Daily Archives

January 30, 2023

ଗୁଳିମାଡର କାରଣ ଖୋଜୁଛି କ୍ରାଇମବ୍ରାଂଚ: ‘୨ଘଂଟାରେ ୫୦ ପ୍ରଶ୍ନ’

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି ମାରିଲେ ଏଏସଆଇ ଗୋପାଳ ଦାସ । ଗୁଳି ମାରିବା ପଛର କାରଣ କଣ? ଏହାର କାରଣ ଖୋଜୁଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ପାଖାପାଖି ୨ଘଂଟା ଜେରା କରିବା ପରେ ଆଜି ପ୍ରାୟ ୩ରୁ ୪ଘଂଟା ଜେରା କରାଯାଇଛି । ଏଡିଜି ଅରୁଣ ବୋଥ୍ରା ନିଜେ…

ଗୁଳିମାଡର ରହସ୍ୟ କ’ଣ? ବୋଥ୍ରା ଖୋଲିବେ ଭିତିରି କଥା?

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାରେ ବିରୋଧୀ ଷଡଯନ୍ତ୍ରର ଗନ୍ଧ ବାରୁୁଥିବାବେଳେ, ସିବିଆଇ ତଦନ୍ତ ପାଇଁ ଦାବି କରିବା ଭିତରେ ବି ଅନୁସନ୍ଧାନ ଜାରି ରଖିଛି କ୍ରାଇମବ୍ରାଂଚ । ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ…

ସର୍ଭିସ ବୁକରେ ଗୋପାଳ ‘ଗୁଡ’: ମନ୍ତ୍ରୀଙ୍କୁ କାହିଁକି ମାରିଲେ ଗୁଳି?

କନକ ବ୍ୟୁରୋ: ନବଦାସଙ୍କୁ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ବୁକ ବେଶ ଭଲ । ସେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ଏହି ସର୍ଭିସ ବୁକରେ ଏହାର କୌଣସି ଚିହ୍ନବର୍ଣ୍ଣ ନାହିଁ । ବରଂ ନିଜର ୨୮ ବର୍ଷର କ୍ୟାରିୟର ମଧ୍ୟରେ ସେ ପଦୋନ୍ନତି ପରେ ପରେ ପଦୋନ୍ନତି ଓ…

ମନ ମିଶିଲା, ବିବାଦ ଛିଣ୍ଡିଲା: ଏକାଠି ହେବେ ହ୍ୟୁମାନ-ଶ୍ରେୟା

କନକ ବ୍ୟୁରୋ: ଦୂର ହେଲା ମନୋମାଳିନ୍ୟ । ମିଶିଗଲା ମନ । କିଛି ଦିନର ବିବାଦ ପରେ ପୁଣି ଏକାଠି ହୋଇଛନ୍ତି ବଲିଉଡ କଂଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ଏବେ ପୁଣି ଏକାଠି ରହିବାକୁ ଉଭୟ ମନସ୍ଥ କରିଛନ୍ତି । ହ୍ୟୁମାନ ସାଗର ଓ ଶ୍ରେୟା କାଉନସେଲିଂ ପାଇଁ କଟକ ମହିଳା…

ଚାକିରିରୁ ବିଦା ହେଲେ ଏଏସଆଇ ଗୋପାଳ ଦାସ। ଝାରସୁଗୁଡା ଏସପି ନେଲେ କାର୍ଯ୍ୟାନୁଷ୍ଠାନ।

କନକ ବ୍ୟୁରୋ: ଚାକିରିରୁ ବିଦାହେଲେ ଏଏସଆଇ ଗୋପାଳ ଦାସ । ଝାରସୁଗୁଡା ଏସପି ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ହେଉଛନ୍ତି ଗୋପାଳ ଦାସ । ଗତକାଲି ଠାରୁ ଅଟକ ଥିବା ଗୋପାଳଙ୍କୁ ଗିରଫ ନେଇ କ୍ରାଇବ୍ରାଞ୍ଚ ସ୍ପଷ୍ଟ କରିଛି ।

ଡିପ୍ଲୋମା ଇଂଜିନିୟରରୁ ସଫଳ ଚାଷୀ। ଶୁଭେନ୍ଦୁ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା।

କନକ ବ୍ୟୁରୋ: ଯୁବ ଚାଷୀଙ୍କୁ ମିଳିଛି ସଫଳତା । ଚାକିରୀ ଛାଡି ଚାଷବାସରେ ଦେଇଛନ୍ତି ମନ । ଆଉ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ନିଜେ ରୋଜଗାରକ୍ଷମ ହେବା ସହି ଅନ୍ୟ ଲୋକଙ୍କୁ ବି ଦେଉଛନ୍ତି ରୋଜଗାର । କେନ୍ଦ୍ରାପଡା ଗରଦପୁର ବ୍ଲକ ପଦ୍ମପୁରର ଶୁଭେନ୍ଦୁ ରାଉତ । ଜଣେ ଡିପ୍ଲୋମା ଇଂଜିନିୟର…