Daily Archives

January 19, 2024

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ

କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭକ୍ତଙ୍କ ଭିତରେ ବଢ଼ୁଛି ଉକ୍ରଣ୍ଠା । ଏହି ଉକ୍ରଣ୍ଠା ଭିତରେ ଭକ୍ତ ଦେଖିଛନ୍ତି ଶ୍ରୀରାମଙ୍କ ସୌମ୍ୟରୂପ । ମନ୍ଦିରର ଗର୍ଭଗୃହରେ ବିରାଜିତ ରାମଲଲାଙ୍କ ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ସାମ୍ନାକୁ ଆସିଛି । ସେପଟେ ୨୨ରେ ଅଯୋଧ୍ୟାରେ…

ଶରଧାବାଲିରେ ମଂଚସ୍ଥ ହେଲା ଚକଲେଟ୍ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ ଆହେ ନୀଳ ଶଇଳ । ନାଟକ ଦେଖି ଭାବବିହ୍ୱଳ ହେଲେ…

କନକ ବ୍ୟୁରୋ : ଚକଲେଟ୍ ପ୍ରଡକ୍ସନ୍ସର ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳ ଶଇଳ’ । ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଏହି ନାଟକ ଶ୍ରୀକ୍ଷେତ୍ର ପୁରୀରେ ପ୍ରଦର୍ଶିତ ହୋଇଛି, ଦର୍ଶକଙ୍କୁ ଲୁହରେ ଭିଜାଇ ଦେଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଏହି ମହାସଂଯୋଗ ଘଟିଛି । ଓଡ଼ିଆ ଭାଷା, ସାହିତ୍ୟ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନକୁହୁଡି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି,…

କନକ ବ୍ୟୁରୋ : କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଥିପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା…

ଠକେଇର ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍

କନକ ବ୍ୟୁରୋ : ବିବାହ ପାଇଁ ମାଟ୍ରିମୋନିଆଲ ସାଇଟ୍ ରେ ଯୁବତୀ ଖୋଜୁଛନ୍ତି କି? ସୁନ୍ଦର ଫଟୋ ଦେଖି ଚାଟିଂ କରୁଛନ୍ତି କି? ମିଠା ମିଠା କଥାରେ ଅଜଣା ଯୁବତୀଙ୍କୁ ସାତ ଜନ୍ମର ସାଥୀ ପାଇଁ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ, ମାଟ୍ରିମୋନିଆଲ ସାଇଟରେ ଏବେ…

ଶୀତୁଆ ସକାଳରେ ଘାସ ଗାଲିଚାର ସୌନ୍ଦର୍ଯ୍ୟ । ଅସ୍ତରଙ୍ଗ ଉପକୂଳରେ ମୁଚୁମୁଚିକା ଘାସର ସୌନ୍ଦର୍ଯ୍ୟରେ ବିଭୋର କବି ଭାବୁକ

କନକ ବ୍ୟୁରୋ : ଶୀତୁଆ ସକାଳ ପ୍ରକୃତିର ଶୋଭା ବଢାଉଛି । ସୂର୍ଯ୍ୟର ପହିିିଲି କିରଣ ସ୍ପର୍ଶରେ କାକର ବୁନ୍ଦା ସବୁ ମୁକ୍ତା ସମ ଝଲସୁଛି । ବେଳାଭୂମିରେ ଜଙ୍ଗଲ ଅଂଚଳରେ ପ୍ରକୃତିର ଶୋଭାକୁ ଆହୁରି ଦୁଇ ଗୁଣିତ କରୁଛି ଏହି ମୁଚୁମୁଚିକା ଘାସ । ଅସ୍ତରଙ୍ଗ ଅଂଚଳ ସମୁଦ୍ର ଉପକୂଳ ଅଂଚଳ ଝାଉଁ ଜଙ୍ଗଲ ଓ…

ପର୍ଯ୍ୟଟନ ଋୁତୁରେ ଆମିଷ ବଜାରରେ ଭିଡ । ମାଛ ପାଇଁ ଆନ୍ଧ୍ର ଭରସା, କୋରାପୁଟରେ ଗାଡି ଗାଡି ଆସୁଛି ବରଫ ଦିଆ ରୋହି,…

କନକ ବ୍ୟୁରୋ : ଆମିଷ ବଜାରରେ ପ୍ରବଳ ଭିଡ଼ । କିଏ ପିକନିକ ପାଇଁ ଆମିଷ କିଣିବାକୁ ଆସିଛି ତ ଆଉ କିଏ ଘର ପାଇଁ । ସବୁଦିନ ଅପେକ୍ଷା ପର୍ଯ୍ୟଟନ ରୁତୁରେ ଆମିଷ ବଜାର ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଗାଡ଼ି ଗାଡ଼ି ବରଫ ଦିଆ ମାଛ ଆନ୍ଧ୍ରରୁ ଜୟପୁର ବଜାରକୁ ଆସୁଛି । ମାଛକୁ ଅପେକ୍ଷା କରିଥିବା…