Daily Archives

July 7, 2023

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା। ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ସୁରଟ କୋର୍ଟଙ୍କ ରାୟର ପୁନଃବିଚାର ଆବେଦନକୁ ଖାରଜ କଲେ କୋର୍ଟ । ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଣଥିଲେ ସୁରଟ କୋର୍ଟ । ଏହି ସଜ୍ଜାର ପୁନଃଶୁଣାଣି କରିବାକୁ ଗତ ଏପ୍ରିଲ ୨୬ ତାରିଖରେ ଗୁଜରାଟ…

ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଆକ୍ସନମୋଡରେ ସବିଆଇ, ୩ରେଳ କର୍ମଚାରୀ ଗିରଫ

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ଜଣ ରେଳବାଇ କର୍ମଚାରୀ ଗିରଫ ହୋଇଛନ୍ତି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିିନିୟର ଅମିର ଖାଁ, ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ତିନି ଜଣଙ୍କୁ ସିଆରପିସିର ଧାରା ୩୦୪ ଅର୍ଥାତ…

ଅଥୟ କଲାଣି ଆଖିଧରା । ସଂକ୍ରମଣର ହଟସ୍ପଟ୍ ପାଲଟିଛି ସ୍କୁଲ

କନକ ବ୍ୟୁରୋ : ସାରା ରାଜ୍ୟରେ ଜୋରରେ ମାଡି ଚାଲିଛି ଆଖିଧରା ରୋଗ । ବିଶେଷ କରି ବିଦ୍ୟାଳୟ ଗୁଡିକ କେମିତି ଆଖିଧରା ରୋଗ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ଏମାନେ ହେଉଛନ୍ତି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା…

ରାଜନୀତିରେ ନାହିଁ ଅବସର ସମୟ? ବୟସ ବଢ଼ିଲେ ବି ସକ୍ରିୟ ନେତା !

କନକ ବ୍ୟୁରୋ : ସରକାରୀ ହେଉ ଅବା ବେସରକାରୀ, ଚାକିରିଆଙ୍କର ଅବସର ସୀମା ରହିଛି । ହେଲେ ସରକାରୀ ନିୟମ ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବା ନେତାଙ୍କର ଅବସର ସୀମା ରହିବ କି ନାହିଁ ତାହା ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଆଉ ଏହି ପ୍ରସଙ୍ଗ ମହାରାଷ୍ଟ୍ର ମହାନାଟକରେ ଚାଲିଥିବା ବୟାନବାଜି ପରେ…

ଗ୍ରାମାଂଚଳରେ ଭଲ ଶିକ୍ଷକ ଥିବା ଶିକ୍ଷାନୁଷ୍ଠାନ ଅଧିକ ପସନ୍ଦ! ସହରର ନାମକରା କଲେଜ ପ୍ରତି ମେଧାବୀ ଛାତ୍ରଛାତ୍ରୀ ବିମୁଖ

କନକ ବ୍ୟୁରୋ : ଗତକାଲି କଟଅଫ୍ ମାର୍କ ପ୍ରକାଶ ପାଇବା ପରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତି ଦୁଇ ନାମଲେଖା । ପ୍ରଥମ ଦିନରେ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନାମଲେଖା ହୋଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ବିଶେଷଜ୍ଞଙ୍କ କହିବା ହେଲା, -…

ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଆତଙ୍କର ମାହୋଲ, ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ?

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଭାରତୀୟ ରେଳ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ବାହାନଗା ରେଳ ଦୁର୍ଘଟଣା ପରେ ଆଜି ସିକନ୍ଦରାବାଦ- ହାୱଡା ଫାଲକନୁମା ଏକ୍ସପ୍ରେସର ଯାତ୍ରୀମାନେ ଅଳ୍ପକେ ବଞ୍ଚିଯାଇଛନ୍ତି । କେହି କିଛି ବୁଝିବା ପୂର୍ବରୁ ହଠାତ୍ ହାୱଡା-…