Daily Archives

January 30, 2023

ସଂସଦର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ। 

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ସୋମବାର ବସିଛି ସର୍ବଦଳୀୟ ବୈଠକ । ୨୭ଦଳର ୩୯ଜଣ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ । କିଭଳି ଅଧିବେଶନର ସୁରଖୁରେ ଚଳାଯିବ ନେଇ ବୈଠକରେ ଚର୍ଚ୍ଚା କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ  କହିଛନ୍ତି ଯେ, ଅଧିବେଶନରେ…

ଶେଷ ହେଲା ଭାରତ ଯୋଡ଼ ଯାତ୍ରା। ଶ୍ରୀନଗର ଲାଲଚୈାକରେ ଉଡ଼ିଲା ତ୍ରିରଙ୍ଗା

କନକ ବ୍ୟୁରୋ: ଅନେକ ଆଶା, ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଶେଷ ହୋଇଛି । ସୋମବାର ୩୦ ଜାନୁଆରୀରେ ଶେଷ ହୋଇଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ତେବେ ସେପ୍ଟେମ୍ବର ୭ରେ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩୦…

ହିଣ୍ଡନବର୍ଗ ରିପୋର୍ଟ ବନାମ ଆଦାନୀ ଗ୍ରୁପ୍। ବିବାଦ ଭିତରେ ପୁଣି ବଢିଲା ଆଦାନୀଙ୍କ ସେୟାର ମୂଲ୍ୟ।

କନକ ବ୍ୟୁରୋ: ହିଣ୍ଡନବର୍ଗ ରିପୋର୍ଟ ବିବାଦ ପରେ ବଢିଲା ଆଦାନୀଙ୍କ କମ୍ପାନୀୟ ସେୟାର ମୂଲ୍ୟ । ସୋମବାର ଷ୍ଟକ ଏକ୍ସଚେଞ୍ଜର ପ୍ରାରମ୍ଭିକ କାରବାରରେ ଆଦାନୀ ପୋର୍ଟ ଓ ଏଣ୍ଟରପ୍ରାଇଜ ସେୟାର ମୂଲ୍ୟ ବୃଦ୍ଧି ପରିଲିକ୍ଷିତ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜର କାରବାର ୧୦ ପ୍ରତିଶତ ବୃଦ୍ଧି ହୋଇଛି ।…

ରାହୁଲ, ପ୍ରିୟଙ୍କାଙ୍କ ଭିଡିଓ ଭାଇରାଲ। ବରଫର ମଜା ନେଉଛନ୍ତି ଭାଇଭଉଣୀ।

କନକ ବ୍ୟୁରୋ: ଭାଇରାଲ ହେଉଛି ଭାଇ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ବରଫ ଖେଳ ଭିଡ଼ିଓ । ଦୁହେଁ ଖୁବ ମସ୍ତି ଅନ୍ଦାଜରେ ବରଫରେ ଖେଳିଛନ୍ତି । ଯାହାକୁ ଦେଖିଲେ ନିଶ୍ଚିନ୍ତ ଆପଣଙ୍କ ପିଲାଦିନ ମନେପଡ଼ିବ । ତେବେ ଜାନୁଆରୀ ୩୦ ସୋମବାର ଭାରତ ଯୋଡ଼ ଯାତ୍ରାର ଅନ୍ତିମ ଦିନ ହୋଇଥିବାବେଳେ…

ରାଜ୍ୟର ଜଣେ ଜନପ୍ରିୟ ନେତାଙ୍କ ସଫଳ କାହାଣୀର ହେଲା ଅନ୍ତ: ଅନ୍ତିମ ସଂସ୍କାରରେ ସାମିଲ ହେଲେ ନେତା, ମନ୍ତ୍ରୀ ଓ ବିଧାୟକ

କନକ ବ୍ୟୁରୋ: ମାତ୍ର କିଛି ଘଂଟା ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା । ଦୁଃଖର ପାହାଡ଼ ଛିଣ୍ଡିପଡ଼ିଲା ନବ ଦାସଙ୍କ ପରିବାର ଉପରେ । ଆଖିରୁ ଲୁହ ଶୁଖୁନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି କୋହକୁ ସମ୍ଭାଳି ପାରିନାହାନ୍ତି ନବ ଦାସଙ୍କ ପତ୍ନୀ ମିନତୀ ଦାସ । କାନ୍ଦି କାନ୍ଦି କହିଥିଲେ- ସବୁ କିଛି…

ଅଭିଯୁକ୍ତ ଗୋପାଳ ପଛରେ କିଏ? ମାନସିକ ରୋଗୀ ହୋଇଥିବା ବେଳେ କାହଁକି ଏଏସଆଇଙ୍କୁ ଦିଆଯାଇଥିଲା ବନ୍ଧୁକ

କନକ ବ୍ୟୁରୋ: ନବ ଦାସଙ୍କୁ ହତ୍ୟା କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ମାନସିକ ଅବସ୍ଥାକୁ ନେଇ ବେଶ ଚର୍ଚ୍ଚା ହେଉଛି । କୁହାଯାଉଛି-ଗୋପାଳକୃଷ୍ଣ ଦାସ କୁଆଡ଼େ ବାଇପୋଲାର୍ ଡିଜଅର୍ଡର ବା ମାନସିକ ରୋଗରେ ପୀଡ଼ିତ ଥିଲେ । ତେବେ କ’ଣ ଏହି ରୋଗ? ଏବଂ କ’ଣ ଏହାର ଲକ୍ଷଣ? ବାଇପୋଲାର୍ ଡିଜଅର୍ଡର…