Daily Archives

June 28, 2023

ଗ୍ୟାରେଜରେ ପହଁଚିଲେ, ମୋଟର ବାଇକ ସଜାଡିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମେକାନିଙ୍କୁ ଭେଟିଲେ, ହାଲଚାଲ…

କନକ ବ୍ୟୁରୋ : ଗ୍ୟାରେଜରେ ପହଁଚିଲେ ଓ ମେକାନିକଙ୍କ ସହ ମିଶି ଗାଡ଼ି ସଜାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାର ଫଟୋ ଏବେ ସାମାଜିକ ଗଣାମଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ଅଚାନକ ଦିଲ୍ଲୀର କରୋଲବାଗର ଏକ ଗ୍ୟାରେଜରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଯେଉଁଠାରେ ମଙ୍ଗଳବାର କଂଗ୍ରେସ…

ବିବାହ ଉତ୍ସବ ବେଳେ ରୁହନ୍ତୁ ସାବଧାନ। ରୋଷଣୀ ଚାଲିଥିବା ବେଳେ ବରଯାତ୍ରୀ ଦଳଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍

କନକ ବ୍ୟୁରୋ: କନ୍ୟା ଘରେ ପହଞ୍ଚିବେ ବରଯାତ୍ରୀ । ବରଯାତ୍ରୀଙ୍କ ପାଇଁ ଆଗମନ ପୂର୍ବରୁ ସଜାଇ ରଖାଯାଇଥିଲା ଭୋଜିଭାତ । କନ୍ୟା ଘର ଆଉ କିଛି ବାଟ ଥିଲା । ନାଚରେ ମସଗୁଲ ଥିଲେ ବରଯାତ୍ରୀ ।ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବରଯାତ୍ରୀଙ୍କ ରୋଷଣୀ ଉପରେ ମାଡ଼ିଯାଇଥିଲା । ଯାହାପରେ…

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଦେଓବନ୍ଧ ହସପିଟାଲରେ ଚାଲିଛି…

କନକ ବ୍ୟୁରୋ : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ । କାରରେ ଆସିଥିବା ଦୁବୁର୍ତ ଗୁଳିମାଡ କରିଥିବାବେଳେ ଅଳ୍ପକେ ବର୍ତିଛନ୍ତି ଚନ୍ଦ୍ରଶେଖର । ତୁରନ୍ତ ଚନ୍ଦ୍ରଶେଖରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଉତରପ୍ରଦେଶର ସହାରନପୁରର ଦେବବନ୍ଦ ଅଞ୍ଚଳରେ ଭୀମ ଆର୍ମି…

ଦିଲ୍ଲୀ ହଜଖାସ୍ ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତିଙ୍କ ଦର୍ଶନକୁ ନେଇ ବଢ଼ିଲା ବିବାଦ। ଗର୍ଭଗୃହ ବାହାରୁ ଦର୍ଶନ କରିଥିଲେ…

କନକ ବ୍ୟୁରୋ: ମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତିଙ୍କ ପୂଜା । ସୋସିଆଲ ମିଡିଆରେ ଆରମ୍ଭ ହେଲା ବିତର୍କ । ଦିଲ୍ଲୀର ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରର ଗର୍ଭଗୃହ ଦ୍ୱାର ବାହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ରଥଯାତ୍ରା ଦିନ ନିଜର ୬୫ତମ ଜନ୍ମଦିନ…

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧନା, ‘ବିକାଶର ମାପଦଣ୍ଡରେ ଓଡିଶାର…

କନକ ବ୍ୟୁରୋ : ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି…

ମନ୍ଦିର ରୋଷଘର ନିର୍ମାଣ ନେଇ ବିବାଦ। ବିରୋଧରେ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି

କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପ ଯୋଜନାରେ ଅନନ୍ତ ବାସୁଦେବ ମନ୍ଦିରରେ ରୋଷ ଘର ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ମନ୍ଦିର ପରିସରରେ ରୋଷଘର ପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରଯାଇଛି । କିନ୍ତୁ ପୂଜକ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ବିରୋଧ କରି ଜିଲ୍ଲାପାଳ ଏବଂ ବିଏମସି…