Browsing Category

ନ୍ୟୁଜ୍

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆଉ ଏକ ସଫଳତା : ମସ୍କୋ ସାଣ୍ଡଆର୍ଟରେ ପାଇଲେ ପିପୁଲ୍ସ ଚଏସ୍ ପୁରସ୍କାର

ସଫଳତାର ବହିରେ ଆଉ ଏକ ପୃଷ୍ଠା ଯୋଡିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୬୦ହଜାର ଭୋଟ୍ ପାଇ ମସ୍କୋ ସାଣ୍ଡଆର୍ଟରେ ସୁଦର୍ଶନ ଜିତିଛନ୍ତି ପିପୁଲ୍ସ ଚଏସ୍ ପୁରସ୍କାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଠାରେ ଉପସ୍ଥିତ ପ୍ରାୟ ୮୦ହଜାର ଦର୍ଶକଙ୍କ…
Read More...

କୃପାଜଳ ଇଂଜିନିୟରିଂ କଲେଜ ସମ୍ମୁଖ ଆନ୍ଧ୍ରବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

ସିକ୍ୟୁରିଟି ଗାର୍ଡଙ୍କୁ ହାଣି ଲକ୍ଷାଧିକ ଟଙ୍କା ଲୁଟ୍ । କୃପାଜଳ ଇଂଜିନିୟରିଂ କଲେଜ ସମ୍ମୁଖ କୌଶଲ୍ୟା ଗଙ୍ଗା ନଗର ଆନ୍ଧ୍ର ବ୍ୟାଙ୍କ ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ । ୭ ଜଣ ଦୁର୍ବୃତ ପଲସରରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ଷ୍ଟ୍ରଙ୍ଗ ରୁମରେ ପଶି ଲୁଟେରାମାନେ ସୁନା…
Read More...

ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ଦାବି ଘଟଣା : ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଲା ବିଜେପି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଲାଂଚ ଦାବି ଘଟଣା । ବିଜେଡିର ୪ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟ – ୧୯୮୮ ଅନୁସାରେ…
Read More...

ବସ୍ତି ଉଚ୍ଛେଦ ପ୍ରତିବାଦରେ ତାତିଲେ କିନ୍ନର : ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ବିଏମସି ଗାଡି ଭଙ୍ଗାରୁଜା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ତି ଉଚ୍ଛେଦ ବିରୋଧରେ ବିଏମସି ଓ କିନ୍ନର ମୁହାଁମୁହିଁ । ବିନା ନୋଟିସରେ ବସ୍ତି ଉଚ୍ଛେଦ ପାଇଁ ଆସିଥିବା ବିଏମସି ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ପାଖରେ ଥିବା କିନ୍ନର ବସ୍ତି ଉଚ୍ଛେଦ ପାଇଁ ହଠାତ୍ ପଂହଚିଥିଲେ…
Read More...

ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣାରେ ୪ ବିଧାୟକଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣାରେ ୪ ବିଧାୟକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । କ୍ୟାପିଟାଲ୍ ଥାନାରେ ଏତଲା ଦେଇଛି ବିଜେପି । ଏହା ସହ ଶିଳ୍ପ ପାଇଁ ୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣା : ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ…
Read More...

ମୋଦିଙ୍କ ରାସ୍ତାରେ ନବୀନ : ଆରମ୍ଭହେବ ମୁଖ୍ୟମନ୍ତ୍ରୀଙ୍କ ‘ବିଜୁ ଗାଁ ରେଡିଓ’ କାର୍ଯ୍ୟକ୍ରମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୋଦିଙ୍କ ରାସ୍ତାରେ ନବୀନ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ପରି ଆରମ୍ଭହେବ ମୁଖ୍ୟମନ୍ତ୍ରୀଙ୍କ ‘ବିଜୁ ଗାଁ ରେଡିଓ’ କାର୍ଯ୍ୟକ୍ରମ । ରାଜ୍ୟ ସରକାର ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଏହି ରେଡିଓ ପ୍ରସାରଣ । ଏହା ମାଧ୍ୟମରେ କୃଷକ ମାନଂକୁ…
Read More...

ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକଙ୍କ ଲାଂଚ ମାଗିବା ଘଟଣା : ତଦନ୍ତ ପାଇଁ ଗଠନ ହୋଇଛି ୫ ଟି ଟିମ୍

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକଙ୍କ ଲାଂଚ ମାଗିବା ଘଟଣା ଭିଜିଲାନ୍ସ ନିର୍ଦେଶକ ଆର.ପି. ଶର୍ମାଙ୍କ ସୂଚନା ତଦନ୍ତ ପାଇଁ ଗଠନ ହୋଇଛି ୫ ଟି ଟିମ୍ । ଫରେନସିକ ଲ୍ୟାବରେ ଅଡିଓ ଏବଂ ଭିଡିଓର ହେବ ଯାଂଚ । ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ କରିବ ଭିଜିଲାନ୍ସ ।…
Read More...

ଖୋର୍ଦ୍ଧା ବାଲୁଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଖୋର୍ଦ୍ଧା : ଖୋର୍ଦ୍ଧା ବାଲୁଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ–ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି ।
Read More...

ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ତଦନ୍ତ ବିରୋଧରେ ହିଂଦୋଳରେ ବିଜେପି କର୍ମୀଙ୍କ ବିକ୍ଷୋଭ

ହିଂଦୋଳ : ବିଧାୟକ ଲାଂଚ ମାଗିବା ଘଟଣାରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଧାୟିକା ସୀମାରାଣୀ ନାୟକଙ୍କ ହିଂଦୋଳ  ନିର୍ବାଚନୀ ମଣ୍ଡଳୀରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ରାଲି କରାଯାଇଛି। ବିଜେପି କର୍ମୀମାନେ ତେଲିଭୂଇଁ ଛକରୁ ଏକ ରାଲିରେ…
Read More...

ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା : ଗୃହ ବିଭାଗକୁ ତଦନ୍ତ ରିପୋର୍ଟ ଦେଲେ ଉତରାଂଚଳ ଆରଡିସି

ବରଗଡ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଆସିଲା ରିପୋର୍ଟ। ସନ୍ତୋଷ ଗଙ୍ଗୱାରଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଗୃହ ବିଭାଗକୁ ରିପୋର୍ଟ ଦେଇଛନ୍ତି ଉତରାଂଚଳ ଆରଡିସି ଭାଷ୍କର ଜ୍ୟୋତି ଶର୍ମା। ରିପୋର୍ଟରେ ଫଟୋ ଭିଡିଓ ଓ ୪୯ ଜଣଙ୍କ ବୟାନ ଉଲ୍ଲେଖ ରହିଛି। ଗତ ଜୁନ ୨୪ରେ ବରଗଡ ଗସ୍ତରେ…
Read More...