Daily Archives

April 23, 2024

୧୪ ଦିନ ବଢିଲା କେଜ୍ରିୱାଲ, କେ. କବିତାଙ୍କ ହାଜତ ଅବଧି: ୨୯ରେ ସୁପ୍ରିମକୋର୍ଟଙ୍କ ଶୁଶାଣି ଉପରେ ନଜର

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଭିତରେ ଆପକୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ନେତ୍ରୀ କେ. କବିତାଙ୍କ ହଜାତ ଅବଧି ବଢାଇଛନ୍ତି…

ସାବଧାନ! ଭୁବନେଶ୍ୱରରେ ବୁଲୁଛନ୍ତି ନକଲି ପୁଲିସ: ଆଖି ପିଛୁଳାକେ ଲୁଟି ନେଉଛନ୍ତି ସୁନା ଗହଣା

କନକ ବ୍ୟୁରୋ: ନକଲି ପୁଲିସକୁ ଧରିଛି ଅସଲି ପୁଲିସ । ପୁଲିସ ଓ ସ୍ପେଶାଲ ବ୍ରାଂଚର ପରିଚୟ ଦେଇ ଲୋକଙ୍କୁ ଲୁଟୁଥିଲେ । ଏକୁଟିଆ ମହିଳାଙ୍କୁ ଦେଖି ସୁନାଗହଣା ଝାମ୍ପି ନେଉଥିଲେ । ଭୁବନେଶ୍ୱର, ମୁମ୍ବାଇ ସମେତ ଅନ୍ୟ ରାଜ୍ୟରେ ମୋଷ୍ଟ ୱାଂଟେଡ୍ ଥିବା ୭ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ ।…

ପିନାକୀ ମିଶ୍ରଙ୍କ ମାନହାନୀ ମାମଲା: ଦିଲ୍ଲୀ ହାଇକୋର୍ଟ ଗଲେ ବିଜେଡି ସାଂସଦ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଫେରିଲେ ପିନାକୀ ମିଶ୍ର । ପୁରୀ ସାଂସଦଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି ବିଜେଡି ସାଂସଦ । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି…

ନାମାଙ୍କନ ଭରିଲେ ହେଭିୱେଟ୍ ନେତା: ପ୍ରାର୍ଥିପତ୍ର ଦାଖଲ କଲେ ଶରତ ପଟ୍ଟନାୟକ

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ୨୪ ଲଢେଇ ପାଇଁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ଆଜି ନୂଆପଡାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଜୁନାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର, ଦିଗପହଣ୍ଡିରେ…

ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର: ବିଜେଡି ବିଜେପି ବୟାନବାଜି

କନକ ବ୍ୟୁରୋ: ମତଦାନ ତାରିଖ ଯେତିକି ପାଖଉଛି, ବିଜେଡି-ବିଜେପି ମଧ୍ୟରେ ଆରୋପ ପ୍ରତିଆରୋପ ରାଜନୀତି ସେତେ ସରଗରମ ହେଉଛି । ନିର୍ବାଚନୀ ସଭା, ମିଶ୍ରଣ ପର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ…

ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ: ସମ୍ବଲପୁର ରାଜନୀତି ଉପରେ ପଡ଼ିବ କି ପ୍ରଭାବ?

କନକ ବ୍ୟୁରୋ: ଟିକେଟ୍ କଟିବା ପରେ ବିଜେଡି ଛାଡିଛନ୍ତି ରାଶେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁରରୁ ଟିକେଟ୍ ଆଶାୟୀ ଥିଲେ ପୂର୍ବତନ ବିଧାୟିକା । ରୋହିତ ପୂଜାରୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇ ସାମ୍ବାଦିକ ସମ୍ମିଳନୀରେ…