Browsing Category

ନ୍ୟୁଜ୍

ବ୍ଲଡ ବ୍ୟାଙ୍କରେ ଏଚ୍ଆଇଭି ରକ୍ତ

ଗଞ୍ଜାମ : ସ୍ୱାସ୍ଥ୍ୟ ବିଭାଗର ପିଛା ଛାଡୁନି ବିବାଦ। କେତେବେଳେ ଡାକ୍ତରଙ୍କ ଅବହେଳାକୁ ନେଇ ବିଭାଗ ହରଡଗଣାରେ ପଡୁଛି ତ ପୁଣି କେତେବେଳେ କର୍ମଚାରୀଙ୍କ ମାନବିକତାକୁ ନେଇ । ଏବେ ଅଭିଯୋଗ ଆସିଛି ମେଡିକାଲ ରକ୍ତ ଭଣ୍ଡାରର କର୍ମଚାରୀଙ୍କ ଖାମଖିଆଲ ମନୋଭାବକୁ ନେଇ । ଜଣେ ୪ବର୍ଷର ବୟସର…
Read More...

ବିଧାୟକଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର : ବିଜେଡି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ୪ ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ସଫେଇ ରଖିଛି ବିଜେଡି ।  ମଜାରେ କହିଥିବା କଥାକୁ ଅଯଥାରେ ବଡ ରୂପ ଦିଆଯାଉଛି । ଏହି କଥାର କିଛି ମୂଲ୍ୟ ନାହିଁ, ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ମାତ୍ର ବୋଲି କହିଛନ୍ତି ଦଳର ମୁଖପାତ୍ର…
Read More...

ମାଲକାନଗିରିରେ କିନ୍ନରଙ୍କୁ ମାଡ ଘଟଣାର ତଦନ୍ତ ଆରମ୍ଭ : କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ କିନ୍ନର ସଂଘର ଦାବି

ମାଲକାନଗିରି : ମାଲକାନଗିରି କିନ୍ନରଙ୍କୁ ମାଡ ଘଟଣାରେ ତଦନ୍ତ ଆରମ୍ଭ । ଜିିଲ୍ଲାପାଳଙ୍କଠାରୁ ନିର୍ଦେଶ ପାଇ ମାଥିଲି ବିଡିଓ ଓ ଏବଂ ଥାନାଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡାଠାରେ ୮ମାସ ତଳେ ୨ଜଣ କିନ୍ନରଙ୍କୁ…
Read More...

ମାଲକାନଗିରି ବିଚ୍ଛିନ୍ନାଂଚଳରେ ସ୍ଥିତି ପରିଖିଲା କନକ ନ୍ୟୁଜ : ଗୁରୁପ୍ରିୟା ଘାଟର ରିୟଲିଟି ଚେକ୍

ମାଲକାନଗିରି : ହୀରାକୁଦରେ ବୋଟ ଦୁର୍ଘଟଣା ପରେ ସମସ୍ତ ଯାତ୍ରୀବାହୀ ଡଙ୍ଗାରେ ଲାଇଫ ଜ୍ୟାକେଟ, ଫିଟନେସ୍ ଓ ଇନ୍ସୁରାନ୍ସ ବାଧ୍ୟତାମୂଳକ ବୋଲି ସରକାର ନିର୍ଦେଶ ଦେଇଥିଲେ । କିନ୍ତୁ ମାଲକାନଗିରି ଗୁରୁପ୍ରିୟା ଘାଟରେ ଏହି ସବୁ ନିର୍ଦେଶକୁ ଅବମାନନା କରାଯାଉଛି । କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ…
Read More...

ନବରଙ୍ଗପୁରର କରୁଣ ଚିତ୍ର : ଆସିଲାନି ଆମ୍ବୁଲାନ୍ସ ଅଟୋରେ ଗଲେ ପ୍ରସୂତି

ନବରଙ୍ଗପୁର : ଠିକଣା ସମୟରେ ଆମ୍ବୁଲାନ୍ସ ଆସିଲାନି ବୋଲି ଅଟୋରେ ଜନ୍ମ ହୋଇ ମୃତ୍ୟୁ ବରଣ କଲା ନବଜାତକ ଶିଶୁ କନ୍ୟା । ୧୦୨ କି ୧୦୮ଆମ୍ବୁଲାନ୍ସ ଗର୍ଭବତୀଙ୍କ ନିକଟରେ ପହଂଚି ନପାରିବାରୁ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଚଳାଣଗୁଡା ଗାଁରେ । ଗର୍ଭବତୀଙ୍କୁ ଅଟୋରେ ମେଡିକାଲ…
Read More...

