Daily Archives

April 7, 2023

ସରକାରୀ କାର୍ଯ୍ୟାଳୟରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟରେ…

କନକ ବ୍ୟୁରୋ: ବ୍ଲକ କାର୍ଯ୍ୟାଳୟ ପରିସରରେ ହୋମ ଯଜ୍ଞ । ମାଇକ ବାଜୁଛି, ହୋମ ଚାଲିଛି, ପୁରୋହିତଙ୍କ ମନ୍ତ୍ରୋଚାରଣରେ ପୁରା ଅଞ୍ଚଳ ମୁଖରିତ ହେଉଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ହୋମ ଯଜ୍ଞକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳିଛି…

ଟ୍ରାଫିକ ଚେକିଂରୁ ବଞ୍ଚିବା ପାଇଁ ଗଢ଼ିଲେ ହ୍ୱାଟସ ଆପ ଗ୍ରୁପ। ଅନୁଗୁଳରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ପୋଲିସ ଚେକିଂ…

କନକ ବ୍ୟୁରୋ: ସତର୍କ ହୋଇଯାଅ, ଛକରେ ଚାଲିଛି ଟ୍ରାଫିକ ଚେକିଂ । ଯଦି ଆପଣ ହେଲମେଟ ପିନ୍ଧିନାହାନ୍ତି କି ଆପଣଙ୍କ ପାଖରେ ଲାଇସେନ୍ସ ନାହିଁ ତାହାଲେ ତୁରନ୍ତ କରିଦିଅନ୍ତୁ ରାସ୍ତା ପରିବର୍ତନ । ଏଭଳି କିଛି ମେସେଜ ଏବେ ଅନୁଗୁଳ ଜିଲ୍ଲାରେ ଏବେ ହ୍ୱାଟସଆପରୁ ହ୍ୱାଟସ ଆପ ଘୁରି ବୁଲୁୁଛି । ସଚେତନା…

ହଟିଲା କୁକୁର, ଫେରିଲା ଚଢେଇ । ଜାଣନ୍ତୁ କାହିଁକି ଏଲନ୍ ମସ୍କ ବଦଳାଇଥିଲେ ଟ୍ୱିଟରର ଲୋଗୋ ?

କନକ ବ୍ୟୁରୋ : କିଛିଦିନ ତଳେ ଟ୍ୱିଟର ଲୋଗୋକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଯେତେବେଳେ ଟ୍ୱିଟରର ମାଲିକ ଏଲନ୍ ମସ୍କ ପୁରୁଣା ଲୋଗୋ ଚଢେଇକୁ ବଦଳାଇ ତା ସ୍ଥାନରେ ଏକ କୁକୁରର ଫଟୋ ରଖିଥିଲେ । ଏଲନ୍ ମସ୍କଙ୍କର କୁକୁର ଅତିପ୍ରିୟ । ଏହା ପୂର୍ବରୁ ବି ସେ ନିଜର ପୋଷା କୁକୁର ଶିବା ହନୁ…

ସ୍ୱାସ୍ଥ୍ୟସେବାରେ କେତେ ଉତ୍କଷ୍ଟ ଓଡ଼ିଶା? କେଉଁଠି ନାହାନ୍ତି ଡାକ୍ତର ତ ଆଉ କେଉଁଠି ରହିଛି ଭିତିଭୂମିର ଅଭାବ

କନକ ବ୍ୟୁରୋ: ଆଜି ବିଶ୍ୱସ୍ୱାସ୍ଥ୍ୟ ଦିବସ । ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି । ସରକାରଙ୍କ କହିବା ଅନୁସାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରାଯାଇଛି । ୨୦୦୫ ଠାରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟରେ…

ଆସିଲା ପୁଷ୍ପା-୨ର ଟିଜର…ଟ୍ୱିଟରରେ କରୁଛି ଟ୍ରେଣ୍ଡ

କନକ ବ୍ୟୁରୋ: ସାମ୍ନାକୁ ଆସିଲା ପୁଷ୍ପା-୨ର ଟିଜର । ବ୍ଲକବଷ୍ଟର ଚଳଚ୍ଚିତ୍ର ପୁଷ୍ପାର ଦ୍ୱିତୀୟ ଅଧ୍ୟାୟର ଟିଜର ରିଲିଜ ହୋଇଛି । ଏହି ଟିଜରରରେ ପୁଷ୍ପା କେଉଁଠି? ତାକୁ ନେଇ କାହାଣୀ ଆଗକୁ ବଢୁଛି । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ମୁଭିରେ ଅନେକ ସସପେନ୍ସ ରହିଛି । ଟିଜରରୁ ହିଁ ଫିଲ୍ମରେ ଅନେକ…

ମୁମ୍ବାଇରେ ୧ହଜାର କୋଟିର ଷ୍ଟୁଡିଓ ଉପରେ ଚାଲିଲା ବୁଲଡୋଜର, ଏଠାରେ‘ରାମ ସେତୁ’ ଓ ‘ଆଦିପୁରୁଷ’ ଭଳି ଫିଲ୍ମ ହୋଇଥିଲା…

କନକ ବ୍ୟୁରୋ : ମୁମ୍ବାଇର ମଧ ଅଞ୍ଚଳରେ ବେଆଇନ ଭାବେ ତିଆରି ହୋଇଥିବା ୧ହଜାର କୋଟି ଟଙ୍କାର ଷ୍ଟୁଡିଓ ଉପରେ ଆଜି ବୁଲଡୋଜର ଚଲାଇଛି ବିଏମସି । ଏନେଇ ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୌମ୍ୟା ଅଭିଯୋଗ କରିଥିଲେ । କିରିଟ ସୌମ୍ୟା ଅଭିଯୋଗ କରିଥିଲେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି…