Daily Archives

April 28, 2023

ବଞ୍ଚାଇ ଦେଲେ ନାଉରିଆ। ୨ ନାବାଳକଙ୍କ ସମେତ ୬ ଜଣଙ୍କୁ ବଞ୍ଚାଇବା ପରେ ଭାସିଗଲେ ସୁଦର୍ଶନ ସ୍ୱାଇଁ।

କନକ ବ୍ୟୁରୋ: ସୁଦର୍ଶନ ସ୍ୱାଇଁ । ପେଶାରେ ନାଉରିଆ । ଯିଏ ପ୍ରତିଦିନ ଲୋକଙ୍କୁ ଡଙ୍ଗାରେ ପାରିକରନ୍ତି, ସେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜର ଜୀବନ ଦେଇଛନ୍ତି, ଆଉ ତାଙ୍କୁ ଝୁରି ଝୁରି ଲୋକଙ୍କ ଆଖିରୁ ଲୁହ ଝରିଯାଉଛି । ସେ ଏମିତି କିଛି ମହତ କାମ କରିଯାଇଛନ୍ତି, ଯେତେବେଳେ ତାଙ୍କ ନାମ…

ଗୋଟିଏ ପ୍ଲାଟଫର୍ମକୁ ଆସିବ ଦେଶର ୬୨ଟି ବୋର୍ଡ। ଜାତୀୟ ଶିକ୍ଷାନୀତି ଆଣିବ ନୂଆ ସଂସ୍କାର।

କନକ ବ୍ୟୁରୋ: ଦେଶର ଦୁଇଟି ପ୍ରମୁଖ ବୋର୍ଡ ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟଗୁଡିକର ୬୦ଟି ବୋର୍ଡ ଜାତୀୟ ଶିକ୍ଷାନୀତିରେ ଗୋଟିଏ ପ୍ଲାଟଫର୍ମ ଅଧୀନରେ ରହିବ । ଏ ନେଇ ସବୁ ରାଜ୍ୟ ବୋର୍ଡଠାରୁ ପରାମର୍ଶ ଲୋଡାଯିବ ଏବଂ କମନ ଆସେସମେଣ୍ଟ ପ୍ରକ୍ରିୟାରେ ସମାନତା ଅଣାଯିବ ବୋଲି ଜି-୨୦ ଶିକ୍ଷା…

ବିଜେଡି ଫୋକସରେ ୭ ସଂସଦୀୟ କ୍ଷେତ୍ର। ଟାର୍ଗେଟରେ ବିଜେପିର ହେଭିୱେଟ୍।

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ଫୋକସରେ ରହିଛି ୭ ସଂସଦୀୟ କ୍ଷେତ୍ର । ବିଶେଷକରି ଯେଉଁସବୁ ସଂସଦୀୟ କ୍ଷେତ୍ରରେ ବିଜେପିର ହେଭିୱେଟ ରହିଛନ୍ତି, ସେମାନଙ୍କୁ ଚେକ୍ ଦେବା ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି ବିଜେଡି । ବାଲେଶ୍ୱର, ମୟୂରଭଂଜ, କଟକ, ଭୁବନେଶ୍ୱର, ପୁରୀ,…

ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ହାୱଡ଼ାରୁ ପୁରୀ, ପୁରୀରୁ ହାୱଡ଼ା ଗଡ଼ିଲା ଟ୍ରେନ୍।

କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଛି, ଆରମ୍ଭ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା । ହାୱଡ଼ା ଷ୍ଟେସନରୁ ସକାଳ ୬ଟା ୧୦ରେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ଓ ୧୨ଟା ୩୫ରେ ପୁରୀ ପହଞ୍ଚିିଥିଲା ଟ୍ରେନ । ବନ୍ଦେ…

କେନ୍ଦ୍ରାପଡାରେ ୫-ଟି ସଚିବ, ଉନ୍ନୟନ କାର୍ଯ୍ୟର କଲେ ମାରାଥନ ସମୀକ୍ଷା। ନାଁ ନନେଇ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍ । ପ୍ରଥମ ଦିନରେ, ମହାକାଳପଡା ଯାଇ ପ୍ରସ୍ତାବିତ ନିପ୍ପନ ଷ୍ଟିଲ ପ୍ଳାଣ୍ଟ ଅଞ୍ଚଳ ବୁଲିବା ସହ,…

ଏଚସିଜି ପଣ୍ଡା କ୍ୟାନସର୍ ହସ୍ପିଟାଲ୍ ପକ୍ଷରୁ କିନ୍ନରଙ୍କ କ୍ୟାନସର କେୟାର ଲାଗି “ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍’…

କନକ ବ୍ୟୁରୋ : ଏଚସିଜି ପଣ୍ଡା କ୍ୟାନସର୍ ହସ୍ପିଟାଲ୍ ପକ୍ଷରୁ ଲିଙ୍ଗଗତ ପରିଚୟ ଭିନ୍ନ ସମସ୍ତଙ୍କ ପାଖରେ ସମାନ ଭାବେ ସ୍ୱାସ୍ଥ୍ୟ ସେବା ଓ କ୍ୟାନସର ଯତ୍ନ ସେବା ପହଂଚାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ହସ୍ପିଟାଲ୍ ପକ୍ଷରୁ ଏଚସିଜି ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍ କାର୍ଡକୁ କଟକରେ…