ଇଟାଲିର ମିଲାନରେ ବିସ୍ଫୋରଣ। ସିଟି ସେଣ୍ଟରରେ ବିସ୍ଫୋରଣ।

196

କନକ ବ୍ୟୁରୋ: ଇଟାଲିର ମିଲାନରେ ବଡଧରଣର ବିସ୍ଫୋରଣ । ମିଲାନ ସିଟି ସେଣ୍ଟରରେ ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଗାଡିର ନିଆଁ ଲାଗିଯାଇଛି । ପାର୍କିଂରେ ଥିବା ଗାଡି ନିକଟରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।