Daily Archives

January 30, 2023

ଦେଖିପାରିଲେନି କୁନି ପୁଅର ମୁହଁ, ହୃତଘାତରେ ଚାଲିଗଲେ ଯବାନ ସୌଦାଗର ବିଶ୍ୱାଳ।

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ମାଆ । ଝୁରୁଛି ଗାଁ ମାଟି । ମନରେ ଅନେକ ଖୁସି ନେଇ ନିଜ ମାଟିକୁ ଫେରୁଥିଲା ପୁଅ । ଫେରିବା ବାଟକୁ ଚାହିଁ ବସିଥିଲା ମା’ । ପୁଅ ତ ଫେରିଲା ହେଲେ ଆସିଲା ଶବ ହୋଇ । ଏହିଭଳି ଏକ ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଜଗମୋହନ ଗାଁରେ । ଗାଁର ପୁଅ…

ଗୋପାଳ ଦାସଙ୍କୁ ନେଇ ଦ୍ୱନ୍ଦ୍ୱରେ ପୋଲିସ: ଭିସିରେ କୋର୍ଟରେ ହାଜର ହେବେ ଗୋପାଳ?

କନକ ବ୍ୟୁରୋ: ମନ୍ତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ନେଇ ଦ୍ୱନ୍ଦ୍ୱରେ ପୋଲିସ । ଗୋପାଳଙ୍କୁ ପ୍ରତ୍ୟକ୍ଷ ଭାବେ ନା ଭିସିରେ ହାଜର କରାଯିବ ତାକୁ ନେଇ ବସିଲା ବୈଠକ । ପୋଲିସ ଓ କ୍ରାଇମବ୍ରାଞ୍ଚର ଉଚ୍ଚସ୍ତରୀୟ ବୈଠକ ବସିଥିବା ସୂଚନା । ସୁରକ୍ଷା ଦୃଷ୍ଟିରୁ ଭିସିରେ ହାଜର କରିବାକୁ…

ଏକର ଏକର ଚାଷ ଜମିରୁ କୋବି ନଷ୍ଟ କରୁଛନ୍ତି ନିମାପଡା ଅଞ୍ଚଳର ଚାଷୀ।

କନକ ବ୍ୟୁରୋ: କୋବି ଚାଷୀଙ୍କ ବଢୁଛି ଚିନ୍ତା । ଏକର ଏକର ଚାଷ ଜମିରୁ କୋବି ଚାଷ ନଷ୍ଟ କରିପକାଇଲାଣି ଚାଷୀ । ନିମାପଡା ମଠସାହିରେ ଚାଷୀମାନେ ଏକର ଏକର କୋବି ଚାଷ କରିଥିଲେ । ଏହି ଚାଷରୁ ତାଙ୍କୁ ଦୁଇ ପଇସା ଲାଭ ଆଶା ରଖିଥିଲା ଚାଷୀ । ହେଲେ ଏବେ ଶାଗମାଛ ଦରରେ ବିକ୍ରି ହେଉଛି କୋବି । ବାହାରୁ…

ହୁତ ହୁତ ହୋଇ ଜଳୁଛି ଜଙ୍ଗଲ। ଉଦଳା ବନାଞ୍ଚଳ ଟଣା ସାହି ସଂରକ୍ଷିତ ଜଙ୍ଗଲରେ ନିଆଁ।

କନକ ବ୍ୟୁରୋ: ହୁତ ହୁତ ହୋଇ ଜଳୁଛି ଜଙ୍ଗଲ । ଖରାଦିନ ନହେଉଣୁ ଜଙ୍ଗଲରେ ଏବେଠୁ ଲାଗିଲାଣି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲାଗି ତାହା ଧୀରେ ଧୀରେ ସମଗ୍ର ଜଙ୍ଗଲରେ ବ୍ୟାପିବାରେ ଲାଗିଲାଣି । ଉଦଳା ବନ।।ଞ୍ଚଳ ଟଣା ସାହି ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଏହି ନିଆଁ ଲାଗିବା ଯୋଗୁ ବଡ ବଡ ଗଛ…

ବାଦଲଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସହଯୋଗ ପାଇଁ ଅନୁରୋଧ କଲେ ପରିବାର ସଦସ୍ୟ।

କନକ ବ୍ୟୁରୋ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଖେଳିବା ବୁଲିବା ବୟସରେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ବାଦଲ । ଭୁବନ ବ୍ଲକ ବାଲିବୋ ଗାଁର ବାଦଲ ବେହେରାଙ୍କ ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି । ୨ବର୍ଷ ତଳେ ସ୍କୁଲରେ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ସମୟରେ ପଡିଯିବା ଯୋଗୁ…

ଗୋରଖନାଥ ମନ୍ଦିର ଆକ୍ରମଣ ଘଟଣାରେ ଦୋଷୀକୁ ଫାଶୀ। ସ୍ୱତନ୍ତ୍ର ଏନଆଇଏ କୋର୍ଟ ଶୁଣାଇଲେ ରାୟ।

କନକ ବ୍ୟୁରୋ: ଗୋରଖପୁରର ଗୋରଖନାଥ ମନ୍ଦିରରେ ଆକ୍ରମଣ ମାମଲାରେ ରାୟ ଆସିଛି । ଅଭିଯୁକ୍ତ ମୂର୍ତ୍ତଜା ଅବାସ ବିରୋଧରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ସଜା ଶୁଣାଇଛନ୍ତି । ଅଦାଲତ ମୂର୍ତ୍ତଜାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ମୂର୍ତ୍ତଜା ବିରୋଧରେ ୟୁଏପିଏ ଆଧାରରେ ମାମଲା ରୁଜୁ ହୋଇଥିଲା ଏହଂ…