Daily Archives

February 12, 2024

ଭାରତୀୟ କୂଟନୀତିର ବଡ ବିଜୟ । ଗୁପ୍ତଚର ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୮ ଭାରତୀୟଙ୍କୁ ମୁକ୍ତ କଲା କାତାର

କନକ ବ୍ୟୁରୋ: ୧୮ମାସର ଅପେକ୍ଷା ଶେଷ ହୋଇଛି । କାତାର ଜେଲରୁ ମୁକୁଳିଛନ୍ତି ୮ଜଣ ଭାରତୀୟ । ଗୁପ୍ତଚର ସହେନ୍ଦରେ ଗିରଫ ପରେ ଏମାନଙ୍କୁ କାତାର କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଥିଲେ । ତେବେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀ ଜେଲରୁ ମୁକୁଳିବା ସହ ସ୍ୱଦେଶ…

ଯୁବ ସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’ । ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କୁ ମିଳିବ ବିନା…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ…

ଆନ୍ଦୋଳନ ପୂର୍ବରୁ ଚାଷୀ ସଂଘକୁ ଝଟକା । ଦିଲ୍ଲୀରେ ହୋଇପାରିବନି ବିଶାଳ ସମାବେଶ । ମାର୍ଚ୍ଚ ୧୨ ପର୍ଯନ୍ତ ଲାଗିଲା କଟକଣା…

କନକ ବ୍ୟୁରୋ: ଦିଲ୍ଲୀରେ ଆଗାମୀ ଏକ ମାସ ପର୍ଯ୍ୟନ୍ତ ବିଶାଳ ସମାବେଶ ଓ ରାଲି ଉପରେ ଲାଗିଲା ପ୍ରତିବନ୍ଧକ । ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇ ପାରିବ ନାହିଁ । କୃଷକଙ୍କ ଦିଲ୍ଲୀ ଚାଲ ଡାକରା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ…

ବିହାର ଏନଡିଏ ସରକାର ସପକ୍ଷରେ ୧୨୯ ଭୋଟ୍, ବିରୋଧୀଙ୍କ କକ୍ଷତ୍ୟାଗ । ନୀତିଶ କହିଲେ, ସବୁଦିନ ପାଇଁ ଫେରିଛି ଏନଡିଏ

କନକ ବ୍ୟୁରୋ: ପୁଣିଥରେ ବହୁମତ ହାତେଇଲେ ନୀତିଶ କୁମାର । ସୋମବାର ବିହାର ବିଧାନସଭାରେ ଆସ୍ଥା ଭୋଟରେ ବାଜି ମାରିଛନ୍ତି ନୀତିଶ । ନୀତିଶ କୁମାରଙ୍କ ମେଣ୍ଟ ସରକାର ଏନଡିଏ ବା ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସକୁ ମୋଟ୍ ୧୨୯ଟି ଭୋଟ୍ ମିଳିଛି । ଏହାରି ଭିତରେ ବିରୋଧୀ ବିଧାୟକ ଗୃହ ତ୍ୟାଗ…

ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ! ସିନିୟରଙ୍କ ମାଡ଼ରେ ଡାକ୍ତରୀ ଛାତ୍ର ଆହତ!

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡିକାଲ କଜେଲରୁ ପୁଣି ଆସିଲା ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂର ଶିକାର ହୋଇଛନ୍ତି ଏମବିବିଏସର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ରାଉତ । ଏ ନେଇ ସେ ଥାନାରେ ଅଭିଯୋଗ କରିବା ସହ ଟ୍ୱିଟ୍ କରି ଏମକେସିଜି କର୍ତୃପକ୍ଷ, ବ୍ରହ୍ମପୁର ଏସପି, ଗଂଜାମ ଜିଲ୍ଲାପାଳ…

ରାସନ୍ କାର୍ଡ ଥିଲେ ମିଳିବ ଦୁଇଟି ଝୋଟ ବ୍ୟାଗ୍ ଏବଂ ୧ ହଜାର ଟଙ୍କା । ଯୁବବର୍ଗଙ୍କୁ ବିନା ସୁଧରେ ମିଳିପାରିବ ୧ ଲକ୍ଷ…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ମାରିଛି । ଏହି ବୈଠକରେ ଯୁବବର୍ଗଙ୍କ ପାଇଁ ନୂଆ ‘ସ୍ୱୟଂ’ ଯୋଜନା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ । ରାସନ କାର୍ଡ ହିତାଧିକାରୀଙ୍କୁ ଦୁଇଟି…