Daily Archives

January 26, 2023

ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ମହୋତ୍ସବ: ସମ୍ମାନିତ ଅତିଥି ଭାବେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଗଣତନ୍ତ୍ରର ଉତ୍ସବ, ଅଭୁତପୂର୍ବ ଉତ୍ସାହ । ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ରାଜଧାନୀର ଗାନ୍ଧି ମାର୍ଗ । ରାଜ୍ୟସ୍ତରୀୟ ଉତ୍ସବର ଅଂଶ ହେବା ପାଇଁ ଥିଲା ଜନତାଙ୍କ ଭିତରେ ଅହେତୁକ ଆଗ୍ରହ । ସାଧାରଣତନ୍ତ୍ର ଦିବସ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ…

କର୍ତ୍ତବ୍ୟପଥରେ ଲେଖାଗଲା ନୂଆ ଭାରତର ନୂଆ ଇତିହାସ: ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ…

କନକ ବ୍ୟୁରୋ: କର୍ତବ୍ୟପଥରେ ଲେଖାହେଲା ନୂଆ ଭାରତର ନୂଆ ଇତିହାସ । ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରଙ୍ଗା ଉତୋଳନ କରିଛନ୍ତି । ୭୪ ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ମହାମହିମଙ୍କୁ ସ୍ୱଦେଶୀ ତୋପରେ ଦିଆଯାଇଛି ୨୧…

ବିଶ୍ୱ ଦେଖିଲା ଭାରତର ଦମ୍: କର୍ତ୍ତବ୍ୟ ପଥରେ ପରାକ୍ରମ ଦେଖାଇଲେ ଭାରତୀୟ ତିନି ସେନାବାହିନୀର ଯୋଦ୍ଧା

କନକ ବ୍ୟୁରୋ: ୭୪ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରୁ ଦମ୍ ଦେଖାଇଛି ଭାରତ । ଶକ୍ତି ପଦର୍ଶନ କରିଛନ୍ତି ଭାରତୀୟ ତିନି ସେନାବାହିନୀର ଯୋଦ୍ଧା । ସାରାବିଶ୍ୱ ଆଗରେ ପରାକ୍ରମ ଦେଖାଇଛନ୍ତି ମେକାନାଇଜଡ ଇନଫ୍ୟାଣ୍ଟ୍ରି ରେଜିମେଂଟ, ପଞ୍ଜାବ ରେଜିମେଂଟ, ମରାଠା ଲାଇଟ୍…

ଥମୁନି ଆବାସ କଳି: ଗ୍ରାମସଭାରେ ଉତେଜନା, ଅଫିସରେ ତାଲା ପକାଇଲେ ଲୋକେ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାକୁ ନେଇ ଆରମ୍ଭ ହୋଇଥିବା କଳି ଥମିବାର ନାଁ ଧରୁନି । ଗାଁ ଗାଁରେ ଅସନ୍ତୋଷ ବଢ଼ି ଚାଲିଛି । ଆଉ ଏତିକିବେଳେ ଆଜି ବସିଥିବା ଗ୍ରାମସଭା ବୈଠକରେ, ବଭିନ୍ନ ସ୍ଥାନରେ ଉତେଜନା ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଏକ ପଂଚାୟତ…

ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ହାଥ ସେ ହାଥ୍ ଯୋଡୋ ଯାତ୍ରା। ଦଳ ସହ ଯୋଡି ହେବାକୁ କର୍ମୀ ଓ ସାଧାରଣ ଜନତାଙ୍କୁ…

କନକ ବ୍ୟୁରୋ: କଂଗ୍ରେସ ସହ ଯୋଡି ହେବାକୁ ଆହ୍ୱାନ । ଏନେଇ ବିଭିନ ସ୍ଥାନରେ ଆରମ୍ଭ ହୋଇଛି ହାଥ ସେ ହାଥ୍ ଯୋଡୋ ଯାତ୍ରା । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଜାରକାଠାରେ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଛି । ଧର୍ମଶାଳାର କଂଗ୍ରେସ ନେତାଙ୍କ ନେତୃତ୍ୱରେ ଆଜି ପଦଯାତ୍ରା…

ଗଣତନ୍ତ୍ର ଦିବସରେ ମାଓ ପୋଷ୍ଟର, ନିୟମଗିରି ପାହାଡ ନିକଟରେ ଲାଗିଲା ପୋଷ୍ଟର।

କନକ ବ୍ୟୁରୋ: ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ସବୁଠି ଫର ଫର ହୋଇଉଡୁଛି ଲାଲତ୍ରିରଙ୍ଗା । ହେଲେ ସାଧାରଣତନ୍ତ୍ର ଦିବସରେ ଗଣତନ୍ତ୍ରକୁ ବିରୋଧ କରିଛନ୍ତି ଲାଲବାହିନୀ । ମାଓ ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିଛି । ରାୟଗଡା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ନିକଟ…