Daily Archives

September 3, 2023

ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ

କନକ ବ୍ୟୁରୋ : ରାଜସ୍ଥାନର ପ୍ରତାପଗଡ଼ରୁ ଆସିଥିବା ଏହି ଲଜ୍ଜାଜନକ ଦୃଶ୍ୟ, ପୂରା ଦେଶକୁ ଦୋହଲାଇ ଦେଇଛି । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ । ଯାହା ପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଲେ, ଯାହା ସମସ୍ତଙ୍କୁ ସ୍ତବ୍ଧ…

କଦଳୀ ଗଛର ଶତପ୍ରତିଶତ ସଦୁପଯୋଗ: ପ୍ରସ୍ତୁତ ହେଉଛି ନିତ୍ୟ ବ୍ୟବହାର୍ଯ୍ୟ, ସୌଖୀନ ସାମଗ୍ରୀ

କନକ ବ୍ୟୁରୋ: କଦଳୀ କାଟିଦେବା ପରେ ଚାଷୀଙ୍କ ପାଇଁ ଆଲୋଡ଼ା ହୋଇପଡ଼ିଥିବା କଦଳୀ ଗଛରୁ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ । ମହିଳା ମାନେ ବ୍ୟବହାର କରୁଥିବା ବ୍ୟାଗ୍ ଏବଂ ଘର ସଜା ସାମଗ୍ରୀ ଭଳି ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରାଯାଉଛି । କଦଳୀ କାଟିବା ପରେ ଗଛକୁ ନଷ୍ଟ…

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ହସ୍ତତନ୍ତ କଳା: ତନ୍ତରେ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଶାଢ଼ି

କନକ ବ୍ୟୁରୋ: ଘରେ ବସିରହୁଥିବା ମହିଳା ଏବେ ସ୍ୱାବଲମ୍ବୀ । ନିଜେ ଚଳିବା ସହିତ ପରିବାର ପ୍ରତିପୋଷଣରେ କରୁଛନ୍ତି ସହଯୋଗ । ପ୍ରଥମେ କାମ ଶିଖିଲେ ଏବେ ସେହି କାମ ବଳରେ ଦି ପଇସା ରୋଜଗାର କରୁଛନ୍ତି । ହସ୍ତତନ୍ତ ଶିଳ୍ପ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ । କିଏ ସୂତାରେ ରଙ୍ଗ ଦେବାରେ ବ୍ୟସ୍ତ ତ…

ବାଙ୍କୀରୁ ଆସିଲା ହୃଦୟ ବିଦାରକ ଖବର । ସାନ ଭାଇକୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡି ଚାଲିଗଲା ବଡଭାଇର ଜୀବନ

କନକ ବ୍ୟୁରୋ : ହୃଦୟ ବିଦାରକ ଦୃଶ୍ୟ । ମର୍ମାହତ କଲା ଭଳି ମହୁର୍ତ । ବଢ଼ିଲା ପୁଅର ମୃତଦେହ ଦେଖି, କେଉଁ ମା’ର ଧର୍ଯ୍ୟଧରି ଥାନ୍ତା । ଚେତାଶୂନ୍ୟ ହୋଇଯାଉଛନ୍ତି ମା’ । ମାଟିରେ ଲୋଟି ପଡ଼ୁଛନ୍ତି ପରିବାର ଲୋକ । ପୁଅର ମୃତ୍ୟୁକୁ ବିଶ୍ୱାସ କରି ପାରୁନାହାଁନ୍ତି ବାପା । କ’ଣ କରିବେ…

ପଞ୍ଚଭୂତରେ ବିଲୀନ ହେଲା ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର, ଗାର୍ଡ ଅଫ୍ ଅନର ପରେ ପୁଅ ଦେଲେ ମୁଖାଗ୍ନି

କନକ ବ୍ୟୁରୋ : ନିରବିଗଲେ ଗଞ୍ଜାମ ରାଜନୀତିର ସୂର୍ଯ୍ୟ । ପଂଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର । ଭୁବନେଶ୍ୱରରୁ ସୂର୍ଯ୍ୟନାରାୟଣଙ୍କ ପାର୍ଥିବ ଶରୀର ନିଜ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିରେ ପଂହଚିବା ପରେ ଶୋକାକୁଳ ପରିବେଶ…

ଜାଲ୍ ନୋଟର ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ଦୀର୍ଘ ଦିନ ଧରି ଚାଲିଥିବା ରାକେଟ୍ ଭିତରେ ଏସଟିଏଫକୁ ମିଳିଛି ଏକ ବଡ…

କନକ ବ୍ୟୁରୋ : ପୁଳା ପୁଳା ନୋଟ୍ । ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ନାଁ ଦୀପକ ମେହେର । ଘର ସୁବର୍ଣ୍ଣପୁର ଜିଲ୍ଲାରେ…