Daily Archives

April 12, 2024

ଉଧମପୁର ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଖୁବଶିଘ୍ର ରାଜ୍ୟ ମାନ୍ୟତା ପାଇବ ଜମ୍ମୁକାଶ୍ମୀର, କରାଯିବ ବିଧାନସଭା…

କନକ ବ୍ୟୁରୋ : ଖୁବଶୀଘ୍ର ଜମ୍ମୁ କାଶ୍ମୀର ଫେରି ପାଇବ ପୂର୍ଣ୍ଣ ରାଜ୍ୟର ମାନ୍ୟତା, ବିଧାନସଭା ନିର୍ବାଚନରେ ଭାଗନେବେ ଉପତ୍ୟାକାବାସୀ । ଉଧମପୁରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଧାରା ୩୭୦ ଉଛେଦ୍ଦ ପରେ ବିରୋଧୀ ଦଳ ଗୁଡିକ…

୧୭ରୁ ଅସମ୍ଭାଳ ହୋଇପାରେ ତାତି: ଆଜିର ତାପମାତ୍ରାଠାରୁ ବଢ଼ିପାରେ ୧୪ରୁ ୧୫ ଡ୍ରିଗୀ

କନକ ବ୍ୟୁରୋ: ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ ସହ ଗୁଳୁଗୁଳି । କାଳବୈଶାଖୀ ଯୋଗୁଁ ବର୍ତମାନ ପାଗ ଥଣ୍ଡା ରହିଥିବା ବେଳେ ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ଡେଇଁପାରେ ୪୦ ଡିଗ୍ରୀ । ୧୭ ତାରିଖ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆକଳନ କରିଛି…

ଜଟିଳ ହେଉଛି ଜୟପୁର ଗଣିତ! ଛିଣ୍ଡୁନି ବିଜେଡି ଓ ବିଜେପି ଅଙ୍କ? କେବେ ଘୋଷଣା ହେବ ଟିକେଟ୍?

କନକ ବ୍ୟୁରୋ: ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟରେ ପଡିବ ଭୋଟ । କୋରାପୁଟ ଲୋକସଭା ସମେତ ଏହା ଅଧିନରେ ଥିବା ୭ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ହେଲେ ଏଯାଏଁ ଜୟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି, ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ…

ବିଜେଡିରୁ ମିଳିଲାନି ଟିକେଟ୍: ରାତାରାତି ଦଳ ବଦଳାଇଲେ ନେତା 

କନକ ବ୍ୟୁରୋ: ପୂରଣ ହେଲା ନାହିଁ ଆଶା । ମିଳିଲା ନାହିଁ ଟିକେଟ୍ । ରାତି ଅଧିଆ ବଦଳିଗଲା ଦଳ । ରାତାରାତି ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୈଳାସ କୁଲେସିକା । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗେରୁଆ ଟୋପି ପିନ୍ଧିଛନ୍ତି ଲକ୍ଷ୍ମୀପୁରର…

ନିର୍ବାଚନକୁ ନେଇ ଆରମ୍ଭ ହେଲା କାଉଣ୍ଟଡାଉନ । ହାତରେ ମାତ୍ର ମାସେ ସମୟ । ଦଳ ଦେଖାଉଛନ୍ତି ବଳ, ଜନତାଙ୍କ ଶରଣରେ…

କନକ ବ୍ୟୁରୋ: ଏବେ ନିର୍ବାଚନକୁ ନେଇ ମାହୋଲ ଗରମ । ସବୁଠି ରାଜନୀତିର ଚର୍ଚ୍ଚା । ଯେଉଁଠି ଦେଖିବେ ସେଠି ନେତା-ପ୍ରାର୍ଥୀ-ଟିକେଟକୁ ନେଇ ଚର୍ଚ୍ଚା ହେଉଥିବ ନିହାତି । ଚା ଖଟି, ବସଷ୍ଟାଣ୍ଡ, ପରିବା ମାର୍କେଟ, ଗାଁ ହାଟ, ସାହି ଛକ ସବୁଠି ଏବେ ରାଜନୀତି ଏକ ହଟ୍ ଟପିକ୍ । କାହାର ରାଜନୀତି ଉପରେ…

ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ଦେଲା ଟିକେଟ୍: ବିଜେପି ଦେଇଛି ୪ ମହିଳା ପ୍ରାର୍ଥୀ, ୯ ଲୋକସଭା ଆସନରେ ଜଣେ…

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ହେବା ପରେ ସବୁ ଦଳ ଏହି କୋଟା ପୂରଣ କରିବେ ବୋଲି ଲାଗୁଥିଲା । ଗତ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ଓଡ଼ିଶାରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ୍ ଦେଇ କୋଟା ପୂରଣ କରିଛି ।…