Browsing Category

ସ୍ପେଶାଲ୍ ରିପୋର୍ଟ

ସାମ୍ନାକୁ ସାଙ୍ଘାତିକ ତଥ୍ୟ ଆଣିଲା ବିଜେପି ! ଫେସବୁକ ୟୁଜର୍ସଙ୍କର ତଥ୍ୟ ସିଙ୍ଗାପୁର ପଠାଉଛି କଂଗ୍ରେସ ଆପ୍ ।

ଫେସବୁକରୁ ଡାଟା ଚୋରି ହେବା ପରେ ଆପ ଦ୍ୱାରା ଷ୍ଟୋର କରାଯାଉଥିବା ବିଷୟ ବସ୍ତୁ ମାମଲା ଫେସବୁକ ଦୁନିଆରେ ଚର୍ଚ୍ଚା ଧରିଛି । ପୁଣି ଭାରତର ମୁଖ୍ୟ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଯେଉଁଠି କଂଗ୍ରେସ ଭାରତୀୟ ଜନତା ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ବିନା ହେଲମେଟରେ ରାସ୍ତାରେ ଯାଉଥିଲେ ପୁଅ, ଟ୍ରାଫିକ ଜଗିଥିଲେ ବାପା ! ତା ପରର ଘଟଣା ସୃଷ୍ଟି କଲା ଏକ ନୂଆ ଅଧ୍ୟାୟ

ଭାରତୀୟ ଆଇନ ସବୁ ନାଗରିକଙ୍କ ପାଇଁ ସମାନ । ଆଇନ ଠାରୁ ଉଦ୍ଧ୍ୱର୍ରେ କେହି ନୁହେଁ । ଏହାକୁ ପ୍ରମାଣିିତ କରିଛନ୍ତି ଉତ୍ତରପ୍ରଦେଶ ଟ୍ରାଫିକ ପୋଲିସ କନେଷ୍ଟବଳ ରାମ ମେହେର ସିଂ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଚାଲାଣ କାଟୁଥିବା ରାମ ମେହେର ନିଜ ପୁଅଙ୍କ ନାଁରେ ମଧ୍ୟ ଚାଲାଣ କାଟିବାକୁ…
Read More...

ଆପଣଙ୍କ ସମସ୍ତ ଫୋନକଲ୍ ଓ ମେସେଜର ରେକର୍ଡ଼ ରଖୁଛି ଫେସବୁକ୍ ! ଆକାଉଂଟ ଡିଲିଟ୍ କରିବା ପାଇଁ ସମସ୍ୟାର ସମ୍ମୁଖୀନ…

ଫେସବୁକ ଓ କେମ୍ବ୍ରିଜ୍ ଆନାଲିଟିକ୍ ଘଟଣା ପରେ ଫେସବୁକୁ ନେଇ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ଲୋକଙ୍କ ମନରେ ଫେସବୁକର ସୁରକ୍ଷା ପଲିସି ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ରିପୋର୍ଟ ଅନୁସାରେ ଲୋକପ୍ରିୟ ସୋସିଆଲ ନେଟୱ୍ୱର୍କିଂ ସାଇଟ୍ ଫେସବୁକ୍, ୟୁଜରଙ୍କ ଡାଟା ଗଚ୍ଛିତ…
Read More...

ସାଧାରଣ ଜନତାଙ୍କୁ ମୋଦିଙ୍କ ଉପହାର : କମ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶସ୍ତା…

ସହରାଂଚଳରେ କମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଯୋଗାଇବେ ଶସ୍ତା ଘର । ଆପଣ ଠିକ ଶୁଣୁଛନ୍ତି, ଶସ୍ତା ଘର ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସରଳୀକୃତ କରାଯାଉଛି । ବିକାଶ ପ୍ରାଧିକରଣ ଓ ଆବାସ ବିକାଶ ପରିଷଦକୁ ଏହି ଯୋଜନାରେ କାଂଶୀରାମ ଯୋଜନା ଜରିଆରେ…
Read More...

ଏଲଇଡ଼ି ଟିଭି କିଣିବା ହେଲା ଶସ୍ତା ! ସରକାର ହ୍ରାସ କଲେ ବେସିକ୍ କଷ୍ଟମ ଡ୍ୟୁଟି

ଶସ୍ତାରେ ମିଳିବ ଦେଶକୁ ଆମଦାନୀ ହେଉଥିବା ଏଲଇଡ଼ି ଟିଭି । ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଏଲଇଡ଼ି ଟିଭିର ମୂଲ୍ୟ ହ୍ରାସ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ଏଲଇଇଡ଼ି ଟିଭିର ମୂଲ୍ୟ ବୃଦ୍ଧି କରାଯାଇଥିଲା । କିନ୍ତୁ ଚଳିତ ଥର ସରକାର ଟିଭି ଉପରେ ଲଗାଯାଉଥିବା ଆମଦାନୀ…
Read More...

