Browsing Category

କଂଗ୍ରେସ

ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା କଂଗ୍ରେର ପ୍ରାର୍ଥୀତାଲିକା ସମ୍ପୂର୍ଣ୍ଣ ମିଛ ! ମିଥ୍ୟା ତଥ୍ୟ ପରିବେଷଣ ନକରିବା ପାଇଁ…

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ଘୁରିବୁଲୁଛି କଂଗ୍ରେର ପ୍ରାର୍ଥୀତାଲିକା । କଂଗ୍ରେସର ପ୍ରାର୍ଥୀ ତାଲିକା ଭାଇରାଲ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଏଭିଳି କୌଣସି ତାଲିକା ଏଯାଏ ପ୍ରକାଇ ପାଇନାହିଁ । ଏଯାଏଁ ତାଲିକା ପ୍ରସ୍ତୁତ…
Read More...

ହାତ ଚିହ୍ନରେ ଲଢିବ କିଏ ? ମୈଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମ୍ଭାବ୍ୟ ତାଲିକାର ଦୁଇଟି ଆସନରେ…

କନକ ବ୍ୟୁରୋ : ଆସିଲା କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା । ସିଇସି କମିଟିକୁ ପଠାଇଯାଇଥିବା ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିବା ପରେ କଂଗ୍ରେସ ଟିକେଟ ଘୋଷଣାକୁ କେବଳ ଅପେକ୍ଷା କରାଯାଇଛି । ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏବେ ସାମ୍ନାକୁ ଆସିଛି…
Read More...

ତାଲିକା ଗଲା, ଘୋଷଣାକୁ ଅପେକ୍ଷା! ସିଇସି କମିଟିକୁ ଗଲା କାହାର ନାଁ, ଦେଖନ୍ତୁ କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ପୂରା…

କନକ ବ୍ୟୁରୋ : ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ କଂଗ୍ରେସ ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଏକରକମ ସ୍ଥିର ହୋଇସାରିଛି । କେବଳ ଯାହା ଘୋଷଣାକୁ ଅପେକ୍ଷା । ଆଜି କଂଗ୍ରେସର ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ସିଇସି…
Read More...

କାହାକୁ ମିଳିବ କଂଗ୍ରେସ ଟିକେଟ୍ ? ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହେଲା ମାନସ ମନ୍ଥନ

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ରାଜ୍ୟ କଂଗ୍ରେସ କସରତକୁ ଜୋରଦାର କରିଛି । ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେବାକୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ନିର୍ବାଚନ କମିଟି, ପିଇସିର ବୈଠକ ଚାଲିଛି । ପିଇସି ପ୍ରାର୍ଥୀ ତାଲିକା…
Read More...

ରାହୁଲ ଗାନ୍ଧିଙ୍କ ବରଗଡ ଗସ୍ତ ବାତିଲ ! କୋରାପୁଟ ମହିଳା ସମାବେଶରେ ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ।

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ଏଦି ଦିନ ସେ ବରଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ରାହୁଲଙ୍କ ବରଗଡ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ସେପଟେ ଆସନ୍ତା ୮ ତାରିଖରେ ରାହୁଲ ଗାନ୍ଧି କୋରାପୁଟ…
Read More...

ଆସନ୍ତା ୮ରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ବରଗଡରେ ସାଧାରଣ ସଭାରେ ରାହୁଲ ଦେବେ ଉଦବୋଧନ

କନକ ବ୍ୟୁରୋ : ଆସନ୍ତା ୮ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ଚୂଡ଼ାନ୍ତ ହୋଇଛି। ଉତ୍ସାହିତ ପିସିସି ଏହି ସମାବେଶକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରବିବାର ପିସିସିର ଏକ ପ୍ରତିନିଧି ଦଳ ବରଗଡ଼ ଗସ୍ତ କରି ରାହୁଲଙ୍କ ସଭା ପାଇଁ ପଡ଼ିଆ ପରିଦର୍ଶନ…
Read More...

