Daily Archives

November 20, 2023

ବିସିସିଆଇ ଉପରେ ଉଠିଲା ପ୍ରଶ୍ନ । କ’ଣ ପାଇଁ କପିଲ ଦେବଙ୍କୁ ଦିଆଗଲାନି ନିମନ୍ତ୍ରଣ? ବିରୋଧୀଙ୍କ ଆପତ୍ତି, ପଚାରିଲେ…

କନକ ବ୍ୟୁରୋ : ବିଶ୍ୱକପ ୨୦୨୩ ସରିଛି । ଟିମ ଅଷ୍ଟ୍ରେଲିଆ ପିନ୍ଧିଛି ଚାମ୍ପିୟନ ମୁକୁଟ । ନିରାଶ ହେଲେ ରୋହିତ ବାହୀନି । ଏହି ଘଟଣାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶ ଖେଳିଛି । ସେପଟେ ଅନ୍ୟ ଏକ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱକପର ବିଶାଳ ଆୟୋଜନରେ କ’ଣ ପାଇଁ…

ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିବ ପଂଚସୂତ୍ରୀ ଯୋଜନା । ୫ଟି ଭିନ୍ନ ଦିଗରୁ ୫ଟିମ୍ କରିବେ…

କନକ ବ୍ୟୁରୋ : ଆଜିକୁ ଠିକ ୯ଦିନ । ୧୨ ନଭେମ୍ବର ଉତରାଖଣ୍ଡ ଉତରକାଶୀରେ ଭୁଷୁଡିପଡିଥିବା ନିର୍ମାଣଧୀନ ଟନେଲରେ ଚାଲିଛି ଶ୍ରମିକଙ୍କ ଉଦ୍ଧାରକାମ । ଗୋଟିଏ ସପ୍ତାହ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି ସଫଳତା । ମିିଳିଥିବା ସୂଚନା ଅନୁସାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ…

ଭାରତ ହାରିଲା ବୋଲି ଜୀବନ ହାରିଲେ! ବିଞ୍ଝାରପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିଲା । ଆଉ କୋଟି କେଟି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ବି କଲା । ବିଞ୍ଝାରପୁର ଥାନା ଅଂଚଳର ଜରି ଗାଁରେ ରବିବାର ରାତିରେ ଜଣେ କ୍ରିକେଟପ୍ରେମୀ ଯୁୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଗାଁର ଦେବରଂଜନ ନିଜ ଘର ନିକଟରେ…

ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା…

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ସନ୍ଧାନ କରିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ରୋବର୍ଟ । ଯାହାର ନାଁ ହେଉଛି- ଦକ୍ଷ । ନାଁ ଯେମିତି ଦକ୍ଷ, ରୋବର୍ଟା କାମ ସେମିତି ଦକ୍ଷ । ଯେଉଁଠି ମଣିଷ ପହଂଚିବା କଷ୍ଟକର ହୋଇପଡ଼େ, ସେଠି ପହଂଚିଯାଏ ଏହି ଯନ୍ତ୍ର । ଡିଆରଡିଓ ନିର୍ମାଣ…

ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସରେ ପଶିଲା, ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା

କନକ ବ୍ୟୁରୋ : ରାଜଧାନୀରେ ରକ୍ତମୁଖା ସ୍ୱାମୀ । ଅଫିସ୍ ଭିତରେ ପଶି ସ୍ତ୍ରୀକୁ ହାଣିଛି ନୃଶଂସ ସ୍ୱାମୀ । ଭୁବନେଶ୍ୱର ଭରତପୁର ଥାନା ଅଂଚଳରେ ଘଟିଛି ଏଭଳି ଏକ ଚାଂଚଲ୍ୟକର ଘଟଣା । ପାରିବାରିକ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଆଜି ପ୍ରାୟ ଦିନ ଗୋଟାଏ ବେଳେ ଏକ ବିଲ୍ଡର…

ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହରାଂଚଳରେ ଘର ପାଇଲେ ବସ୍ତିବାସିନ୍ଦା

କନକ ବ୍ୟୁରୋ : ମୁଣ୍ଡ ଉପରେ ଛାତଟିଏ ପାଇଁ ବର୍ଷ ବର୍ଷ ଧରି ହନ୍ତସନ୍ତ ହୋଇ ଆସୁଛନ୍ତି ଭୁବନେଶ୍ୱରର ବସ୍ତିବାସିନ୍ଦା । ରାଜଧାନୀରେ ସମ୍ମାନର ସହ ବଂଚିବା ପାଇଁ ସ୍ୱପ୍ନ ଦେଖି ଆସୁଛନ୍ତି । ଆଉ ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ସହରାଂଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ…