Daily Archives

February 12, 2023

ଅନ୍ତ ହେଉନି ଭୂକମ୍ପ ଯନ୍ତ୍ରଣା: ୭ ଦିନ ପରେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନେକ, ଭଙ୍ଗା କୋଠା ତଳୁ ଉଦ୍ଧାର…

କନକ ବ୍ୟୁରୋ: ତୁର୍କୀ ଓ ସିରିୟାର ୧୩ରୁ ଅଧିକ ସହ ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ସେହି ଭଗ୍ନସ୍ତୁପ ତଳୁ ବିପନ୍ନ ଲୋକଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି । ଆଉ ଉଦ୍ଧାର ସମୟରେ ଭାବପ୍ରବଣ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଉଦ୍ଧାର ପରେ ଏହି କୁନି ପୁଅର ଖୁସିକୁ ଦେଖନ୍ତୁ ।…

ଦିନେଥିଲା ଗରିବଙ୍କ ଖାଦ୍ୟ, ଏବେ ଏଥିରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିଦେଶରେ ବି ହେଉଛି ପ୍ରଶଂସିତ

କନକ ବ୍ୟୁରୋ : ମାଣ୍ଡିଆରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା, ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ସ୍ନାକ୍ସ । ସେଓ, ଗାଂଠିଆ, ଲଡ଼ୁ, ମିକ୍ସର, ପକୁଡ଼ି ଭଳି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା । ଗଂଜାମ ପୋଲସରା ବ୍ଲକ…

ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମହିଳାଙ୍କୁ ରୋଜଗାର ଦେଇଛି ମିଶନ ଶକ୍ତି, ସ୍ୱାବଲମ୍ବୀ ହେଉଛନ୍ତି ଗ୍ରାମାଞ୍ଚଳ ମହିଳା

କନକ ବ୍ୟୁରୋ : ଯୁଗ ବଦଳିଛି, ମହିଳାଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି । ସମୟ ସହ ତାଳ ଦେଇ ଆଗକୁ ବଢ଼ୁଛନ୍ତି ମହିଳା । ଆଗ ଭଳି ଆଉ ନିଜର ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ନିଜସ୍ୱ ଉଦ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ରୋଜଗାର ପାଇଁ ବାଟ ବାଛୁଛନ୍ତି ମହିଳା । ଆଉ…

ସ୍ମାର୍ଟଫୋନ ଅଧିକ ବ୍ୟବହାର କରୁଛନ୍ତି କି? ସାବଧାନ! ହରାଇ ପାରନ୍ତି ଦୃଷ୍ଟିଶକ୍ତି!

କନକ ବ୍ୟୁରୋ: ନବମ ଶ୍ରେଣୀରେ ପାଠ ପଢନ୍ତି । ଗତ କିଛି ଦିନ ହେବ ତାଙ୍କର ଦୃଷ୍ଟିଶକ୍ତି କମିଥିବାରୁ ଏବେ ଆଖି ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଆସିଛନ୍ତି । କୋଭିଡ ପୂର୍ବରୁ ସବୁକିଛି ଠିକଠାକ ଥିଲା କିନ୍ତୁ ଅତ୍ୟଧିକ ମୋବାଇଲ ବ୍ୟବହାର କରିବାରୁ କମିଯାଇଛି ଦୃଷ୍ଟିଶକ୍ତି ଓ ଆଖିରେ ଲାଗିଛି…

ମେସିନ ତିଆରି ଶାଢି ଅପେକ୍ଷା ଆଦୃତ ହେଉଛି ହାତବୁଣା ଶାଢି , ବିଭିନ୍ନ ଡିଜାଇନ ପାଇଁ ବଢୁଛି ଲୋକପ୍ରିୟତା

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି ତିଆରି ଏବେ ଲୋକଙ୍କର ବେଶ୍ ପ୍ରସିଦ୍ଧ । ଏହି ମଙ୍ଗାରୁ ବୁଣାକାରମାନେ ଭଳିକି ଭଳି ଡିଜାଇନର ସମ୍ବଲପୁରୀ ଶାଢ଼ି ତିଆରି କରନ୍ତି । ସବୁବେଳେ କିଛି ନା କିଛି ନୂଆ ଡିଜାଇନର ଶାଢ଼ି ତିଆରି କରି ଚର୍ଚ୍ଚାକୁ ଆସିଥାଆନ୍ତି ବୁଣାକାର । ଏବେ ଜିଲ୍ଲାର…

କେନ୍ଦ୍ରାପଡ଼ା ରାଜନଗର ଅଂଚଳରେ ମହିଳାଙ୍କ ନିଆରା ଉଦ୍ୟମ । କ୍ଷୀର ପ୍ରକ୍ରିୟାକରଣ କରି ହୋଇଛନ୍ତି ଆତ୍ମନିର୍ଭର

କନକ ବ୍ୟୁରୋ : ମହିଳା ମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଛି କ୍ଷୀର ପ୍ରକ୍ରିୟାକରଣ ୟୁନିଟ୍ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଧାନଦିଆ ଠାରେ ୩୦ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଛି ଏହି ପ୍ରକଳ୍ପ । କସ୍ତୁରବା ସ୍ୱୟଂ ସହାୟକ ଗୋଷ୍ଠୀର ୧୮ ଜଣ ମହିଳା ଏଠାରେ କାମ କରି ରୋଜଗାର କରିବାର ଆଶା…