ମୋବାଇଲରେ ଇଂଟରନେଟର ବେଗ ଆଉ ହେବ ନାହିଁ କମ୍ ! ହେଲେ ଆପଣଙ୍କୁ ଏଥିପାଇଁ କରିବାକୁ ହେବ ଏହି ଗୋଟିଏ କାମ

ଆପଣଙ୍କ ମୋବାଇଲରେ ଇଂଟରନେଟ୍ ସ୍ଲୋ ହେଉଥିବା ନେଇ ଚିନ୍ତିତ କି ? ହାଇସ୍ପିଡ ପ୍ଲାନ ନେବା ପରେ ବି ଆପଣଙ୍କ ଫୋନରେ ଇଂଟରନେଟର ବେଗ କଇଁଛ ଭଳି ଚାଲୁଛି କି ? ତେବେ ଏଥିପାଇଁ ଆଉ ଆପଣଙ୍କୁ ଆଦୌ ଚିନ୍ତା କରିବାକୁ ପଡିବନାହିଁ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ତରିକା ସଂପର୍କରେ ଜଣାଇବାକୁ ଯାଉଛୁ…
Read More...

ଭାରତର ଏକ ବିରଳ ସ୍କୁଲ : ଯେଉଁଠି ଶିକ୍ଷକ ବି ଜଣେ ଆଉ ଛାତ୍ର ମଧ୍ୟ ଜଣେ,ଦୈନିକ ୫୦ କିମି ରାସ୍ତା ଅତିକ୍ରମ କରି ପଢ଼ାଇବା…

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେଲେ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ । କିନ୍ତୁ ଏବେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ସମୟରେ ପ୍ରଶବାଚୀ ସୃଷ୍ଟି ହେଉଛି । ବର୍ତ୍ତମାନ ସମୟରେ ଦେଖାଯାଉଛି କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶିକ୍ଷକ ଥାଇ ପିଲା ପାଠ…
Read More...

ମାଗଣାରେ ଖାଆନ୍ତୁ ସ୍ୱାଦିଷ୍ଟ ଭୋଜନ : ଏମିତିି ଏକ ରେଷ୍ଟୁରାଣ୍ଟ, ଯେଉଁଠି ଖାଇବା ପାଇଁ ଦେବାକୁ ପଡେନି ଟଙ୍କା

ବିନା ପଇସାରେ କୈାଣସି ରେଷ୍ଟୁରାଣ୍ଟ ଖାଦ୍ୟ ପରଷିବ, ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଭାରତରେ ଏଭଳି ଏକ ସ୍ଥାନ ରହିଛି , ଯେଉଁଠି ରେଷ୍ଟୁରାଣ୍ଟରେ ପେଟ ପୂରା ଖାଦ୍ୟ ଖାଇବା ପରେ ମଧ୍ୟ ପଇସାଟିଏ ମଧ୍ୟ ବିଲ ବାବଦକୁ ଦେବାକୁ ପଡେ ନାହିଁ । ଗୁଜରାଟ, ଅହମଦାବାଦର ଗୁଜରାଟୀ ସେବା…
Read More...

ଜିଓ ମାଲିକିଆଣୀଙ୍କ ଜୀବନଚର୍ଯ୍ୟା ! ଦିନକୁ ଖର୍ଚ୍ଚ କରୁଥିଲେ ମାତ୍ର ପାଂଚ ଟଙ୍କା

ଦେଶର ସବୁଠୁ ଧନି ମୁକେଶ ଅମ୍ବାନିଙ୍କ ପୁଅ ବାହାଘର ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଶ୍ରୀରାମନବମୀ ଅବସରରେ ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରରେ ପହଂଚି ପ୍ରଭୁଙ୍କର ଆର୍ଶୀବାଦ ନେଇଛନ୍ତି ଅମ୍ବାନୀ ପରିବାର । ମିଳିଥିବା ସୂଚନା ଅନୁସାରେ ଡିସେମ୍ବରରେ ସେମାନଙ୍କ ହାତଗଣ୍ଠି ପଡିବ…
Read More...

ଟ୍ରେନରୁ ଖସି କଟିଯାଇଥିଲା ଗୋଡ଼ ! କୁତ୍ରିମ ଗୋଡ଼ ଲଗାଇ ଭାରତ ଭ୍ରମଣ କଲେ ରାୟଗଡ଼ାର ସତୀଶ, ଲିମକା ବୁକ୍ ଅଫ ରେକର୍ଡ଼ରେ…

ଟ୍ରେନରୁ ଖସି ଦୁଇ ଗୋଡ଼ ହରାଇଥିଲେ ରାୟଗଡ଼ାର ଜି.ସତୀଶ କୁମାର । ଏପରି ଦୁର୍ଘଟଣାରେ ମନକୁ ଟାଣ କରି ଆଗକୁ ବଢ଼ିବା ବହୁତ କଷ୍ଟକର ହୋଇଯାଏ । କିନ୍ତୁ ସତୀଶ ଏପରି ପ୍ରତିକୂଳ ପରିସ୍ଥିତିକୁ ଖୁବ ସାହସର ସହିତ ସାମ୍ନା କରିଥିଲେ । ହାର ନମାନି ଆଗକୁ ବଢ଼ିଚାଲିଥିଲେ । ଗୋଡ଼ ନଥାଇ ମଧ୍ୟ ସେ ଭାରତ…
Read More...