Daily Archives

April 23, 2024

ପୃଥିବୀ ଦିବସ: ବେଦାନ୍ତ ଆଲୁମିନିୟମ୍ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରିଛି ବାୟୋମାସ୍ର

କନକ ବ୍ୟୁରୋ: ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ବିଦ୍ୟୁତ୍ ଉତ୍ପାଦନ ପାଇଁ ବାୟୋମାସ୍ ବ୍ରିକେଟ୍ ନିୟୋଜନ ସହିତ ଇନ୍ଧନ ମିଶ୍ରଣକୁ ଅଧିକ ସ୍ଥାୟୀ କରିଛି । କମ୍ପାନୀ ବର୍ତମାନ ଓଡିଶାର ଲାଞିଗଡରେ ଥିବା ବିଶ୍ୱ ସ୍ତରୀୟ ଆଲୁମିନା ରିଫାଇନାରୀରେ ପ୍ରତିଦିନ ୨୦ ଟନ୍…

ମୋକିମଙ୍କ ଝିଅ ହେବେ ପ୍ରାର୍ଥୀ? କଂଗ୍ରେସର ପ୍ଲାନ-ବି ପ୍ରସ୍ତୁତ

କନକ ବ୍ୟୁରୋ: ଗିରଫ ହେବେ ନାହିଁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ୍ ମିଳିଛି । କୋର୍ଟଙ୍କ ଆଶ୍ୱାସ୍ତି ପରେ ବି ସେ ନିର୍ବାଚନ ଲଢିପାରିବେ ନାହିଁ । କେବଳ ପ୍ରଚାର କରିିବେ । ତେଣୁ ବାପାଙ୍କ ସ୍ଥାନରେ ଝିଅ ସୋଫିଆ…

ବଡ଼ଚଣା ପାଇଁ ବ୍ଲୁ ପ୍ରିଣ୍ଟ: ଶଙ୍ଖ ଭବନରେ ଆଶାୟୀଙ୍କ ମାନଭଞ୍ଜନ, ବର୍ଷାଙ୍କ ବିଜୟ ପାଇଁ ସଂକଳ୍ପ

କନକ ବ୍ୟୁରୋ: ବଡଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ କେମିତି ଜିତାଇବ ବିଜେଡି, ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ବର୍ଷାଙ୍କୁ ପ୍୍ରାର୍ଥୀ କରିବା ପରେ ଦଳର ପ୍ରାଥମିକତା ହେଉଛି, ସମ୍ଭାବ୍ୟ ବିଦ୍ରୋହକୁ ଏଡାଇବା । ଏହି କ୍ରମରେ ବଡଚଣା ପାଇଁ ପ୍ରବଳ ଦାବିଦାର ଥିବା ଅମର…

ସାରା ରାଜ୍ୟରେ ପାନ ବାଣ୍ଟିବ କଂଗ୍ରେସ । କଂଗ୍ରେସକୁ ହେବ କେତେ ଫାଇଦା?

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ପାନ ଭଣ୍ଡାର କାର୍ଯ୍ୟକ୍ରମ । ଲୋକଙ୍କୁ ମାଗଣାରେ କଂଗ୍ରେସ ବାଣ୍ଟିଛି ପାନ । ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ରାଜନୈତିକ ଦଳ ନିଜ ନିଜର ରଣକୌଶଳ ଆପଣାଉଛନ୍ତି । ଆଉ ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ନୂଆ ଅଭିଯାନ ଆରମ୍ଭ…

ବଢୁଛି ଗ୍ରୀଷ୍ମ ପ୍ରବାହ ବିଭିନ୍ନ ସ୍ଥାନରେ ହୁତ ହୂତ ହୋଇ ଜଳୁଛି ଜଙ୍ଗଲ , ଶିମିଳିପାଳ ଜଙ୍ଗଲରେ ଧୀରେ ଧୀରେ କାୟା…

କନକ ବ୍ୟୁରୋ: ବଢୁଛି ଗ୍ରୀଷ୍ମ ପ୍ରବାହ । ବିଭିନ୍ନ ସ୍ଥାନରେ ହୁତ ହୂତ ହୋଇ ଜଳୁଛି ଜଙ୍ଗଲ । ନିଁଆ ଲିଭାଇବା ପାଇ ଚାଲିଛି ପ୍ରୟାସ । ଖରାର ପ୍ରକୋପ ବଢିବା ସହ ତାପମାତ୍ରା ବଢୁଛି । ସେହିଭଳି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ଲିଭିପାରୁନି । ଧୀରେ ଧୀରେ କାୟା ବିସ୍ତାର…

ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ଷ୍ଟାର । ବାଦ୍ ପଡିଲେ ସିଦ୍ଧାନ୍ତ, ଅରିନ୍ଦମ ଏବଂ ଆକାଶ ।

କନକ ବ୍ୟୁରୋ: ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ଓଲିଉଡ୍ ଷ୍ଟାର । ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିବା ଓଲିଉଡ୍ ଷ୍ଟାରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ୍…