Browsing Category

କଂଗ୍ରେସ

ଦଳବଦଳ ରାଜନୀତି ଯୋଗୁଁ ସରଗରମ ରାଜ୍ୟ ରାଜନୀତି ! ଶଙ୍ଖ ଫୁଙ୍କିଲେ ଝିଅ ସୁନୀତା, ହେମାନନ୍ଦ କହିଲେ ଏହା ଦଳ ପାଇଁ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ହେବାରେ ଲାଗିଛି । ରାଜ୍ୟରେ ଏବେ ଚାଲିଛି ଦଳଡିଆଁ ରାଜନୀତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳବଦଳ କରିବା ଓ ବିଜୟ ସମ୍ଭାବନା ଥିବା ଦଳରୁ ଟିକେଟ ହାତେଇବା ନେତାଙ୍କ ପାଇଁ ଅତି ସାଧାରଣ କଥା ।…
Read More...

ବିଶ୍ୱ ମହିଳା ଦିବସରେ ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକ୍: ଜୟପୁରରେ ଛିଡା କଲେ ପ୍ରତିଶ୍ରୁତିର ପାହାଡ, କଂଗ୍ରେସ କ୍ଷମତାକୁ…

କନକ ବ୍ୟୁରୋ: ୨୦୧୯ରେ ଜୋରଦାର ପ୍ରତିଦ୍ୱନ୍ଦିତା ପାଇଁ ପ୍ରସ୍ତୁତି କରୁଛି କଂଗ୍ରେସ । ଆଉ ରାଜ୍ୟ ନେତୃତ୍ୱର ମାର୍ଗଦର୍ଶନ କରିବାକୁ ବାରମ୍ବାର ଓଡିଶା ଆସୁଛନ୍ତି ଦଳର ମୁଖିଆ ରାହୁଲ ଗାନ୍ଧି । ଓଡିଶାବାସୀଙ୍କୁ ଅଜାଡି ଦେଇଛନ୍ତି ଗଦା ଗଦା ପ୍ରତିଶ୍ରୁତି । ବିଶ୍ୱ ମହିଳା ଦିବସରେ କୋରାପୁଟ ଆସି…
Read More...

‘ହାଲ୍’କୁ ନେଇ ରାହୁଲଙ୍କ ହଲ୍ଲାବୋଲ ! କହିଲେ, ଓଡ଼ିଶାର ହକ୍ ଛଡ଼ାଇ ନେଲେ ମୋଦି, ଫାଇଦା ପାଇଲା ଫ୍ରାନ୍ସ ।

କନକ ବ୍ୟୁରୋ: ଜୟପୁରରେ କଂଗ୍ରେସ ସଙ୍କଳ୍ପ ସମାବେଶରେ ମୋଦିଙ୍କୁ ନିଶାନା କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜନସମାବେଶରେ (ହାଲ୍) ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷ ହେବ ବାୟୁସେନାଙ୍କ ପାଇଁ (ହାଲ୍) ଠାରେ ବିମାନ ନିର୍ମାଣ କରାଯାଉଛି । ବିଶେଷ କରି କୋରାପୁଟ ଠାରେ…
Read More...

ଭୋଟ ହାତେଇବାକୁ ରାହୁଲଙ୍କ ମହିଳା କାର୍ଡ । ଜୟପୁରରୁ ଦେଲେ ଅଜଗ୍ର ପ୍ରତିଶ୍ରୃତି। କହିଲେ, କଂଗ୍ରେସ ଶାସନରେ ଆସିଲେ…

କୋରାପୁଟ ଜୟପୁର ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜୟପୁରରେ ଆୟୋଜିତ ମହିଳା ସମାବେଶରେ ସାମିଲ ହେବା ପରେ ଦଳୀୟ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ରାହୁଲ । ଜୟପୁର ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ନବୀନ…
Read More...

