Browsing Category

ନ୍ୟୁଜ୍

ମର୍ଡରର ମାଷ୍ଟର୍ : ସତ୍ୟ ହତ୍ୟା ମିଛ କାହାଣୀ

କନକ ବ୍ୟୁରୋ : ରାଜଧାନୀର ମର୍ଡରର ମାଷ୍ଟର୍। କୋଚିଂ କ୍ଲାସର କ୍ରୋଧୀ ଟିଚର୍ । ଯିଏ ଟ୍ୟୁସନ୍ ପଢାଉ ପଢାଉ ବନିଯାଇଛନ୍ତି ହତ୍ୟାକାରୀ। ଚନ୍ଦ୍ରଶେଖରପୁର ଥାନାରେ ବସି ନାଲି ଆଖି ଦେଖାଉଥିବା ଏ ହେଉଛନ୍ତି ରଶ୍ମୀରଂଜନ ସାହୁ। ଯିଏ ଗତକାଲି ଅପରାହ୍ନରେ ଜଣେ ଛାତ୍ରଙ୍କ ମାଆକୁ ତଂଟି ଚିପି…
Read More...

କୁନିଝିଅକୁ ବି ଛାଡିଲେନି : ଇଂରାଜୀ ମିଡିୟମ ସ୍କୁଲରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀର ଇଂରାଜୀ ମିଡିୟମ ସ୍କୁଲରେ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ନେଇ ଚାଂଚଲ୍ୟ। ରାଜଧାନୀ ଉପକଣ୍ଠ ଗଙ୍ଗପଡାରେ ଥିବା ସେଂଟ୍ ଜାଭିୟର ସ୍କୁଲରେ ଘଟିଛି ଏହି ଜଘଣ୍ୟ ଘଟଣା। ସ୍କୁଲର ବାଥରୁମରେ ଜଣେ କେଜି ଟୁରେ ପଢୁଥିବା ସାଢେ ୪ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି…
Read More...

ଆମ୍ବୁଲାନ୍ସ ଦେଲେନି ହେଲେ ଦେଲେ ନାଲିବତୀ : ଧାନଙ୍କୁ ହାଇଜାକ୍ ଡ୍ରାମା

କନକ ବ୍ୟୁରୋ : କେବଳ ରାଜ୍ୟ ନୁହେଁ ଦିଲ୍ଲୀର ବଡ଼ ବଡ଼ ସାମ୍ବାଦିକଙ୍କ ମୁହଁରେ ଏବେ ଧାନ ମାଝୀଙ୍କ ନାଁ û ଏଭଳି ଗୋଟିଏ ହୃଦୟ ବିଦାରକ ଚିତ୍ର ନବୀନଙ୍କ ସଫେଦ୍ କୁର୍ତାରେ କଳା ବୋଳି ଦେଇଛି। ତେଣୁ ସରକାରୀ ବାବୁମାନେ ଆଉ ଚାହୁଁନାହାଁନ୍ତି ଧାନଙ୍କୁ ମିଡ଼ିଆର କ୍ୟାମେରା ଆଗକୁ ଆଣିବାକୁ। ଏଥିପାଇଁ…
Read More...

ନିଳାଦ୍ରୀ ବିଜେ ବିଶୃଙ୍ଖଳା ଘଟଣା : ହାଜତକୁ ଗଲେ ସେବାୟତ ରବିଦାସ

କନକ ବ୍ୟୁରୋ : ହାଜତକୁ ଗଲେ ସେବାୟତ ରବିଦାସ। ନିଳାଦ୍ରୀ ବିଜେରେ ବିଶୃଙ୍ଖଳାକାରୀ ସେବାୟତ ରବି ଦାସଙ୍କୁ ଦତାତୋଟ ଅଂଚଳରୁ ଗିରଫ କରିଥିଲେ ପୁରୀ ପୋଲିସ। ଦୀର୍ଘଦିନ ଧରି ଫେରାର ଥିଲେ ରବି ଦାସ। ତାଙ୍କୁ ପଳାତକ ଘୋଷଣା କରିଥିଲା ପୋଲିସ। ଏହି ବିଶୃଙ୍ଖଳାରେ ୯ଜଣ ସେବାୟତଙ୍କୁ ପୋଲିସ ପଳାତକ…
Read More...

