Daily Archives

April 26, 2023

ପିଲାଙ୍କ ପାଇଁ ବିପଦ ଘର ଭିତର ପ୍ରଦୂଷଣ। ମାନସିକ ବିକାଶରେ ସୃଷ୍ଟି କରୁଛି ବାଧା

କନକ ବ୍ୟୁରୋ: ଇଣ୍ଡୋର ପଲ୍ୟୁସନ୍ ବା ଘର ଭିତର ପ୍ରଦୂଷଣ ପାଇଁ ପିଲାଙ୍କ ମାନସିକ ବିକାଶ ଯେମିତି ହେବା କଥା ସେମିତି ହୋଇପାରୁନାହିଁ । ଘର ଭିତର ପ୍ରଦୂଷଣ ପିଲାଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଏଭଳି ଏକ ସାଂଘାତିକ୍ ତଥ୍ୟ ଏବେ ସାମ୍ନାକୁ ଆସିଛି । ଏକ ବିଶ୍ଳେଷଣରୁ ଜଣାପଡିଛି ଘର…

ନକଲି ସାର୍ଟିଫିକେଟ୍ ରୋକିବ ଏଡୁ ଲକର! ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିକ୍ ଆଇ.ଡି.

କନକ ବ୍ୟୁରୋ: କିଛିଦିନ ହେଲା ଜାଲ ସାର୍ଟିଫିକେଟକୁ ନେଇ ରାଜ୍ୟରେ ତମ୍ବିତୋଫାନ ହେଉଛି । ବଲାଙ୍ଗୀରରୁ ବିହାର, ଉତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ଏହି ଜାଲିଆତିର ଚେର । ତେବେ ଏହି ଜାଲ ସାର୍ଟିଫିକେଟ ଉପରେ ରୋକ ଲଗାଇବ କେନ୍ଦ୍ର ସରାକରଙ୍କ ଏଡୁ ଲକର । ଜାତୀୟ ଶିକ୍ଷାନୀତିରେ ତିନିବର୍ଷରୁ…

ସତ ଲୁଚାଇବା ପାଇଁ ଚାଲାଖି କରୁଛି ଛତିଶଗଡ଼। ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଖୋଲିଲା ଗେଟ୍।

କନକ ବ୍ୟୁରୋ: ଅଣମୌସୁମୀ ଋତୁରେ ବ୍ୟାରେଜରେ ପାଣି ଅଟକାଇଥିବା ଛତିଶଗଡ଼, ଟ୍ରିବ୍ୟୁନାଲ୍ ଟିମ୍ ଗ୍ରସ୍ତ ପୂର୍ବରୁ ହଡ଼ବଡ଼େଇ ଯାଇଛି । ଦୁଇଟି ପର୍ଯ୍ୟାୟରେ ଖୋଲି ଦେଇଛି କଲମା ବ୍ୟାରେଜର ୨୦ଟି ଗେଟ୍ । ମେ’ ୧୦ ତାରିଖରେ ଟ୍ରିବ୍ୟୁନାଲ୍ ଟିମ୍ ଓଡ଼ିଶା ଆସିବାରେ ଅଛି, କାଳେ ସତ ଧରାପଡ଼ିଯିବ, ଗେଟ୍…

ଛତିଶଗଡ ଅରନପୁର ଜଙ୍ଗଲରେ ମାଓ ଆକ୍ରମଣ। ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ।

କନକ ବ୍ୟୁରୋ: ଅରନପୁର ଜଙ୍ଗଲରେ ଲୁଚିଥିବା ମାଓବାଦୀଙ୍କ ଧରିବା ପାଇଁ, ସର୍ଚ୍ଚ ଅପରେସନ ସାରି ଦାନ୍ତେୱାଡା ଅଭିମୁଖେ ଫେରୁଥିଲେ ଡିଆରଜି ଯବାନ । ଫେରିବା ବାଟରେ ଜଙ୍ଗଲ ରାସ୍ତାରେ, ମାଓବାଦୀ ଖଞ୍ଜିଥିବା ଆଇଇଡିର ଶକ୍ତିଶାଳୀ ବିସ୍ଫୋରଣରେ ଉଡିଯାଇଥିଲା ଯବାନ ଭର୍ତି ଗାଡି । କେହି କିଛି ବୁଝିବା…

ପୁଲିସ ଅଫିସର କହି ଲୁଟ କରୁଥିଲା ଅଭିଯୁକ୍ତ: ଅସଲ ପୁଲିସ ହାତରେ ଧରା ପଡିବା ପରେ ଚୋରୀ ବେଳର କାହାଣୀ କହିଲା ଲୁଟେରା

କନକ ବ୍ୟୁରୋ: ପୁଲିସ ଅଫିସର ସାଜି ଚୋରୀ କରୁଥିଲା ଚୋର । ନିଜକୁ ଜଣେ ପୁଲିସ ଅଫିସର କହି ଧମକ ଚମକ ଦେଉଥିଲା । ଡରେଇ ଧମକେଇ ମୋବାଇଲ ଲୁଟ କରୁଥିଲା ଲୁଟେରା । ପୁଲିସ ଅଫିସ କରି ଅପରାଧ ଘଟାଉଥିବା ଅଭିଯୁକ୍ତକୁ ଗିରଫ କରିଛି, ରାଉରକେଲା ବ୍ରାହ୍ମଣୀତରଙ୍ଗ ପୁଲିସ । ଅଭିଯୁକ୍ତ ଜଗନ୍ନାଥ ଭଗତ…

ଅନାଥ ଭାଇ-ଭଉଣୀଙ୍କୁ ମିଳିଲା ପରିଚୟ: ନୂଆ ବାପାମାଆଙ୍କ ସହ ଯାଜପୁର ଶିଶୁ ଯତ୍ନ କେନ୍ଦ୍ରରୁ ପଶ୍ଚିମବଙ୍ଗ ଗଲେ ଅନାଥ…

କନକ ବ୍ୟୁରୋ: ଅନାଥ ଭାଇ ଭଉଣୀଙ୍କୁ ଆପଣାଇ ନେଲେ ବଙ୍ଗୀୟ ଦମ୍ପତି । ନୂଆ ପରିଚୟ ସହ ଯାଜପୁରରୁ ପଶ୍ଚିମବଙ୍ଗ ଯାଇଛନ୍ତି ଭାଇ-ଭଉଣୀ । ଅନାଥ ଫୁଲମଣୀ କିସ୍କୁ ଓ ଦେବେନ୍ଦ୍ର କିସ୍କୁଙ୍କୁ କେଳେଇ ନେଇଛନ୍ତି ପଶ୍ଚିମବଙ୍ଗ ହାୱାଡାର ବ୍ୟବସାୟୀ ବିଶ୍ୱରଂଜନ ମଲିକ ଓ ପତ୍ନୀ ରୀନା ମଲିକ । ଦୁଇ କୁନି…