Browsing Category

ନ୍ୟୁଜ୍

କମାରି ଜାହାଜ ମାଲ ଅନଲୋଡିଂ ବେଳେ ଗଣ୍ଡଗୋଳ ଆଶଙ୍କା : ୧୪୪ ଧାରା ଜାରି, ୨୫ ପ୍ଲାଟୁନ ଫୋର୍ସ ମୁତୟନ

କନକ ବ୍ୟୁରୋ : ପାରାଦୀପ ପୋର୍ଟ ଅଂଚଳରେ ୧୪୪ଧାରା ଜାରି । ଷ୍ଟିଭେଡର୍ସ ବିବାଦ ଆଶଙ୍କା ନେଇ ୧୪୪ଧାରା ଜାରି କରାଯାଇଛି । ଆଜି ପାରାଦୀପକୁ ଆସୁଥିବା କମାରି ଜାହାଜରେ ମାଲ ଅନଲୋଡିଂ ସମୟରେ ବିବାଦ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି । ଗଣ୍ଡଗୋଳ ଆଶଙ୍କା ଦେଖି ପୋର୍ଟ ପୁଲିସ ଛାଉଣୀରେ ପରିଣତ…
Read More...

ଜିଏସଟି ବିଲ ପାଇଁ ଆଜି ବସିବ ସ୍ୱତନ୍ତ୍ର ଅଧିବେଶନ : ଦିନିକିଆ ବିଧାନସଭା ଅଧିବେଶନରେ ବିଲକୁ ଗୃହୀତ ପାଇଁ ହେବ ଆଲୋଚନା

କନକ ବ୍ୟୁରୋ : ଆଜି ବସିବ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ। ଜିଏସଟି ବିଲକୁ ଅନୁମୋଦନ କରିବା ପାଇଁ ସରକାର ଏହି ଅଧିବେଶନ ଡାକିଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଏକ ପ୍ରସ୍ତାବ ଆଗତ କରିବେ। ସବୁ ଦଳର ବିଧାୟକ ଏସଂପର୍କିତ ଆଲୋଚନାରେ ଭାଗ ନେବେ।…
Read More...

ଜୋର୍ ଧରୁଛି ବିଜେଡି ବିଧାୟକଙ୍କ ଲାଂଚ ପ୍ରସଙ୍ଗ : ବିଜେପି ପରେ ବିଜେଡି ବିଧାୟକ ଦେଲେ ଏତଲା

କନକ ବ୍ୟୁରୋ : ଜୋର୍ ଧରୁଛି ବିଜେଡି ବିଧାୟକଙ୍କ ଲାଂଚ ପ୍ରସଙ୍ଗ। ବିଜେପି ପରେ ବିଜେଡି ବିଧାୟକ ଦେଲେ ଏତଲା। କ୍ୟାମେରାରେ କଥାବାର୍ତା କରିଥିବା ବ୍ୟକ୍ତି ବିରୋଧରେ ଏତଲା ଦେଇଛନ୍ତି ବିଜେଡିର ୪ ଜଣ ବିଧାୟକ। ଖାରବେଳ ନଗର ଥାନାରେ ଏନେଇ ଏତଲା ଦିଆଯାଇଛି । ୪ ଜଣ ବିଜେଡି ବିଧାୟକ ସୀମାରାଣୀ…
Read More...

ଇତିହାସର ହେବ ପୁନରାବୃତି : ୧୯୩୮ ପରେ ଜେନାପୁରରେ ପୁଣି ଏକ କୃଷକ ସମାବେଶ

ଯାଜପୁର : ଆଜି ଯାଜପୁର ଜିଲ୍ଲା ଜେନାପୁର ଆୟୋଜିତ ହେଉଛି ବିଶାଳ କୃଷକ ସମାବେଶ। ନବନିର୍ମାଣ କୃଷକ ସଂଘ ପକ୍ଷରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ଚାଷୀ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ଚାଷୀମାନଙ୍କ ଦାବିକୁ ଅଣଦେଖା କରି ଆସୁଥିବା ସରକାରଙ୍କୁ ଚାଷୀଙ୍କ ଏକତା…
Read More...

ସ୍ୱାମୀଙ୍କ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : କଳାହାଣ୍ଡିରେ ସ୍ୱାମୀ କାନ୍ଧରେ ସ୍ତ୍ରୀ ଶବ ବୁହା ଘଟଣାରେ ନବୀନଙ୍କୁ କୈଫିୟତ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିବା ସୂଚନା ମିଳିଛି । ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତ…
Read More...

ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣା : ଏତଲା ଦେଲେ ସଂପୃକ୍ତ ୪ ବିଜେଡି ବିଧାୟକ

ବିଜେପି ପରେ ବିଜେଡି ବିଧାୟକ ଦେଲେ ଏତଲା । ଷ୍ଟିଂଗ କରିଥିବା ବ୍ୟକ୍ତି ବିରୋଧରେ ଏତଲା ଦେଇଛନ୍ତି ବିଜେଡିର ୪ ଜଣ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି । ୪ ବିଜେଡି ବିଧାୟକ ସୀମାରାଣୀ ନାୟକ, ସୁଶାନ୍ତ ବେହେରା, ଅନାମ ନାୟକ ଓ ବିଜୟ ନାୟକଙ୍କ ପକ୍ଷରୁ ଏନେଇ ଏତଲା ଦିଆଯାଇଛି ।…
Read More...

ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର : ପେଟ୍ରୋଲ୍ ଲିଟର ପିଛା ୩ . ୩୮ ପଇସା ଓ ଡିଜେଲ ୨.୬୭ ପଇସା ବୃଦ୍ଧି

ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ୩୮ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୬୭ ପଇସା ବଢିଛି । ବର୍ଦ୍ଧିତ ଦର ଆଜି ମଧ୍ୟ ରାତିରୁ ଲାଗୁ ହେବ ।
Read More...

ଘଡିଏ ବର୍ଷାରେ ବେହାଲ୍ ହେଲା ରାଜଧାନୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି । ଭୁବନେଶ୍ୱରର ଗଳି କନ୍ଦିରୁ ରାଜରାସ୍ତା, ସବୁଠି ପାଣି । ଆଣ୍ଠୁୁଏ ଆଣ୍ଠୁଏ ପାଣିରେ ଅସ୍ତବ୍ୟସ୍ତ ହେଲେ ରାଜଧାନୀ ବାସୀ । ଏ ଦୃଶ୍ୟ ଦେଖି ଆପଣ ଅନୁମାନ କରିପାରୁଥିବେ କେମିତି ରହିଛି ସ୍ମାର୍ଟ ସିଟିର ସ୍ମାର୍ଟ…
Read More...

କ୍ୟାପିଟାଲ ହସ୍ପିଟାଲର ଖାମଖିଆଲ୍ ମନୋଭାବ : ଜଣ୍ଡିସ୍ ଆକ୍ରାନ୍ତ କହି ସୁସ୍ଥ ପିଲାକୁ କରିଦେଲେ ଅସୁସ୍ଥ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାନମାଝୀଙ୍କୁ ଆମ୍ବୁଲାନ୍ସ ମିଳିଲାନି ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି। କଳାହାଣ୍ଡିର ସ୍ୱାସ୍ଥ୍ୟସେବା ଓ ଜରୁରିକାଳିନ ସେବାକୁ ନେଇ ବିତର୍କ ଆରମ୍ଭ ହୋଇଛି । ହେଲେ କେବେ ଭାବିଛନ୍ତି ରାଜଧାନୀର ସରକାରୀ ହସ୍ପିଟାଲ କଥା । କେତେ ଖାମଖିଆଲ ଭାବେ ଚାଲିଛି…
Read More...

ଜେରା ହେବେ ବିଧାୟକ : ମହଙ୍ଗା ପଡିବ ଲାଂଚ ପାଇଁ ମୁଲଚାଲ

କନକ ବ୍ୟୁରୋ : ଅପରେସନ ବ୍ଲାକସ୍ପଟରେ ଧରାପଡିଥିବା ବିଧାୟକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେଲା । ଏଥିପାଇଁ ଭିଜିଲାନ୍ସର ୫ଟି ଟିମ୍ ପ୍ରସ୍ତୁତ ହୋଇଛି । ପ୍ରଥମେ ତଥ୍ୟ ଭିତିକ ଭିଡିଓ ଓ ଅଡିଓର ଫରେନସିକ୍ ଯାଂଚ ହେବ । ଖାଲି ଏତିକି ନୁହେଁ, ନିରପେକ୍ଷ ତଦନ୍ତ ପାଇଁ ଲାଂଚ କାରବାରରେ ସଂପୃକ୍ତ…
Read More...