Daily Archives

February 17, 2023

ଅର୍ଥ ଅଭାବରୁ ଅଧାରେ ଅଟକିଛି ପାଠପଢ଼ା: ବାପା ମା’ଙ୍କ ଦେହାନ୍ତ ପରେ ବେସାହାରା ହୋଇପଡ଼ିଛନ୍ତି କନ୍ଧମାଳର ଭାଇ-ଭଉଣୀ

କନକ ବ୍ୟୁରୋ: ଅର୍ଥ ଅଭାବରୁ ଅଧାରେ ଅଟକିଛି ପାଠପଢା । ବାପା ମା’ ଆରପାରିକୁ ଚାଲିଯିବା ପରେ ବୃଦ୍ଧା ଆଇଙ୍କ ପାଖରେ ମଣିଷ ହୋଇଛନ୍ତି ଫୁଲବାଣୀର ଭାଇ-ଭଉଣୀ ଝୁମକା ଦିଗାଲ ଏବଂ ବାବୁନା ଦିଗାଲ । ଏବେ ଆଇ ଚାଲିଯିବା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି ଏହି ଭାଇ ଭଉଣୀ । ଭଉଣୀର ବୟସ ୨୦…

ମୁଖ୍ୟମନ୍ତ୍ରୀଙ୍କୁ ହଜାରେ ଚିଠି ଲେଖି ଦୁଃଖ ଜଣାଇଲେ ବନ୍ୟା କ୍ଷତିଗ୍ରସ୍ତ: ଧନୁଆ ନଦୀରେ ବନ୍ୟା ଆସିଲେ ଜଳମଗ୍ନ ହୁଏ…

କନକ ବ୍ୟୁରୋ: ଧନୁଆ ବନ୍ୟାଂଚଳରୁ ନବୀନ ନିବାସକୁ ୧ହଜାର ଚିଠି । ପୁରୀ ଜିଲ୍ଲାର ୪ଟି ବ୍ଲକର ହଜାର ହଜାର ଲୋକ ଧନୁଆ ନଦୀରେ ବନ୍ୟା ଯୋଗୁଁ ଧନ ଜୀବନ ହରାଇଥାଆନ୍ତି । ଏପରିକି ବନ୍ୟା ଯୋଗୁଁ ଚାଷୀ ମାନଙ୍କର ଚାଷ ଉଜୁଡ଼ିଯାଇଥାଏ । ଏହାର ସ୍ଥାୟୀ ସମାଧାନ ପାଇଁ ଅଂଚଳବାସୀ ବାରମ୍ବାର ଦାବି କରିଥିଲେ…

ଝିଅ ବାହାଘର ପାଇଁ ଟଙ୍କା ନେଉଥିଲା ବେଳେ ଲୁଟିନେଲେ ଦୁର୍ବୃତ୍ତ: ଗାଡ଼ି ଡିକି ଭାଙ୍ଗି ୨ଲକ୍ଷ ଟଙ୍କା ଲୁଟ୍

କନକ ବ୍ୟୁରୋ: ଗାଡ଼ି ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ । କୋଣାର୍କ ଗୋପ ଥାନା ନିକଟ ଲକ୍ଷ୍ମୀବଜାରରେ ଏଭଳି ଘଟଣା ଘଟିଛି । ଝିଅ ବାହାଘର ପାଇଁ ଗୋପ ଥାନା ବେଦପୁର ପଂଚାୟତ ମଲ୍ଲିକ ସାହିର ତପନ ବୋଷ ମଲ୍ଲିକ ୨ଲକ୍ଷ ଟଙ୍କା ଉଠାଇଥିଲେ । ଗୋପ ବଜାର ଉପରେ ଥିବା ଷ୍ଟେଟବ୍ୟାଙ୍କରୁ ୨ ଲକ୍ଷ…

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୩୧ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ମେ ୨୮ରେ ଫାଇନାଲ । ଗୁଜରାଟ-ଚେନ୍ନାଇ…

କନକ ବ୍ୟୁରୋ: ଆଇପିଏଲ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇପିଏଲ୍ ୨୦୨୩ ସିଜିନ୍ ପାଇଁ ସିଡ୍ୟୁଲ୍ ଜାରି କରିଛି । ଏଥର ଆଇପିଏଲର ଶୁଭାରମ୍ଭ ମାର୍ଚ୍ଚ ମାସ ୩୧ ତାରିଖରୁ ହେବ । ଯେଉଁଥିରେ କି ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ । ତେବେ ମିଳିଥିବା…

ଗୁଇନ୍ଦା ବେଲୁନ ଉପରେ ବଢ଼ୁଛି ମହାଶକ୍ତିଙ୍କ ଭରସା । ଚୀନ୍ ପରେ ଏବେ ଗୁଇନ୍ଦା ବେଲୁନ ଉପରେ ପୁଟିନଙ୍କ ଆଖି । ୟୁକ୍ରେନ…

କନକ ବ୍ୟୁରୋ: ଋଷର ବେଲୁନ ରଣନୀତି । ଗୁଇନ୍ଦା ବେଲୁନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ୟୁକ୍ରେନ୍ ବିରୋଧରେ ବେଲୁନ୍ ରଣନୀତି ଆପଣେଇଛି ଋଷ । ୟୁକ୍ରେନ୍ ଆକାଶକୁ ଗୁଇନ୍ଦା ବେଲୁନ୍ ଛାଡି ବାୟୁ ଗୁଇନ୍ଦା ତଥ୍ୟ ଯୋଗାଡ କରୁଛି ୠଷ । ଏହାକୁ ଭିତ୍ତି କରି ଋଷର ସେନାର…

ଇରାଶିଷଙ୍କୁ କାଉଣ୍ଟର ଟାର୍ଗେଟ କଲା ବିଜେଡି । ଚିନ୍ମୟ ସାହୁ କହିଲେ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଜଣେ ଅଭ୍ୟାସଗତ…

କନକ ବ୍ୟୁରୋ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ରାଜ୍ୟ ବିଜେପିର ଯୁବ ମୋର୍ଚ୍ଚା ସଭାପତିଙ୍କୁ କାଉଣ୍ଟର ଟାର୍ଗେଟ କରିଛି ଶାସକ ବିଜେଡି । ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହିତ ଇରାଶିଷଙ୍କ ଉପରେ…