କନକ ନ୍ୟୁଜର ଅପରେସନ ବ୍ଲାକ ସ୍ପଟ୍ : ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ସ୍ପଷ୍ଟିକରଣ ରଖନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । କନକ ନ୍ୟୁଜର ଅପରେସନ ବ୍ଲାକ ସ୍ପଟ୍ ପରେ ଏହି…
Read More...

ହୀରାକୁଦ ବନ୍ଧ ବାମପଟ ସ୍ପିଲ-ୱେର ହେବ ମରାମତି : ରିମୋଟ ଅପରେଟେଡ ଭେଇକିଲର ସର୍ଭେ ରିପୋର୍ଟରୁ ଏହା ସୂଚନା

କନକ ବ୍ୟୁରୋ : ହୀରାକୁଦ ବନ୍ଧ ବାମ ସ୍ପିଲୱେ ଅଂଚଳରେ ମରାମତି ଆବଶ୍ୟକ । ରିମୋଟ ଅପରେଟେଡ ଭେଇକିଲର ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ସର୍ଭେ ରିପୋର୍ଟରେ ୬ଟି ଜାଗାରେ ସିମେଂଟ ଛାଡିଥିବା ଫଟୋରୁ ସ୍ପଷ୍ଟ ହୋଇଛି । ସେହିପରି କାନ୍ଥରୁ କେବଳ ସିମେଂଟ ଛାଡିଛି ନା ବଡ ଫାଟ ମଧ୍ୟ ରହିଛି…
Read More...

ପରିବାରରେ ହସ ଫୁଟାଇବାକୁ ଘରୁ ପାଦ କାଢିଥିଲେ ସୀମାଂଚଳ : ଦାଦନ ଦୁଃଖର କରୁଣ ଚିତ୍ର

ବ୍ରହ୍ମପୁର : ସୀମାଂଚଳ ଚାହିଁଥିଲେ ନିଜ ପରିବାରର ଓଠରେ ହସ ଦେଖିବାକୁ । ସେଥିପାଇଁ ଦରକାର ଥିଲା ଭଲ ରୋଜଗାର । ଭଲ ରୋଜଗାର କରିବା ଆଶାରେ ସେ ଘରୁ ପାଦ କାଢିଥିଲେ । ସାଜିଥିଲେ ଦାଦନ। ଚାଲିଯାଇଥିଲେ ସୁଦୂର ଚେନ୍ନାଇ। କିନ୍ତୁ ଚେନ୍ନାଇ ଯିବା ରାସ୍ତାରେ ଟ୍ରେନରେ ହିଁ ମୃତ୍ୟୁବରଣ କଲେ। ଏହା…
Read More...

ଅପରେସନ୍ ବ୍ଲାକସ୍ପଟ୍ କନକ ନ୍ୟୁଜର ମହାଖୁଲାସା : ବିରୋଧରେ ରାଜ୍ୟସାରା ବିକ୍ଷୋଭ ଓ ପ୍ରତିବାଦ

କନକ ବ୍ୟୁରୋ : ଅପରେସନ୍ ବ୍ଲାକସ୍ପଟ୍ କନକ ନ୍ୟୁଜର ମହାଖୁଲାସା ପରେ ରାଜ୍ୟର ସବୁଆଡେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା। ଡିଲ୍ ବେଳେ କ୍ୟାମେରାରେ ଧରାପଡିଲେ ଚାରିଜଣ ବିଧାୟକ । ଧରାପଡିଥିଲା ୪ ଜଣ ବିଧାୟକଙ୍କ ଅସାଧୁ ଡିଲ୍। ବିଧାୟକ ମାନଙ୍କ ମହାଖୁଲାସା ପରେ ଦେଖାଦେଇଛି ପ୍ରତିକ୍ରିୟା ।…
Read More...

କ୍ରୀଡାବିତଙ୍କୁ ଓଡିଶା ସରକାରଙ୍କ ସମ୍ମାନ : ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ ଉସôବ ଅନୁଷ୍ଠିତ ହୋଇଛି । ଜାତୀୟ କ୍ରୀଡା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର, ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଓ…
Read More...