ଜଗତସିଂହପୁରରେ ଦେବୀ ନଦୀରେ ଅଘଟଣ, ବୁଡିଗଲେ ୩ ଛାତ୍ର ।

327

କନକ ବ୍ୟୁରୋ: ଗାଧୋଇବା ବେଳେ ବୁଡି ଗଲେ ୩ ଛାତ୍ର । ଜଗତସିଂହପୁର ଦେବୀ ନଦୀରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏବେ ବି ଦୁଇ ଛାତ୍ର ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।