁଳି ଏବଂ ୟୁରିଆ ଇତ୍ୟାଦିର ଦରଦାମରେ ମଧ୍ୟ ପରିବର୍ତ୍ତନ ଦେଖାଦେଇପାରେ । ମିଳିଥିବା ସୂଚନା ଅନୁସାରେ, ଘରୋଇ…
Read More...

ବାହାନା ଦେଖାଇ ଗ୍ରାହକଙ୍କ ଖାତାରୁ ବ୍ୟାଙ୍କ କାଟିନେଉଛି ପ୍ରତିଦିନ ଟଙ୍କା ! କଣ କରିବେ ଜାଣନ୍ତୁ

ଗୋଟିଏ ପଟରେ ସରକାର ଲୋକଙ୍କୁ ଡେବିଟ୍ କାର୍ଡ ବ୍ୟବାହର କରିବା ପାଇଁ ପ୍ରତିଦିନ କିଛା ନା କିଛି ନୂଆ ନୂଆ ତରିକାରେ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି, ସେହିପରି ଅନ୍ୟପଟରେ କିନ୍ତୁ ବ୍ୟାଙ୍କଗୁଡିକ ନିଜ ନିଜର ଗ୍ରାହକଙ୍କ ଆକାଉଂଟରୁ କୌଣସି ନା କୌଣସି କାରଣ ଦେଖାଇ ଟଙ୍କା ଲୁଟିବାରେ…
Read More...

ସପ୍ତମ ବେତନ କମିଶନ ଆଣି ଦେଇଛି ସରକାରୀ କର୍ମଚାରୀଙ୍କ ପାଇଁ ଦୁଃଖ ଖବର : ବେତନ ବୃଦ୍ଧି ଉପରେ ପଡିଲା ପୂର୍ଣ୍ଣଛେଦ ।

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନକୁ ନେଇ ଥିବା ସମସ୍ୟା ବନ୍ଦ ହେବାର ନାଁ ନେଉନି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶରୁ ଏହି ସମସ୍ୟା ଆରମ୍ଭ ହୋଇଯାଇଥିଲା । ଏହି ଆୟୋଗ ଯେତିକି ବେତନ ବୃଦ୍ଧି ପାଇଁ ସୁପାରିଶ କରିଥିଲେ, ସେଥିରେ କର୍ମଚାରୀ ନାଖୁସ ଅଛନ୍ତି ।…
Read More...

ଦଶମ ପାସ୍ ଯୁବକଙ୍କ ପାଇଁ ଭାରତୀୟ ବାୟୁସେନାରେ ଚାକିରି କରିବାର ସୁଯୋଗ ! ମାସିକ ଦରମା ୨୦ ହଜାର ଟଙ୍କା, ଜାଣନ୍ତୁ…

ଇଣ୍ଡିଆନ ଏୟାରଫୋର୍ସରେ ଭାରତୀୟ ବାୟୁସେବାରେ କାମ କରିବାକୁ ଇଚ୍ଛା ରଖିଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ବାୟୁସେନାରେ ବର୍ତ୍ତମାନ ୫୪ଟି ଏଲଡିସି, ଏମଟିଏସ, ମେସ ଷ୍ଟାଫ, ପେଂଟର ଏବଂ ବିଭିନ୍ନ ପଦପଦବୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସମସ୍ତ ପଦବୀ…
Read More...

ଜିଓ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା ! ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି କଂପାନୀର ପ୍ରାଇମ ସର୍ଭିସ, ଜାଣନ୍ତୁ ଏହାପରେ…

ଜିଓର ସମସ୍ତ ଗ୍ରାହକଙ୍କ ପାଇଁ ବଡ ଖବର । ରିଲାଏନ୍ସ ଜିଓର ପ୍ରାଇମ ମେମ୍ବରସିପର ବୈଧତା ୩୧ ମାର୍ଚ୍ଚ ୨୦୧୮କୁ ଶେଷ ହେବାକୁ ଯାଉଛି । ତେବେ ଏହି ସେବାକୁ ଜିଓ ଗତ ବର୍ଷ ଫେବୃଆରୀ ମାସରେ ଲଂଚ କରିଥିଲା ଆଉ ଯାହାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୧୭ ଥିଲା । ମାତ୍ର ୯୯ ଟଙ୍କା ଦେଇ କୌଣସି ବି ଜିଓ…
Read More...