Daily Archives

April 29, 2023

ବିଏମସିରେ ବାବୁ ଓ ନେତାଙ୍କ ବିବାଦ । ଅଧିକାରୀ ଓ କର୍ମଚାରୀ କଥା ଶୁଣୁନଥିବା ଅଭିଯୋଗ ଆଣିଲେ କିଛି କର୍ପୋରେଟର

କନକ ବ୍ୟୁରୋ: ବିଏମସିରେ ଚାଲିଛି ବାବୁ ଓ ନେତାଙ୍କ ଭିତରେ ବିବାଦ । ଅଧିକାରୀ ଓ କର୍ମଚାରୀ କଥା ଶୁଣୁନଥିବା ଅଭିଯୋଗ ଆଣିଛନ୍ତି କିଛି କର୍ପୋରେଟର । ବୈଠକ ପରେ ବାହାରକୁ ଆସି ଅସନ୍ତୋଷ ଜାହିର କରିଛନ୍ତି କିଛି କର୍ପୋରେଟର । ତେବେ ଜନପ୍ରତିନିଧିଙ୍କୁ ସମ୍ମାନ ଜଣାଇବା ପାଇଁ ଅଫିସରଙ୍କୁ କମିସନର…

ଗୁଲାମଙ୍କ ଆତ୍ମଜୀବନୀରେ ମହାବାତ୍ୟାର କଥା । ଲେଖିଛନ୍ତି ଅଙ୍ଗେଲିଭା ଅନୁଭୂତି । ଲୁଲୁଙ୍କ ସହଯୋଗକୁ ପ୍ରଶଂସା, ଧନ୍ୟବାଦ…

କନକ ବ୍ୟୁରୋ: ଦେଶର ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ୍ ନିକଟରେ ନିଜ ଆତ୍ମଜୀବନୀକୁ ନେଇ ‘ଆଜାଦ’ ନାମରେ ଏକ ପୁସ୍ତକ ଭେଟି ଦେଇଥିଲେ । ତେବେ ନିଜର ଏହି ଆତ୍ମଜୀବନୀରେ ୧୯୯୯ ମସିହାର ମହାବାତ୍ୟା ବିଷୟରେ ଆଲୋଚନା କରିଛନ୍ତି ଗୁଲାମନବୀ । ମହାବାତ୍ୟା ସମୟରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ…

କେନ୍ଦ୍ର ଜିଏସଟି ପରେ ରାଜ୍ୟ ଜିଏସଟିର ଚଢ଼ାଉ । ଉଠିଲା ପ୍ରଶ୍ନ, ଜିଏସଟି ଚଢାଉ ହେଉଛି.. ନା ଚାଲିଛି ରାଜନୈତିକ…

କନକ ବ୍ୟୁରୋ: କେନ୍ଦ୍ରର ଜିଏସଟି ବନାମ ରାଜ୍ୟର ଜିଏସଟି । କେନ୍ଦ୍ର ଓ ରାଜ୍ୟର ଜିଏସଟି ଚଢାଉକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଯାଜପୁର ଧର୍ମଶାଳାରେ କେନ୍ଦ୍ର ଜିଏସଟି ଚଢାଉ କରିଥିବାବେଳେ, ତାଳଚେରର କୋଇଲା ବ୍ୟବସାୟୀଙ୍କ ଘରେ ରାଜ୍ୟ ଜିଏସଟିର ଚଢାଉ ହୋଇଛି । ଯାହାକୁ ନେଇ ତେଜିବାରେ ଲାଗିଛି…

ମେ ପହିଲାରୁ ପଛୁଆବର୍ଗ ସର୍ଭେ । ସର୍ଭେ କରିବେ ପ୍ରାଥମିକ ଶିକ୍ଷକ । ନିର୍ଦ୍ଦେଶ ପରେ ବଢ଼ିଲା ବିବାଦ, ଆପତ୍ତି ଉଠାଇଲା…

କନକ ବ୍ୟୁରୋ: କନକ ବ୍ୟୁରୋ: ମେ ପହିଲାରୁ ଆରମ୍ଭ ହେବ ଓବିସି ଗଣନା । ଓଡିଶା ସରକାରଙ୍କ ଦ୍ୱାରା ଅଧିସୂଚୀତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କୁ ନେଇ ସର୍ଭେ କରାଯିବ । ତେବେ ପଛୁଆବର୍ଗଙ୍କ ଗଣନା ପାଇଁ କିଛି ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କୁ ଏନୁମେଟର ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି…

ମୌଲାନା କୈଫ ଖାଁଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ତାଲିକା । ଆଉ ଦୁଇ ଜଣଙ୍କୁ ଠକିଥିବା ଅଭିଯୋଗ । ଗତକାଲି ଠକ…

କନକ ବ୍ୟୁରୋ: କନକ ବ୍ୟୁରୋ: କଟକର ଠକ ତାନ୍ତ୍ରିକ ବିରୋଧରେ ଲମ୍ବିବାରେ ଲାଗିଛି, ଅଭିଯୋଗ । କଟକ ରାଣୀହାଟ ଅଞ୍ଚଳର ଜଣେ ମହିଳାଙ୍କଠାରୁ ୬୨ଲକ୍ଷ ଟଙ୍କା ଠକି ନେଇଥିବା ସାମନାକୁ ଆସିବା ପରେ, ତାଙ୍କ ବିରୋଧରେ ଆଉ ଦୁଇ ଜଣ ଅଭିଯୋଗ କରିଛନ୍ତି । ମଙ୍ଗଳବାଗ ଥାନାରେ ସେମାନେ ଠକ ତାନ୍ତ୍ରିକ…

ସିଜରିଆନ୍ ଡେଲିଭରି ପଛରେ ରହିଛି କି BSKY କେଳେଙ୍କାରୀ? କାରଣ ଖୋଜିବ ସ୍ୱାସ୍ଥ୍ୟ ବିଭାଗ । ମେ ୧’ରୁ ହେବ ଅଡିଟ

କନକ ବ୍ୟୁରୋ: ରାଜ୍ୟରେ ବଢି ବଢି ଚାଲିଛି ସିଜରିଆନ୍ ଡେଲିଭରି । ସାଧାରଣ ଡେଲିଭରି ବଦଳରେ ରାଜ୍ୟରେ ଅଧିକ ହେଉଛି ସିଜରିଆନ୍ ଡେଲିଭରି । ସରକାରୀ ନିୟମ ମାନୁହାନ୍ତି ରାଜ୍ୟର ଘରୋଇ ହସ୍ପିଟାଲ । ମନଇଚ୍ଛା ଭାବେ ଗର୍ଭବତୀ ମହିଳାଙ୍କର ସିଜରିଆନ କରି ପ୍ରସବ କରୁଛନ୍ତି ଡାକ୍ତର । ଏହାର କାରଣ…