Daily Archives

April 26, 2023

ଭାରତ ଫେରୁଛନ୍ତି ସୁଦାନରେ ଫଶିଥିବା ଭାରତୀୟ, ୩ଟି ବ୍ୟାଚରେ ସ୍ୱତନ୍ତ୍ର ବିମାନ ଓ ଜାହଜ ଯୋଗେ ସ୍ୱଦେଶ ଫେରିଲେଣି ୫୬୧…

କନକ ବ୍ୟୁରୋ : ଭାରତ ଫେରୁଛନ୍ତି ସୁଦାନରେ ଫଶିଥିବା ଭାରତୀୟ । ୩ଟି ବ୍ୟାଚ୍ରେ ୫୬୧ଜଣ ଭାରତୀୟ ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ହିଂସାଗ୍ରସ୍ତ ଇଲାକାରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଏମାନଙ୍କୁ ଆଣି ସୁଦାନ ପୋର୍ଟରେ ଅଣାଯିବା ପରେ ସେଠାରୁ ଆଇଏନଏସ ସୁମେଧାରେ…

କୁସ୍ତିଯୋଦ୍ଧା ମାମଲା ଉପରେ ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ ରଖିଲା ଜବାବ । ପୁଲିସ କହିଲା, ଏଫଆଇଆର କରିବା ପୂର୍ବରୁ…

କନକ ବ୍ୟୁରୋ : କୁସ୍ତି ରିଙ୍ଗ ମଧ୍ୟରେ ରହି କୁସ୍ତି ମାଧ୍ୟମରେ ଦେଶ ପାଇଁ ଗୈାରବ ଆଣୁଥିବା କୁସ୍ତିଯୋଦ୍ଧା ଏବେ ରାଜରାସ୍ତାରେ । ଆଉ ରାଜରାସ୍ତାରେ ହିଁ ଚାଲିଛି ସେମାନଙ୍କ କୁସ୍ତି ଅଭ୍ୟାସ । ପରସ୍ପରକୁ ତାଲିମ ଦେବାରେ ଓ ଅଭ୍ୟାସରେ ନିଜେ ନିଜେ ବ୍ୟସ୍ତ । ତେବେ କୁସ୍ତିଯୋଦ୍ଧା ମହାସଂଘର…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି । କୋଚିରେ ରୋଡ ଶୋ’ବେଳେ ମୋଦୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି । କେରଳ, କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ରାସ୍ତାରେ ଚାଲି-ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ । ରୋଡ୍ ଶୋ’…

ଛତିଶଗଡ଼ ଦାନ୍ତେୱାଡାରେ ଲାଲତାଣ୍ଡବ । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୦ଡିଆରଜି ଯବାନ ସହିଦ,ଜଣେ ଡ୍ରାଇଭର ମୃତ

କନକ ବ୍ୟୁରୋ : ବୁଧବାର ଅପରାହ୍ନ ସମୟରେ ପୁଣି ଥରେ ନକ୍ସଲ ଆକ୍ରମଣରେ ଥରି ଉଠିଛି ଛତିଶଗଡର ଦାନ୍ତେୱାଡା । ନକ୍ସଲଙ୍କ ଆକ୍ରମଣରେ ୧୦ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏମାନଙ୍କୁ ନେଇ ଯାଉଥିବା ଗାଡିର ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଛତିଶଗଡ ଦାନ୍ତୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ…

ରାଜଧାନୀରେ ସକ୍ରିୟ ନକଲି ପୁଲିସ। ନକଲି ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍।

କନକ ବ୍ୟୁରୋ: ଜାତୀୟ ରାଜପଥରେ ଲୁଟେରା ଗ୍ୟାଙ୍ଗ । ଏମାନେ ଡରାଇ ଧମକାଇ ଲୋକଙ୍କ ଠାରୁ ଲୁଟ କରୁଥିଲ । ଜଣେ ନୁହେଁ କି ଦୁଇଜଣ ନୁହେଁ ଗ୍ୟାଙ୍ଗରେ ଥିଲେ ୭-୭ ଜଣ ଲୁଟେରା । ଏବେ ଏଭଳି ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ । ଏହି ଲୁଟେରା ଗ୍ୟାଙ୍ଗ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ ଧମକାଇ ମାଡ…

କୁଆଡ଼େ ଗଲେ ରାଜା ଖାନ୍? ଗୁଡୁ ମୁସଲିମ୍ ଲିଙ୍କରେ ଜେରା କରିଥିଲା ୟୁପି ଏସଟିଏଫ୍।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ୍ ଏବଂ ତାର ସହଯୋଗୀ ରାଜା ଖାନ୍ । ଏହି ଦୁଇଟି ନାଁ ଓ ଚେହେରା ସହ ବରଗଡ଼ ସହର କିଛି ଦିନ ଆଗରୁ ପରିଚିତ ବି ନଥିଲା, କିନ୍ତୁ ଏହି ଦୁଇ ନାଁକୁ ଏନେଇ ଏବେ ବରଗଡ଼ରେ ସବୁଠୁ ଅଧିକ ଚର୍ଚ୍ଚା ଓ ପ୍ରଶ୍ନ? ବରଗଡ଼ରେ ରାଜା ଖାନ୍ କରୁଥିଲା କ’ଣ? ଅପରାଧୀ…