Daily Archives

February 17, 2023

ବିଜେଡି-ବିଜେପି ରାଜନୀତିରେ କିନ୍ନର । ବିରୋଧୀ ଦଳ ନେତା ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନ ଘେରାଉ ।

କନକ ବ୍ୟୁରୋ: ରାଜନୀତିରେ କିନ୍ନର । ଆଜି କିନ୍ନରମାନେ ରାଜନୈତିକ ପ୍ରସଙ୍ଗକୁ ନେଇ ଦୁଇଟି ଜାଗାରେ ପ୍ରତିବାଦକୁ ଓହ୍ଲାଇଥିଲେ । ଗୋଟିଏ ପଟେ ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବିରେ ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରଥିଲେ ବିଜେଡି ସମର୍ଥିତ କିନ୍ନର । ଅନ୍ୟପଟେ ଆଇନଶୃଙ୍ଖଳା ନେଇ ଗୃହ…

ଅରୂପଙ୍କ ଧମକକୁ ଚ୍ୟାଲେଞ୍ଜ କଲେ ବିରୋଧୀ ଦଳ ନେତା । କହିଲେ, ତାଙ୍କୁ ମାରିବାକୁ ଯେଉଁ ଜାଗାକୁ ଡାକିବେ ସେ ଯିବାକୁ…

କନକ ବ୍ୟୁରୋ: ରାଜନୀତିରେ ‘ଧମକ’ ଉପାଖ୍ୟାନ । ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ କଥା କଟାକଟି । ମହିଳା ପୁଲିସ ଅଧିକାରୀ-ବିରୋଧୀ ଦଳ ନେତାଙ୍କ ଧକ୍କା ମରାମରି ଘଟଣାରେ ଦୁଇ ଦିନ ହେଲା ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉପରେ ପୂର୍ଣ୍ଣଚ୍ଛେଦ ଟାଣିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କହିଲେ, ଆଗାମୀ ଦିନରେ କୌଣସି…

କନକ ବ୍ୟୁରୋ: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓଡ଼ିଶା କରି ଆସୁଥିବା ବେଳେ ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ । ଅର୍ଥ କମିସନ ତାଙ୍କ ରିପୋର୍ଟରେ…

ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ ମାମଲା, ଟ୍ୟାକ୍ସ ଅନିୟମିତତା ନେଇ ପ୍ରମାଣ ମିଳିଥିବା କହିଲା ଆୟକର ବିଭାଗ

କନକ ବ୍ୟୁରୋ : ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ ସମାପ୍ତ ହୋଇଛି । ୩ ଦିନ ଚଢାଉ କରିବା ପରେ ଆୟକର ବିଭାଗ ଏକ ବଡ ଦାବି କରିଛି । ବିଭାଗ ପକ୍ଷରୁ କୁହାଯାଇଛି କି. ୩ଦିନ ଚଢାଉ ପରେ ବିବିସି ତରଫରୁ ଇଣ୍ଟରନ୍ୟାସନାଲ ଟ୍ୟାକ୍ସକୁ ନେଇ କିଛି ଅନିୟମିତତା…

ପଡ଼ିଲା ହାତଗଣ୍ଠି, ସରିଲା ବାହାଘର: ହେଲେ ବିଦାୟୀ ବେଳକୁ ପ୍ରେମିକ ସହ ଫେରାର ହୋଇଗଲେ ନବବଧୂ

କନକ ବ୍ୟୁରୋ: ପଡ଼ିଲା ହାତଗଣ୍ଠି, ସରିଲା ବାହାଘର ହେଲେ ବିଦାଇ ବେଳକୁ ଫେରାର ହେଇଗଲେ କନ୍ୟା । ଫେରାର ହେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କନ୍ୟା ଘରୁ ବାହାରି ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଚାଲିଯାଉଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଦେଓଗାଁ ବ୍ଲକରେ ଘଟିଛି ଏହି ଘଟଣା ।…

ଜାଗର ପାଇଁ ଧବଳେଶ୍ୱରରେ ସ୍ୱତନ୍ତ୍ର ପ୍ରସ୍ତୁତି: ଅସ୍ଥାୟୀ ରାସ୍ତାରେ ଯାଇ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ 

କନକ ବ୍ୟୁରୋ: ରାତି ପାହିଲେ ଜାଗର । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ମନ୍ଦିରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ ମହାନଦୀ ଭିତରେ ନିର୍ମାଣ…