କଂଗ୍ରେସ ସରକାର ଗଢ଼ିଲେ ମହିଳାଙ୍କୁ ସଂରକ୍ଷଣ ଓ ଛାତ୍ରୀଙ୍କୁ ମାଗଣା ଉଚ୍ଚ ଶିକ୍ଷା ! ଜୟପୁର ସମାବେଶରେ ଘୋଷଣା କଲେ…

କନକ ବ୍ୟୁରୋ : ନିର୍ବାଚନ ଆଉ ଅଳ୍ପ ଦିନ ବାକି । ରାଜନୈତିକ ଦଳମାନେ ନିଜ ନିଜର ପ୍ରାଥମିକତା ଦୃଢ କରିବାରେ ଲାଗିଛନ୍ତି । ଓଡ଼ିଶା ଏବେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ପାଇଁ ରଣଭୂମି ପାଲଟି ଯାଇଛି । କେନ୍ଦ୍ରୀୟ ନେତାମାନେ ତୁହାକୁ ତୁହା ଓଡ଼ିଶା ଗସ୍ତରେ ଆସୁଛନ୍ତି । କହିବାକୁ ଗଲେ ନିର୍ବାଚନ…
Read More...

ଜୟପୁର ମହିଳା ସମାବେଶରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ ! କହିଲେ, ଶାସନକୁ ଆସିଲେ ମହିଳା ସଂରକ୍ଷଣ ନିଶ୍ଚିତ

କନକ ବ୍ୟୁରୋ : ଜୟପୁର ମହିଳା ସମାବେଶରେ ରାହୁଲ ଗାନ୍ଧୀ । ମହିଳା ଦିବସରେ ଶୁଭେଚ୍ଛା ଜଣାଇବା ସହ ମହିଳାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ…
Read More...

ଜୟପୁରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମହିଳାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ…

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାହୁଲ ଓଡିଶା ଗସ୍ତ କରିଛନ୍ତି । ରାହୁଲ କୋରାପୁଟର ଜୟପୁରରେ କର୍ମୀମାନଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ଆଗାମୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ…
Read More...

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ମହିଳା ମହାସମାବେଶରେ ଯୋଗ ଦେବାର ରହିଛି…

କନକ ବ୍ୟୁରୋ : ଆଜି ଜୟପୁର ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି ୪ ଘଣ୍ଟା ଏଠାରେ ରହିବା ସହ ଦୁଇଟି ୨ଟି କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ରାହୁଲ । କଂଗ୍ରେସର ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ…
Read More...

ଅଡୁଆ ବଢ଼ାଇଲା କଂଗ୍ରେସ ଟିକେଟ୍ ତାଲିକା ! ନାଁ ନଥିବା ନେତା ଆଣିଲେ ଅଭିଯୋଗ, କାହିଁକି କଟିଲା ଟିକେଟ ? ନିରଞ୍ଜନ କହିଲେ…

କନକ ବ୍ୟୁରୋ : ଗତକାଲି କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଭାଇରାଲ ହେବା ପରେ ଆଜି ଏହା ସତ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିରଂଜନ କହିଛନ୍ତି, ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରେ କିଛି ସତ୍ୟତା ନାହିଁ । ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା…
Read More...

ରାଜ୍ୟରେ ୭୫ ପ୍ରତିଶତ ଲୋକସଭା ଆସନରେ କଂଗ୍ରେସ ବଦଳାଇବ ପ୍ରାର୍ଥୀ । ୨୦୧୯ରେ ନୂଆ ପୁରୁଖା ମୁହଁକୁ ନେଇ ତାଲିକା…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମୈଦାନରେ ୨୧ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଚୟନରେ ବ୍ୟାପକ ପରିବର୍ତ୍ତନ କରିଥିବା କୁହାଯାଉଛି । ବୁଧବାର ବସିଥିବା ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଯେଉଁ ନାଁକୁ ଦିଲ୍ଲୀକୁ ପଠାଯାଇଛି, ସେଥିରୁ ଏହି ଗୁରୁତ୍ୱପୂର୍ଣ୍ଣ ଦିଗଟି ସାମ୍ନାକୁ ଆସିଛି ।…
Read More...