Daily Archives

June 27, 2023

ଆସିଲା ଦିନିକିଆ ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀ। ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

କନକ ବ୍ୟୁରୋ: ୧୦୦ ଦିନ ପୂର୍ବରୁ ଭାରତରେ ହେବାକୁ ଥିôବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲକୁ ଯାଇଥିବା ଦୁଇ ଟିମ୍ ଚାମ୍ପିୟନ୍ ଇଂଲଣ୍ଡ…

ହତ୍ୟା ଧମକ ପାଇବା ପରେ କଡ଼ା ସୁରକ୍ଷା ଭିତରେ ଅଭିନେତା ସଲମାନ ଖାନ। ଏକ୍ସପ୍ଲସ ବଦଳରେ ସଲମାନଙ୍କୁ ଦିଆଗଲା ୱାଇପ୍ଲସ…

କନକ ବ୍ୟୁରୋ: ସଲମାନ ଖାନଙ୍କୁ ନିଶ୍ଚୟ ହତ୍ୟା କରିବି । ମୌକା ମିିଳିଲେ ପ୍ରତିଶୋଧ ନେବି । ସଲମାନ କ୍ଷମା ମାଗନ୍ତୁ ନଚେତ ପରିଣାମ ଭୋଗିବେ । ବର୍ତମାନ ଏମିତି କିଛି ଧମକକୁ ନେଇ ସାରା ଦେଶରେ ଚର୍ଚ୍ଚା । କାନାଡ଼ାରେ ବସି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଖୁଲମଖୁଲ୍ଲା ହତ୍ୟା ଧମକ ଦେଇଛି…

ଦିଗପହଣ୍ଡି ଦୁର୍ଘଟଣା ପାଇଁ ଦାୟୀ କିଏ? ପ୍ରାଥମିକ ତଦନ୍ତ ପରେ ସୂଚନା ଦେଲେ ବ୍ରହ୍ମପୁର ଏସପି

କନକ ବ୍ୟୁରୋ: ଦିଗପହଣ୍ଡି ବସ ଦୁର୍ଘଟଣା ପାଇଁ ଓଏସଆରଟିସି ବସ ଡ୍ରାଇଭର ଦାୟୀ । ଦୁର୍ଘଟଣା ପରେ ସଂପୃକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଭୁବନେଶ୍ୱର ଚାଲି ଆସିଥିଲେ । ପରେ କମିଶନରେଟ ପୋଲିସ ସାହାଯ୍ୟରେ ଦିଗପହଣ୍ଡି ପୋଲିସ ଡ୍ରାଇଭରଙ୍କୁ ନେଇ ଘଟଣାସ୍ଥଳରେ ଦୁର୍ଘଟଣାର ଡେମୋ କରାଇଥିଲେ ।…

ବଦଳିଲା ପାଣିପାଗ, ବଢ଼ିଲା ଦରଦାମ। ଆକାଶଛୁଆଁ ଟମାଟୋ ଦର

କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ହୋଇଛି ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ପ୍ରବଳ ଗରମ…

ବିଦ୍ରୋହ ପରେ ସାମ୍ନାକୁ ଆସିଲେ ପୁଟିନ। ୱାଗନର ଗ୍ରୁପ୍ ଆଗରେ ରଖିଲେ ୩ ସର୍ତ୍ତ

କନକ ବ୍ୟୁରୋ: ଦେଶ ଏବଂ ସରକାର ବିରୋଧରେ ବିଦ୍ରୋହ କରିଥିବା ୱାଗନର ପାରାମିଲିଟାରୀ ଗ୍ରୁପକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଦ୍ରୋହର ୪ଦିନ ପରେ ପୁଟିନ୍ ସାମ୍ନାକୁ ଆସିଛନ୍ତି । ଆଉ ଦେଶବାସୀଙ୍କୁ ଉଦବୋଧନ ଦେଇ ପୁଟିନ୍ କହିଛନ୍ତି, ରକ୍ତପାତକୁ ଏଡ଼ାଇବାକୁ ଯାଇ ସେ…

ବିରୋଧୀଙ୍କ ବିରୋଧ ସତ୍ୱେ ବରଗଡ କାର୍ଯ୍ୟକ୍ରମରେ ସାମିଲ ହେଲେ ଫାଇଭ-ଟି ସଚିବ: ସେପଟେ ଚର୍ଚ୍ଚା ବଢ଼ାଇଲା କେନ୍ଦ୍ରର ଚିଠି

କନକ ବ୍ୟୁରୋ: କେନ୍ଦ୍ରରୁ ଚିଠି ଆସିଲା । ଆଉ ରାଜ୍ୟରେ ଚର୍ଚ୍ଚା ବଢିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କର ଅଭିଯୋଗକ୍ରମେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସଚିବଙ୍କ…