ସ୍ୱାମୀ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା : ଉନ୍ମୋଚନ ହୋଇନଥିଲା ବୋଲି ଗଡିପାରିଲାନି ମହାପ୍ରୟାଣ ଆମ୍ବୁଲାନ୍ସ

କଳାହାଣ୍ଡି : ଦୁଇଟି ଦୃଶ୍ୟ । ଗୋଟେ ପଟେ ଧନା ମାଝୀ କିଭଳି ଭାବେ ସ୍ତ୍ରୀର ଶବକୁ କାନ୍ଧରେ ବୋହିକି ନେଉଛନ୍ତି। ଅନ୍ୟଟି ହେଉଛି କଳାହାଣ୍ଡି ଭବାନୀପାଟଣାରେ ମୁଖ୍ୟ ଚିକିତ୍ସାଳୟ ଆଗରେ ଥୁଆ ହୋଇଥିବା ମହାପ୍ରୟାଣ ଆମ୍ବୁଲାନ୍ସର। ଗତକାଲି ମୁଖ୍ୟମନ୍ତ୍ରୀ ଏହି ମହାପ୍ରୟାଣ ଆମ୍ବୁଲାନ୍ସର…
Read More...

ଢେଙ୍କାନାଳ ପୌରସଂସ୍ଥାରେ ଦୁର୍ନୀତି ଅଭିଯୋଗ : ଜେଲ୍ ଗଲେ ବିଦାୟୀ ନିର୍ବାହୀ ଅଧିକାରୀ

ଢେଙ୍କାନାଳ : ଢେଙ୍କାନାଳ ମ୍ୟୁନିସିପାଲିଟିର ବିଦାୟୀ ନିର୍ବାହୀ ଅଧିକାରୀ ପଦ୍ମନାଭ ନାଏକ। ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ବିଦାୟୀ ଇଓ ତାଙ୍କ ବାସଭବନରେ କ୍ୟାସବୁକ, ଚେକବୁକ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଫାଇଲ ମଗାଇ କାମ କରୁଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ଦୁଇ ପୌର କର୍ମଚାରୀ…
Read More...

ଶିଶୁ ଶ୍ରମିକ ଆଇନକୁ ଉପହାସ : ପର ଘରେ ମୂଲ ଲାଗୁଛି ୧୫ ବର୍ଷର ନାବାଳିକା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କଲେଇ ଗାଁ ପଂଚାୟତର କୁଲିହାରୀ ଗାଁ । ଏଇ ଗାଁର କ୍ଷେତ୍ରୀ ତାଣ୍ଡିଙ୍କ ଝିଅ ଦିବ୍ୟଭାରତୀ ତାଣ୍ଡି, ବୟସ ମାତ୍ର ୧୫ ବର୍ଷ। ହେଲେ ଏଇ ବୟସରେ ବି ତାକୁ ପୋଷିବାକୁ ପଡୁଛି ୪ ପ୍ରାଣୀ କୁଟୁମ୍ବ। ଭାରତୀର ମାଆ କେବେଠୁ ଆରପାରିକୁ ଚାଲିଯାଇଛି। ଆଉ…
Read More...

ସ୍ୱାମୀ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା : ଜିଲ୍ଲାପାଳ ଓ ସିଡିଏମଓଙ୍କୁ ରାଜ୍ୟ ମାନବାଧିକାର କମିସନଙ୍କ ଜବାବ ତଲବ

କଳାହାଣ୍ଡି : କଳାହାଣ୍ଡିରେ ସ୍ୱାମୀ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା । ନିଜ ଆଡୁ ମାମଲା କଲେ ରାଜ୍ୟ ମାନବାଧିକାର କମିସନ। କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ରାଜ୍ୟ ମାନବାଧିକାର ରିପୋର୍ଟ ତଲବ କରିଛନ୍ତି । ୨ ସପ୍ତାହ ମଧ୍ୟରେ ଘଟଣାର ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।…
Read More...

କେନ୍ଦୁଝର : ଜଗମୋହନପୁରରେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ତେଲକୋଇ ଥାନା ଜଗମୋହନପୁରରେ ନୃଶଂସ ହତ୍ୟାକାଣ୍ଡ । ପୋଖରୀ କୂଳରୁ ଜଣେ ଯୁବକ ଓ ଜଣେ ଯୁବତୀର ମୃତ ଦେହ ଉଦ୍ଧାର । ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ । ଏପରିକି ଦୁବୃର୍ତମାନେ ଯୁବତୀଙ୍କର ଶରୀର ବିଭିନ୍ନ ଅଙ୍ଗକୁ କାଟି ପକାଇଥିବା ଦେଖିବାକୁ…
Read More...