Daily Archives

February 7, 2023

ପଟ୍ଟା ମିଳିଛି, ହେଲେ ମିଳିନି ଜମି: ୧୦ ବର୍ଷ ହେଲାଣି ପଟ୍ଟା ଧରି ବସିଛନ୍ତି ହିତାଧିକାରୀ

କନକ ବ୍ୟୁରୋ: ପଟ୍ଟା ମିଳିଛି କିନ୍ତୁ ମିଳିପାରିନାହିଁ ଜମି । ଦୀର୍ଘ ୧୦ ବର୍ଷ ହେଲାଣି ପଟ୍ଟା ଧରି ବସିଛନ୍ତି ଭୂମିହୀନ ହିତାଧିକାରୀ । କିନ୍ତୁ ନିଜ ଜମି କେଉଁଠି ତାହା ଜାଣିପାରିନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲକ୍ଷ୍ମୀମୁଣ୍ଡା ଗାଁରୁ ଦେଖିବାକୁ ମିଳିଛି ଏଭଳି ଅଜବ ଘଟଣା ।…

ଠାକୁରଙ୍କ କୋଟି କୋଟି ଟଙ୍କାର ସମ୍ପତିର ମିଳୁନି ହିସାବ: ଭକ୍ତ ଦେଇଥିବା ଟଙ୍କା, ସୁନା, ରୂପାର ନାହିଁ ଖୋଜ ଖବର

କନକ ବ୍ୟୁରୋ: ଠାକୁରଙ୍କ କୋଟି କୋଟି ଟଙ୍କାର ସମ୍ପତିର ହିସାବ ମିଳୁନି । ଭକ୍ତ ଦେଇଥିବା ଟଙ୍କା ସୁନା, ରୂପାର ମଧ୍ୟ ଖୋଜ ଖବର ନାହିଁ । କୁଆଡେ ଗଲା ବରଗଡ ଜିଲ୍ଲାର ଭଟଲି ଠାରେ ପ୍ରତିଷ୍ଠିତ ପ୍ରସିଦ୍ଧ ତଥା ସିଦ୍ଧ ପୀଠ ଶ୍ୟାମବାବା ବା ମାଧୋ ମନ୍ଦିରର ସମ୍ପତି । ବରଗଡ ଜିଲ୍ଲାର ଭଟଲି ଠାରେ…

ମେଘାଳୟ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବେ ପୂର୍ବ ଉଗ୍ରବାଦୀ ନେତା

କନକ ବ୍ୟୁରୋ : ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ବଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଥିବା କର୍ନଡ ସାଂଗମାଙ୍କ ବିରୋଧରେ ବିଜେପି ପୂର୍ବ ଉଗ୍ରବାଦୀ ନେତା ତଥା ଦଳର ରାଜ୍ୟ ଉପାଧ୍ୟକ୍ଷ ବେର୍ନଡ ଏନ ମାରକଙ୍କୁ ପ୍ରାର୍ଥୀ କରିଛି । ମାରକ ଦକ୍ଷିଣ ତୁରା…

ପ୍ରଥମ ଟେଷ୍ଟରେ ଖେଳିବେ ଏହି ଖେଳାଳି…ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଲେ କେ ଏଲ୍ ରାହୁଲ । ପଢନ୍ତୁ,…

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ଆସନ୍ତା ୯ ତାରିଖରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରର ଭିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ଉପ-ଅଧିନାୟକ ସାମ୍ବାଦିକ…

ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ମହାନତା । ମଝି ରାସ୍ତାରେ ବେହୋସ୍ ଗର୍ଭବତୀ ମହିଳାଙ୍କର କଲେ ଆଶୁ ଚିକିତ୍ସା ।

କନକ ବ୍ୟୁରୋ: ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ମହାନତା । ମଝି ରାସ୍ତାରେ ବେହୋସ ହୋଇ ଯାଇଥିବା ଗର୍ଭବତୀ ମହିଳାଙ୍କୁ କୋଳରେ ଶୁଆଇ ଆସୁ ଚିକିତ୍ସା ଯୋଗାଇ ଦେଇଛନ୍ତି ମହିଳା କନେଷ୍ଟବଳ । ଏଭଳି ଖବର ଆସିଛି ଭୁବନେଶ୍ୱରର ଏୟାରପୋର୍ଟ ଛକରୁ । ଏଠାରେ ହଠାତ୍ ଜଣେ ଗର୍ଭବତୀ ମହିଳା ରାସ୍ତା ମଝିରେ…

ଆଦାନୀ ବିବାଦ : ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ସଂସଦରେ ଚାଲିଥିବା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ । ଏହି କ୍ରମରେ ଆଜି ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ବାବଦରେ କହିବାକୁ ଯାଇ ଦେଶରେ ବଢୁଥିବା ଦରବୃଦ୍ଧି, ବେରୋଜଗାରୀ, ଅଗ୍ନିବୀର ଯୋଜନା ଓ…