Browsing Category

ନ୍ୟୁଜ୍

ଜୋର ଧରିଲା ମହାନଦୀ ରାଜନୀତି : ଛତିଶଗଡ ଯାଇଥିବା କଂଗ୍ରେସ ବିଧାୟକ ଦଳକୁ ବିରୋଧ

କନକ ବ୍ୟୁରୋ : ଜୋର ଧରିଲା ମହାନଦୀ ରାଜନୀତି । ପ୍ରବାସରେ ବିରୋଧର ସମ୍ମୁଖୀନ ହେଲା କଂଗ୍ରେସ ପ୍ରତିନିଧି ଦଳ। ଛତିଶଗଡରେ କଂଗ୍ରେସ ବିଧାୟକ ଦଳକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସମର୍ଥକ । ରାୟଗଡରେ ବିରୋଧ କରୁଥିବାବେଳେ ୨୦ରୁ ଅଧିକ ସମର୍ଥକଙ୍କୁ ଗିରଫ କରିଛି…
Read More...

ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଆଣିଲେ ସାଂସଦ ଭର୍ତୃହରି ମହତାବ

କନକ ବ୍ୟୁରୋ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ । ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଆଣିଲେ ସାଂସଦ ଭର୍ତୃହରି ମହତାବ । ବ୍ୟାରେଜ ନିର୍ମାଣ ହେଲେ ଓଡିଶା ପ୍ରତି ବିପଦ ରହିଛି । ଓଡିଶାର ମତାମତ ନନେଇ ସିଡବ୍ଲ୍ୟୁସି ଅନୁମତି ଦେଇଥିବା କଥା କହିଛନ୍ତି ଭର୍ତୃହରି ।
Read More...

ନିଲମ୍ବିତ ଆଇପିଏସ୍ ଜୟଦୀପ ନାୟକ ଗିରଫ ମାମଲା : ରାୟ ସଂରକ୍ଷିତ ରଖିଲେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କ ରିମାଣ୍ଡ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ।
Read More...

ପୁଣି ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ : ମୌଳିକ ସମସ୍ୟା ସମାଧାନ ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଅଶାନ୍ତ ବାଣୀବିହାର ବିଶ୍ୱବିଦ୍ୟାଳୟ । ମୌଳିକ ସମସ୍ୟା ସମାଧାନ ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ଅଫିସ ଘେରିଲେ ଶତାଧିକ ଛାତ୍ରୀ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଶୈଳବାଳା ହଷ୍ଟେଲର ଛାତ୍ରୀ ପାଣି ଓ ବିଜୁଳି ଯୋଗାଇ ଦେବା ଦାବିରେ…
Read More...

ବନ୍ୟା ଜଳରେ ବୁଡିଗଲା ରାସ୍ତା : ଉଦଳା ଓ ବାରିପଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା : ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଦିଓ ଓ ସଂଜ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀ ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଉଦଳା ଓ ବାରିପଦା ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଲୋକମାନେ ଅଧା ରାସ୍ତାରେ ଅଟକି…
Read More...

ବ୍ରହ୍ମପୁର ଜେଲରେ ଶିବଶଙ୍କର ଦାସଙ୍କୁ ଆକ୍ରମଣ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ଜେଲରେ ଶିବଶଙ୍କର ଦାସଙ୍କୁ ଆକ୍ରମଣ । ଶିବଶଙ୍କରଙ୍କୁ ବିରୋଧୀ ଗୋଷ୍ଠୀଙ୍କ ଆକ୍ରମଣ । ଏ ନେଇ ଜେଲ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ଶିବଶଙ୍କର, ବ୍ରହ୍ମପୁରର ପୂର୍ବତନ ମେୟର ହେଉଛନ୍ତି ଶିବଶଙ୍କର ।
Read More...

ରାଜଧାନୀ ଉପକଣ୍ଠରେ ମାତିଛି ଜଙ୍ଗଲି ବାଘ : ୪ରାତି ଅନିଦ୍ରା ଗାଁ ଲୋକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗାଁ ଲୋକଙ୍କୁ ୪ ଦିନ ହେଲା ଘାରିଛି ବାଘ ଭୟ । ରାଜଧାନୀ ଉପକଂଠ ବାଲିପାଟଣାରେ ରାତି ଶୋଇ ପାରୁନାହାଁନ୍ତି ଲୋକେ । ଭୟ ଓ ଆଶଙ୍କାରେ ସଂଧ୍ୟା ହେଲେ ପଡି ଯାଉଛି ତାଟି କବାଟ । ଘରୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ବାଲିପାଟଣା ସୋମଣା ଶାସନ ଅଂଚଳରେ…
Read More...

ବିଜେଡିର ପଂଚାୟତ ନିର୍ବାଚନ ପ୍ରସ୍ତୁତି : ସାଂଗଠନିକ କାର୍ଯ୍ୟ ପାଇଁ ସୁପ୍ରିମୋ ଗଢିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ପଂଚାୟତ ପ୍ଲାନ୍ । ସାଂଗଠନିକ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ଗଢିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ବରିଷ୍ଠ ନେତା ଦାମ ରାଉତ, ବେଦପ୍ରକାଶ ଅଗ୍ରୱାଲ, ପ୍ରସନ୍ନ ପାଟଶାଣୀ ଓ ସରୋଜିନୀ ହେମ୍ବ୍ରମଙ୍କୁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ…
Read More...

ଗ୍ରାଉଣ୍ଡ ଜିରୋରେ ପହଁଚିଲା କନକ ନ୍ୟୁଜ୍ : ଛତିଶଗଡ ମହାନଦୀ ବ୍ୟାରେଜ ସ୍ଥଳରେ ପରଖିଲା ସ୍ଥିତି

କନକ ବ୍ୟୁରୋ : ମହାନଦୀରେ ଛତିଶଗଡ଼ର ଯେଉଁ ବ୍ୟାରେଜକୁ ନେଇ ରାଜ୍ୟରେ ରାଜନୀତି ଉଠୁଛି ପଡୁଛି, ସେହି ଅଂଚଳରେ ପ୍ରଥମେ ପହଁଚିଛି କନକ ନ୍ୟୁଜ୍ ବିଜେଡି ୧୫ଟି ଜିଲ୍ଲାରେ ବିକ୍ଷୋଭ ଆରମ୍ଭ କରିଛି, ହେଲେ ଶାସକ ଦଳର କୌଣସି ପ୍ରତିନିଧି ଏପର୍ଯ୍ୟନ୍ତ ସେଠାରେ ପହଁଚି ପ୍ରକୃତ ଘଟଣା ପରଖି ନାହାନ୍ତି ।…
Read More...

ମହାନଦୀ ପାଣିକୁ ନେଇ ଜୋର ଧରିଲା ରାଜନୀତି : ଆଜି ବରଗଡରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ଦଳ

ବରଗଡ : ଉଭୟ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି । ଓଡିଶାର ପରାମର୍ଶ ନନେଇ ମହାନଦୀ ଉପର ମୁଣ୍ଡରେ ଛତିଶଗଡର ନିର୍ମାଣ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଦଳ । ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ସମ୍ବଲପୁରରୁ ଆରମ୍ଭ ହୋଇଛି ପ୍ରତିବାଦ ଧାରଣା ଓ ବିକ୍ଷୋଭ ।…
Read More...