Daily Archives

February 24, 2024

ଆସିଲା ‘ମୋ ବସ’ର ନୂଆ ଆପ୍ । ଏଣିକି ମୋବାଇଲରେ ଟିକେଟ ବୁକିଂ

କନକ ବ୍ୟୁରୋ: ମୋ ବସରେ ଯାତ୍ରା କରିବା ଆହୁରି ସହଜ ହେବ । ମୋ ବସ୍ କେଉଁଠି ଅଛି ଗୋଟିଏ କ୍ଲିକରେ ଲାଇଭ ଲୋକେସନ ଜାଣିହୋଇଯିବ । ଖାଲି ଏତିକି ନୁହେଁ, ଯାତ୍ରା ସମୟରେ ବସ ଭିତରେ ଥାଇ ଟିକେଟ ମଧ୍ୟ କାଟିହେବ । ନୂଆ ମୋବାଇଲ ଆପ ଉନ୍ମୋଚନ କରି ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଯୋଗାଇ ଦେଇଛି…

୭ଟି ସ୍କୁଲରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ: ଛାତ୍ରଛାତ୍ରୀଙ୍କ କପି ଧରିଲା ଏଆଇ!

କନକ ବ୍ୟୁରୋ: ଏଆଇ ସବୁ ଦେଖୁଛି । କିନ୍ତୁ ଏହି ସମୟରେ ମାଟ୍ରିକର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ଚର୍ଚ୍ଚା ଏଆଇର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଗୋଟିଏ ପଟେ ଇଂରାଜୀ ପରୀକ୍ଷାରେ କପି କରୁଥିବା ପିଲାଙ୍କୁ କିପରି ଏଆଇ ଧରିଛି ତାର ଫଟୋ ଚିତ୍ର ସାମ୍ନାକୁ ଆସିଛି । ଅନ୍ୟପଟେ…

କାହିଁକି ଅଚାନକ ବଦଳିଲେ ବିଏମସି କମିଶନର? ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମସି କମିସନର । ଏକ ମାସ ପାଇଁ ଛୁଟିରେ…

କନକ ବ୍ୟୁରୋ: ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର । ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ବଦଳିଲେ ବିଏମସି କମିଶନର ନୂଆ ବିଏମସି କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ ଛୁଟିରେ ଗଲେ ବିଜୟ ଅମୃତା…

ସମ୍ମାନ ବଦଳରେ ସମର୍ଥନ ଆଶା! ବିଜେପି ଫୋକସରେ ମହିଳା ଭୋଟର

କନକ ବ୍ୟୁରୋ: ବିଜେପିର ଫୋକରରେ ବି ମହିଳା ଭୋଟର । ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଲକ୍ଷେ ମହିଳାଙ୍କୁ ସମ୍ମାନିତ କରିବାକୁ ଯାଉଛନ୍ତି । ଏହାକୁ ଆଧାର କରି ରାଜ୍ୟରେ ବିରୋଧୀ ବିଜେପି ମହିଳା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ୨୦ଟି ଜିଲ୍ଲାରେ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ୫ ଏନଏସି ହେଲା ପୌରପରିଷଦ…

କନକ ବ୍ୟୁରୋ: ନିର୍ବାଚନକୁ ହାତରେ ଆଉ ଅଳ୍ପ ଦିନ । ଏହାପୂର୍ବରୁ ରାଜ୍ୟର କିଛି ସ୍ଥାନକୁ ଏନଏସି ଏବଂ ପୌରପରିଷଦର ମାନ୍ୟତା ଦେଇଛନ୍ତି  ରାଜ୍ୟ ସରକାର । ଯାହାକି ସଂପୃକ୍ତ ଅଞ୍ଚଳ ଗୁଡିକର ଦୀର୍ଘ ଦିନର ଦାବି ରହିଥିଲା । ୨୦ଟି ଜିଲ୍ଲାର ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା ହୋଇଛି ।…

ମହିଳାଙ୍କୁ କେମିତି ୩୩ ପ୍ରତିଶତ ସଂରକ୍ଷଣ ଦେବ ବିଜେଡି ? ୪୯ ଆସନରେ ମହିଳାଙ୍କୁ ପ୍ରାର୍ଥୀ କଲେ ବଢିପାରେ ଅସନ୍ତୋଷ ।…

କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେଇ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ବି ୨୧ ଆସନରୁ ୭ ମହିଳା ପ୍ରାର୍ଥୀ ଦେବା ପାଇଁ ଚୂଡାନ୍ତ ହୋଇସାରିଛି । ଏପରିକି କିଏ କେଉଁ ଜାଗାରେ ପ୍ରାର୍ଥୀ…