Daily Archives

January 26, 2023

ପ୍ୟାରିସ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପ୍ରଶଂସା ସାଉଁଟିଲା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ। ୧୨୫ ଦେଶ ଭିତରେ ପୋଲସରାର…

କନକ ବ୍ୟୁରୋ: ଆଉ ଘର ଚାରି କାନ୍ଥ ଭିତରେ ରହିନାହାନ୍ତି ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇବା କ୍ଷମତା ଅଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ମାନେ ନିଜକୁ ସକ୍ଷମ କରିପାରିଛନ୍ତି । ଯେମିତି ଗଞ୍ଜାମ ପୋଲସରା ଚିରିକିପଡା ଶାସନ ଗାଁର ସ୍ୱୟଂସହାୟକ ଗୋଷ୍ଠୀ ଏବେ…

ସାଧାରଣତନ୍ତ୍ର ଦିବସରେ ଶେଷ ସ୍ୱାଧୀନ ଦୁର୍ଗରେ ଉଡ଼ିଲା ତ୍ରିରଙ୍ଗା। ୨୦୬ ମିଟର ତ୍ରିରଙ୍ଗା ସହ ପାଇକ ବିଦ୍ରୋହର ବର୍ଷ…

କନକ ବ୍ୟୁରୋ: ଲାଲ ମାଟିରେ ଉଡ଼ିଲା ତ୍ରିରଙ୍ଗା । ଆଜି ସାରାଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସବୁଠି ଉଡ଼ୁଛି ତ୍ରିରଙ୍ଗା । ସେହିଭଳି ସ୍ୱାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଖୋର୍ଦ୍ଧାରେ ମଧ୍ୟ ଉଡିଛି ତ୍ରିରଙ୍ଗା । ଯେଉଁଠି ଇଂରେଜଙ୍କ ବିରୋଧରେ ଆରମ୍ଭ ହୋଇଥିଲା ପ୍ରଥମ…

ବଢ଼ିଲା ଆବାସ କଳି ପଲିଟିକ୍ସ। ବିଜେପିର ଅଭିଯୋଗ ରାଜ୍ୟ ସରକାରଙ୍କ ନାହିଁ ଆନ୍ତରିକତା, ଜବାବ ରଖିଲା ବିଜେଡି।

କନକ ବ୍ୟୁରୋ: ଆବାସ କଳି ଭିତରେ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି । ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷରେ ଗରିବ ଲୋକଙ୍କ ଚାଳ ଘର ହଟାଇ ପକା ଘର କରିବାକୁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା? ବିଜୁ ପକ୍କା ଘର ଯୋଜନାରେ କେତେ ଘର ଦିଆଯାଇଛି । ରାଜ୍ୟ…

ଆବାସ ଅସନ୍ତୋଷ: ଅନୁଗୁଳ ସାନ୍ତରାପୁରରେ ଅଧିକାରୀଙ୍କୁ ତାଲା ପକାଇଦେଲେ ଲୋକେ। ବଲାଙ୍ଗୀରରେ ୩୧୭ ସରପଞ୍ଚ ବର୍ଜନ କଲେ…

କନକ ବ୍ୟୁରୋ: ଆବାସ ତାଲିକା ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ି ବଢ଼ି ଚାଲିଛି । ଗାଁ ଗାଁରେ ଅସନ୍ତୋଷ ଲାଗି ରହିଛି । ତାଲିକାରେ ଯେଉଁମାନଙ୍କ ନାଁ ଅଛି, ସେମାନେ ତ ଖୁସି ଅଛନ୍ତି, ହେଲେ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯୋଗ୍ୟ ହିତାଧୀକାରୀମାନେ ତାଲିକାରୁ…