କଂଗ୍ରେସ ଟିକେଟ ଖଣ୍ଡିଏ ପାଇଁ…! କଂଗ୍ରେସ ଭବନ ପରେ ଏବେ ପିସିସି ସଭାପତିଙ୍କ ବାସଭବନରେ ଲମ୍ବା ଲାଇନ ଲଗାଉଛନ୍ତି…

କନକ ବ୍ୟୁରୋ : ନିର୍ବାଚନରେ ଟିକେଟ୍ ପାଇଁ କଂଗ୍ରେସରେ ଆଶାୟୀ ପ୍ରାର୍ଥୀଙ୍କ କସରତ୍ । ଟିକେଟ୍ ପାଇଁ ଲାଗୁଛି ଲମ୍ବା ଲାଇନ୍ । ଜଣକ ପରେ ଜଣେ ଆଶାୟୀ ପ୍ରାର୍ଥୀ ଏବଂ ଯୁବ ନେତା, ପିସିସି ମୁଖିଆଙ୍କ ପାଖରେ ପହଁଚି ଟିକେଟ୍ ପାଇଁ ଦାବି ଜଣାଉଛନ୍ତି । ଗତ ୫ ବର୍ଷ ଭିତରେ ଦଳ ପାଇଁ କଣ କରିଛନ୍ତି…
Read More...

ଓଡ଼ିଶା କଂଗ୍ରେସ ଆପଣାଇଲା ଛତିଶଗଡ଼ ମଡେଲ ! ବିଭିନ୍ନ ବର୍ଗର ଲୋକଙ୍କ ମତାମତକୁ ନେଇ ଇସ୍ତାହାର ପ୍ରସ୍ତୁତ କରିବ ଦଳ ।

କନକ ବ୍ୟୁରୋ : ପଡୋଶୀ ଛତିଶଗଡ ମଡେଲକୁ ଆପଣାଇବ ରାଜ୍ୟ କଂଗ୍ରେସ । ଛତିଶଗଡରେ କଂଗ୍ରେସର ଅପ୍ରତ୍ୟାଶିତ ସଫଳତା ଦେଖିବା ପରେ ସେମାନଙ୍କ ମଡେଲକୁ ଓଡିଶାରେ ଲାଗୁ କରିବା ନେଇ ଚାଲିଛି ଜୋରଦାର କସରତ । ଛତିଶଗଡରୁ ନେତା ଆସିଛନ୍ତି ରାଜ୍ୟ କଂଗ୍ରେସ ନେତାଙ୍କୁ ଟ୍ରେନିଂ ଦେବା ପାଇଁ । ଛତିଶଗଡରୁ ଏକ…
Read More...

କିଏ ପାଇବ କଂଗ୍ରେସ ଟିକେଟ? ପିସିସି କାର୍ଯ୍ୟାଳୟରେ ଲାଗିଲା ନେତାଙ୍କ ଭିଡ, ଅନ୍ୟପଟେ କଂଗ୍ରେସ ସମର୍ଥନରେ ବୈଜୟନ୍ତ…

କନକ ବ୍ୟୁରୋ : ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ କଂଗ୍ରେସ ଟିକେଟ ଆଶାୟୀଙ୍କ ମଧ୍ୟରେ ଛନକା ପଶିଛି । କାହାକୁ ମିଳିବ ଟିକେଟ ଆଉ କାହାର କଟିବ ଟିକେଟ ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଗୋଟିଏ ଗୋଟିଏ ଜିଲ୍ଲାରୁ ୧୦ ଜଣ ଟିକେଟ ଆଶାୟୀ ଆସିବାର ନଜିର ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟ…
Read More...

ପ୍ରଦେଶ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଜାରି ! କଂଗ୍ରେସ ଭବନରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଭିଡ

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କଂଗ୍ରେସ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ଗତକାଲି ଠାରୁ ବସିଛି ସ୍କ୍ରିନିଂ କମିଟି ବୈଠକ । କଂଗ୍ରେସରେ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି…
Read More...