Daily Archives

September 27, 2023

ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣା । କାନାଡାକୁ ପାଠ ପଢାଇଲେ ଏସ୍. ଜୟଶଙ୍କର, ‘ଫାଇବ୍ ଆଇଜ୍ ଆଲାଆନ୍ସ’ଙ୍କୁ…

କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ପରଠାରୁ ଭାରତ-କାନାଡା ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଏହାରି ଭିତରେ ମିଳିତ ଜାତିସଂଘରୁ କାନାଡା ଓ ଫାଇବ୍ ଆଇଜ୍ ଆଲାଆନ୍ସକୁ ଜୋରଦାର ଟାର୍ଗେଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ସେ…

ଡିଏନଏ କହିବ ପୁଅ କାହାର । ପିଲା ଅଦଳବଦଳ ଘଟଣାରେ ଆଟେଣ୍ଡାଣ୍ଟ ସସ୍ପେଣ୍ଡ । ନିର୍ଦ୍ଦେଶକ କହିଲେ, ଅଭିଯୋଗକାରୀଙ୍କ ଜନ୍ମ…

କନକ ବ୍ୟୁରୋ: କ୍ୟାପିଟାଲ୍ ହସପିଟାଲରେ ପିଲା ଅଦଳବଦଳ ନେଇ ଲାଗି ରହିଛି ବିବାଦ । ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ଶିଶୁ କନ୍ୟା ଧରାଇ ଦେଇଥିବା ନେଇ ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳ । ଏହି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲେ ହସପିଟାଲ କର୍ତୃପକ୍ଷ । ପ୍ରାଥମିକ…

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମୋଦୀଙ୍କ ମାରାଥନ ପ୍ରଚାର, ସଭାରେ କହିଲେ, କଂଗ୍ରେସ ଶାସନ ବେଳେ…

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଆଉ ପ୍ରଚାର ପ୍ରସାରର ମଙ୍ଗ ଧରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ପ୍ରଥମେ ମଧ୍ୟପ୍ରଦେଶ ପରେ ରାଜସ୍ଥାନା ଓ ଗୁଜୁରାଟରେ ପହଁଚି ରାଲି ଓ…

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୋଦୀଙ୍କ ନୂଆ ରଣନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି , ରଣନୀତିକୁ…

କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦୁଇ ଦଶନ୍ଦି ପରେ ପ୍ରଥମ ଥର ଏହି ସବୁ ରାଜ୍ୟରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ମଇଦାନକୁ…

ଆଖିବୁଜା ଭୂତଳ ଜଳ ଶୋଷୁଛି ଝାରସୁଗୁଡା ବେଦାନ୍ତ କମ୍ପାନୀ । ଜଳସମ୍ପଦ ବିଭାଗର ବାରମ୍ବାର ତାଗିଦକୁ ବେଖାତିର । ମାଟି…

କନକ ବ୍ୟୁରୋ: ଝାରସୁଗୁଡାସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନାର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମନାକୁ ଆସିବାରେ ଲାଗିଛି । ପ୍ରଥମେ ବେଦାନ୍ତ ଲେବର ସେସ୍ ବାବଦ ଅର୍ଥ ହଡପ କରିଥିବା ଜଣାପଡିବା ପରେ ଏବେ, ଭୂତଳ ଜଳ ଶୋଷୁଥିଲେ ବି ଏ ବାବଦରେ ଟଙ୍କାଟିଏ ଟିକସ ଦେଉନଥିବା ସାମନାକୁ ଆସିଛି ।…

ବ୍ୟବସାୟିକ ପଞ୍ଜୀକରଣ ନଥାଇ ବାଇକ୍ ସେବା ଯୋଗାଉଛନ୍ତି ଓଲା, ଉବେର ଓ ରାପିଡୋ । ଭୁବନେଶ୍ୱର ସହିଦଗନର ଥାନାରେ ମାମଲା…

କନକ ବ୍ୟୁରୋ: ଓଲା, ଉବେର ଓ ରାପିଡ଼ୋ ବିରୁଦ୍ଧରେ ଥାନାରେ ଏତଲା । ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଏତଲା କରାଯାଇଛି । ଘରୋଇ ବା ବ୍ୟକ୍ତିଗତ ଦୁଇ ଚକିଆ ଗାଡ଼ିକୁ ବ୍ୟବୟାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଆରଟିଓ-୧…