Daily Archives

January 19, 2024

ଗୁରୁବାର ଠାରୁ ରାମମନ୍ଦିରରେ ଆରମ୍ଭ ହୋଇସାରିଛି ବିଧିବଦ୍ଧ କର୍ମକାଣ୍ଡ । ଅଯୋଧ୍ୟାରେ ପହଁଚି ସମସ୍ତ ପ୍ରସ୍ତୁତିର…

କନକ ବ୍ୟୁରୋ : ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତିର ସମିକ୍ଷା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମୟ ହୋଇଗଲାଣି ଅଯୋଧ୍ୟା । ଅନେକ ସାଧୁ ସନ୍ଥଙ୍କ ସମାଗମ ହେଲାଣି । ପ୍ରାଣ ପ୍ରତିଷ୍ଠା ଉତ୍ସବ…

ସାମ୍ନାକୁ ଆସିଲା ରାମଲାଲଙ୍କ ପ୍ରତିମୂର୍ତ୍ତିର ନୂଆ ଫଟୋ । ୫ବର୍ଷର ବାଳକ ଦିବ୍ୟ ରୂପରେ ଦେଲେ ଦର୍ଶନ, ସୌମ୍ୟ, ଶାନ୍ତ ଓ…

କନକ ବ୍ୟୁରୋ : ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଛି ରାମଲଲାଙ୍କ ପ୍ରଥମ ଝଲକ । ଶୁକ୍ରବାର ରାମଲଲାଙ୍କ ପ୍ରଥମ ଫଟୋ ଜାରି ହୋଇଛି । ନୀଳ ଓ କଳା ମିଶ୍ରିତ ପଥରରେ ଅତି ନିଖୁଣ ଭାବେ ରାମଲଲାଙ୍କ ଏହି ବାଳ ସ୍ୱରୂପକୁ ରୂପ ଦିଆଯାଇଛି । ତେବେ ତାଙ୍କ ଆଖିରୁ…

କେନ୍ଦ୍ର ସରକାରଙ୍କ କଟକଣା ପରେ କୋଚିଂ ସେଂଟର ଉପରେ ଚଡ଼କ: କୋଚିଂ ସେଂଟର ମାଲିକ କହିଲେ, ବୟସ ନୁହେଁ, ନବମ ଶ୍ରେଣୀ ପରେ…

କନକ ବ୍ୟୁରୋ: କୋଚିଂ ସେଂଟର ଉପରେ କେନ୍ଦ୍ର ସରକାରଙ୍କ ଛାଟ ପଡିବା ପରେ ଏହାକୁ ନେଇ ପ୍ରତିକିୟା ପ୍ରକାଶ ପାଇଛି । କୋଚିଂ ସେଂଟର ମାଲିକଙକ କହିବା କଥା ବୟସକୁ ଗୁୁରୁତ୍ୱ ନଦେଇ ନବମ ଶ୍ରେଣୀ ପରେ ଛାତ୍ରଛାତ୍ରୀଙ୍କୁ କୋଚିଂ ପାଇଁ ଅନୁମତି ମିଳୁ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ…

ଧର୍ମେନ୍ଦ୍ରଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ । ଓଡିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବ କେନ୍ଦ୍ର

କନକ ବ୍ୟୁରୋ : ଓଡିଶାରୁ ଅଧିକ ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି କରି ଆସୁଥିଲେ ରାଜ୍ୟ ସରକାର । ଏହାକୁ ବିଜେଡି ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଘେରିଛି । ହେଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଗତ ୧୬ତାରିଖରେ କେନ୍ଦ୍ର ଖାଦ୍ୟ ଯୋଗାଣ…

ଦ୍ୱିତୀୟ ଦିନରେ ବି ଅଶାୟୀଙ୍କ ଧାରଣା: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଜାରି ରହିଛି ଚାକିରି ଆଶାୟୀ ଆନ୍ଦୋଳନ । କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି । କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରୀ ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ସେପଟେ…

ବାର୍ଷିକ ଶିକ୍ଷାସ୍ତର ରିପୋର୍ଟରେ ଜଣାପଡିଲା ଗ୍ରାମାଂଚଳ ପିଲାଙ୍କ ପସନ୍ଦ: ସବୁଠୁ ଅଧିକ ପସନ୍ଦ, ପୁଲିସ, ଶିକ୍ଷକ,…

କନକ ବ୍ୟୁରୋ: କେଉଁ ଚାକିରି ପାଇଁ ଆଗ୍ରହୀ ଗ୍ରାମାଂଚଳର ଯୁବକ ଯୁବତୀ । ପୋଲିସ କିମ୍ବା ସେନା ବିଭାଗରେ ନିଯୁକ୍ତି ପାଇଁ ପୁଅମାନେ ଇଛା ପ୍ରକାଶ କରୁଥିବା ବେଳେ ଶିକ୍ଷକ ଓ ଡାକ୍ତର ହେବା ଲକ୍ଷ୍ୟରେ ପାଠ ପଢୁୁଛନ୍ତି ଝିଅ । ଅସର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ କହୁଛି, ପୁଲିସ ଚାକିରି…